ଆମେ ସରକାର ସମ୍ଭାଳୁଛୁ, ଚଳାଉ ନାହୁଁ, ଚର୍ଚ୍ଚାରେ ଆଇନ ମନ୍ତ୍ରୀଙ୍କ ଏପରି ବୟାନ

ବେଙ୍ଗାଲୁରୁ: କର୍ଣ୍ଣାଟକାର ଜଣେ ମନ୍ତ୍ରୀଙ୍କ ଅଡିଓ ବାର୍ତ୍ତା ଏବେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଆମେ ସରକାର ଚଳାଉ ନାହୁଁ, କେବଳ ସରକାର ସମ୍ଭାଳୁଛୁ ବୋଲି ମନ୍ତ୍ରୀ ଜଣଙ୍କ କହୁଥିବା ଗୋଟିଏ ଅଡିଓ ଗଣମାଧ୍ୟମରେ ଭାଇରାଲ ହେଉଛି। ଅଡିଓରେ କୌଣସି ପ୍ରକାରର କାଣ୍ଟଛାଣ୍ଟ କରାଯାଇ ନଥିବା ମୁଖ୍ୟମନ୍ତ୍ରୀ ବୋମାଇ ନିଶ୍ଚିତ କରିଛନ୍ତି। ତେବେ ଏହି ବୟାନର କେଉଁ ପରିସ୍ଥିତିରେ ଦିଆଯାଇଛି, ତା’କୁ ବୁଝିବା ଦରକାର ବୋଲି ସେ କହିଛନ୍ତି। କର୍ଣ୍ଣାଟକା ବିଧାନସଭା […]

CM

CM

Hemant Lenka
  • Published: Tuesday, 16 August 2022
  • Updated: 16 August 2022, 05:00 PM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକାର ଜଣେ ମନ୍ତ୍ରୀଙ୍କ ଅଡିଓ ବାର୍ତ୍ତା ଏବେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଆମେ ସରକାର ଚଳାଉ ନାହୁଁ, କେବଳ ସରକାର ସମ୍ଭାଳୁଛୁ ବୋଲି ମନ୍ତ୍ରୀ ଜଣଙ୍କ କହୁଥିବା ଗୋଟିଏ ଅଡିଓ ଗଣମାଧ୍ୟମରେ ଭାଇରାଲ ହେଉଛି। ଅଡିଓରେ କୌଣସି ପ୍ରକାରର କାଣ୍ଟଛାଣ୍ଟ କରାଯାଇ ନଥିବା ମୁଖ୍ୟମନ୍ତ୍ରୀ ବୋମାଇ ନିଶ୍ଚିତ କରିଛନ୍ତି। ତେବେ ଏହି ବୟାନର କେଉଁ ପରିସ୍ଥିତିରେ ଦିଆଯାଇଛି, ତା’କୁ ବୁଝିବା ଦରକାର ବୋଲି ସେ କହିଛନ୍ତି।

କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ବୋମାଇଙ୍କୁ ବିଜେପି ବଦଳାଇ ଦେବ ବୋଲି କୁହାଯାଉଛି। ବୋମାଇଙ୍କ କାର୍ଯ୍ୟଶୈଳୀରେ ରାଜ୍ୟବାସୀ ସନ୍ତୁଷ୍ଟ ନାହାନ୍ତି। ଏହାର ପ୍ରଭାବ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ପଡ଼ିବାରୁ ଆଶଙ୍କା ରହିଛି। ସେହିପରି ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ମଧ୍ୟ ଦିନକୁ ଦିନ ବିଗୁଡ଼ିଛି। ସାଂପ୍ରଦାୟିକ ଦଙ୍ଗା ଦେଖିବାକୁ ମିଳୁଛି। ତେଣୁ ବୋମାଇଙ୍କୁ ହଟାଇ ବିଜେପି ଆଉ ଜଣଙ୍କୁ ରାଜ୍ୟର ମୁଖିଆ କରିବାକୁ ଚାହୁଁଛି।

ଏନେଇ ଚର୍ଚ୍ଚା ଚାଲିଥିବା ବେଳେ କର୍ଣ୍ଣାଟକା ଆଇନମନ୍ତ୍ରୀ ଜେସି ମଧୁସ୍ୱାମୀ ଅଡିଓ କ୍ଲିପରେ କହିଛନ୍ତି ଯେ “ଆମେ ସରକାର ଚଳାଉ ନାହିଁ। ଆମେ କେବଳ ସରକାରକୁ ସମ୍ଭାଳୁଛୁ।” ଏହି ବୟାନ ସମ୍ପର୍କରେ ବୋମାଇ କହିଛନ୍ତି, “ସବୁ କିଛି ଠିକ ଠାକ ଚାଲିଛି। କୌଣସି ପ୍ରକାରର ସମସ୍ୟା ନାହିଁ। ମୁଁ ସବୁ ପ୍ରସଙ୍ଗରେ କଥା ହେବି। ସମସ୍ୟାର ସମାଧାନ ହେବ। ସେ ଅନ୍ୟ ଏକ ପ୍ରସଙ୍ଗରେ ଏପରି ବୟାନ ଦେଇଛନ୍ତି। ଏହାକୁ ନେଇ ଚିନ୍ତାର କରିବାର ଆବଶ୍ୟକ ନାହି।”

କିନ୍ତୁ ବୋମାଇଙ୍କ ମନ୍ତ୍ରିମଣ୍ଡଳରେ ଥିବା ଆଉ ଜଣେ ବରିଷ୍ଠ ସଦସ୍ୟ ଆଇନମନ୍ତ୍ରୀ ମଧୁସ୍ୱାମୀଙ୍କ ଇସ୍ତଫା ଦାବି କରିଛନ୍ତି। ମନ୍ତ୍ରୀ ମୁନିରତ୍ନ କହିଛନ୍ତି, “ଯଦି ସେ (ମଧୁସ୍ୱାମୀ) ଭାବୁଛନ୍ତି ଯେ ଆମେ କେକଳ ସରକାରକୁ ସମ୍ଭାଳୁଛୁ, ତା’ହେଲେ ସେ ଇସ୍ତଫା ଦେଇଦେବା ଦରକାର। ସେ ସରକାରର ଅଂଶବିଶେଷ। ସେ ପ୍ରତିଟି କ୍ୟାବିନେଟ ବୈଠକରେ ଭାଗ ନିଅନ୍ତି ଓ କ୍ୟାବିନେଟରେ ସକୁ କିଛି ନିଷ୍ପତ୍ତି ହୁଏ। ସେ ଅତ୍ୟନ୍ତ ଦାୟିତ୍ୱହୀନ ବୟାନ ଦେଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story