ମେଘାଳୟ ଷ୍ଟ୍ରାଇକ ପରେ ବିରୋଧୀ ଏକତା କଥା କହିଲା କଂଗ୍ରେସ

ନୂଆଦିଲ୍ଲୀ: ମେଘାଳୟରେ କଂଗ୍ରେସର ୧୭ ବିଧାୟକରୁ ୧୨ ଜଣ ହଠାତ୍‌ ଟିଏମସିରେ ଯୋଗଦେବା ଘଟଣାକୁ ନେଇ ଚର୍ଚ୍ଚା ଜାରି ରହିଛି। ଏହି ଘଟଣା ପରେ କଂଗ୍ରେସ ତା’ର ରଣନୀତି ବଦଳାଇବା ସହ ବିରୋଧୀ ଏକତା କଥା କହିଛି। ମେଘାଳୟ ବିପର୍ଯ୍ୟୟ ପରେ ଆଜି କଂଗ୍ରେସ ଦିଲ୍ଲୀରେ ଆଗାମୀ ରଣନୀତି ପ୍ରସ୍ତୁତ କରିବାକୁ ବୈଠକ କରିଥିଲା। ବୈଠକରେ ବିଜେପି ସହ ଲଢ଼ିବାକୁ ହେଲେ ବିରୋଧୀ ଦଳଗୁଡ଼ିକ ଏକାଠି ହେବା ସପକ୍ଷରେ କଂଗ୍ରେସର ନେତାମାନେ ମନେ ରଖିଛନ୍ତି। ବୈଠକରେ ବରିଷ୍ଠ […]

sonia

sonia

Hemant Lenka
  • Published: Thursday, 25 November 2021
  • Updated: 25 November 2021, 09:04 PM IST

ନୂଆଦିଲ୍ଲୀ: ମେଘାଳୟରେ କଂଗ୍ରେସର ୧୭ ବିଧାୟକରୁ ୧୨ ଜଣ ହଠାତ୍‌ ଟିଏମସିରେ ଯୋଗଦେବା ଘଟଣାକୁ ନେଇ ଚର୍ଚ୍ଚା ଜାରି ରହିଛି। ଏହି ଘଟଣା ପରେ କଂଗ୍ରେସ ତା’ର ରଣନୀତି ବଦଳାଇବା ସହ ବିରୋଧୀ ଏକତା କଥା କହିଛି। ମେଘାଳୟ ବିପର୍ଯ୍ୟୟ ପରେ ଆଜି କଂଗ୍ରେସ ଦିଲ୍ଲୀରେ ଆଗାମୀ ରଣନୀତି ପ୍ରସ୍ତୁତ କରିବାକୁ ବୈଠକ କରିଥିଲା। ବୈଠକରେ ବିଜେପି ସହ ଲଢ଼ିବାକୁ ହେଲେ ବିରୋଧୀ ଦଳଗୁଡ଼ିକ ଏକାଠି ହେବା ସପକ୍ଷରେ କଂଗ୍ରେସର ନେତାମାନେ ମନେ ରଖିଛନ୍ତି।

ବୈଠକରେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡଗେ କହିଛନ୍ତି, “ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ଆମେ ସଂସଦର ଆସନ୍ତା ଅଧିବେଶନ ସମ୍ପର୍କରେ ଆଲୋଚନା କରିଛୁ। ଆମେ ଆସନ୍ତା ଅଧିବେଶନରେ ଅନେକ ପ୍ରସଙ୍ଗ ଉଠାଇବୁ। ୨୯ ତାରିଖରେ ଆମେ ଏମଏସପି ଓ କୃଷି ସମସ୍ୟା କଥା ଗୃହରେ ଉପସ୍ଥାପନ କରିବୁ।

ଆମେ ମୂଦ୍ରାସ୍ଫୀତି, ପେଟ୍ରୋଲ-ଡିଜେଲ ଦର ଓ ଚାଇନାର ଅନୁପ୍ରବେଶ କଥା ଉଠାଇବୁ। ଆମେ ଏସବୁ ପ୍ରସଙ୍ଗରେ ଆଲୋଚନା ଚାହୁଁଛୁ। ଆମେ ଏ ବାବଦରେ ଅନ୍ୟ ବିରୋଧୀ ଦଳର ନେତାମାନଙ୍କ ସହ ଯୋଗାଯୋଗ କରିବୁ। ଟିଏମସି ଠାରୁ ଆରମ୍ଭ କରି ସମାନ ଆଭିମୁଖ୍ୟ ରଖିଥିବା ଅନ୍ୟ ବିରୋଧୀ ଦଳର ନେତାମାନଙ୍କ ସହ କଥା ହେବୁ। ଆମେ ବିରୋଧୀଙ୍କ ମଧ୍ୟରେ ଏକତା ଚାହୁଁଛୁ।”

ସୂଚନାଯୋଗ୍ୟ, ବୁଧବାର ବିଳମ୍ବିତ ରାତିରେ ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମାଙ୍କ ସମେତ ୧୨ ଜଣ କଂଗ୍ରେସ ବିଧାୟକ ଟିଏମସିରେ ମିଶିଥିଲେ। ସେମାନେ ବାଚସ୍ପତିଙ୍କୁ ଏ ସମ୍ପର୍କରେ ନୋଟିସ ଦେଇ ଦଳ ବଦଳାଇଛନ୍ତି। ଫଳରେ ଏବେ କଂଗ୍ରେସ ମେଘାଳୟରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ମଧ୍ୟ ହରାଇଛି। ଟିଏମସି ଉକ୍ତ ସ୍ଥାନ ଦଖଲ କରିବା ପରେ ଆଜି କଂଗ୍ରେସ ପକ୍ଷରୁ ଏପରି ବୟାନ ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ଟିଏମସି ପଶ୍ଚିମବଙ୍ଗରେ କ୍ଷମତା ଦଖଲ କରିବା ପରେ ଜାତୀୟ ସ୍ତରରେ ନିଜର ଦବଦବା ସୃଷ୍ଟି କରିବାକୁ ଚାହୁଁଛି। ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିନାମ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଲଢ଼େଇ ହେବ ବୋଲି ଟିଏମସି ଲକ୍ଷ୍ୟ ରଖିଛି। ଏହି କାରଣରୁ ଦଳ ଗୋଟିଏ ପରେ ଗୋଟିଏ ରାଜ୍ୟରେ ନିଜର ସଂଗଠନକୁ ସୁଦୃଢ଼ କରୁଛି।

ତ୍ରିପୁରା, ଗୋଆ, ମେଘାଳୟ, ବିହାର, ହରିଆଣା ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟ ଉପରେ ଟିଏମସି ଆଖି ପକାଇଛି। ଏଠାରେ ସକ୍ରିୟ ଥିବା ନେତାମାନଙ୍କୁ ଦଳ ନିଜ ସହ ସାମିଲ କରି ଆଗାମୀ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story