ମାର୍କେଟରେ ଭିଡ଼ ଜମୁଥିବା ଘଟଣାରେ କୋର୍ଟଙ୍କୁ ଏମିତି କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ କରୋନା କଟକଣା କୋହଳ ହେବା ପରେ ମାର୍କେଟରେ ପ୍ରବଳ ଭିଡ଼ ଜମୁଛି। ଏହାଦ୍ୱାରା ସଂକ୍ରମଣ ବଢ଼ିବାର ପୁଣି ଆଶଙ୍କା ପ୍ରକାଶ ପାଇଛି। ଏସବୁ ଭିତରେ ଉକ୍ତ ସ୍ଥିତିକୁ ନେଇ ଦିଲ୍ଲୀ ହାଇକୋର୍ଟରେ ସ୍ଥିତାବସ୍ଥା ରିପୋର୍ଟ ଦାଖଲ କରିଛନ୍ତି କେନ୍ଦ୍ର ସରକାର। ଭିଡ଼ ନିୟନ୍ତ୍ରଣ ସହ କୋଭିଡ କଟକଣା କଡ଼ାକଡ଼ି ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ସମସ୍ତ […]

HC

HC

Hemant Lenka
  • Published: Saturday, 10 July 2021
  • Updated: 10 July 2021, 08:01 PM IST

Sports

Latest News

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ କରୋନା କଟକଣା କୋହଳ ହେବା ପରେ ମାର୍କେଟରେ ପ୍ରବଳ ଭିଡ଼ ଜମୁଛି। ଏହାଦ୍ୱାରା ସଂକ୍ରମଣ ବଢ଼ିବାର ପୁଣି ଆଶଙ୍କା ପ୍ରକାଶ ପାଇଛି। ଏସବୁ ଭିତରେ ଉକ୍ତ ସ୍ଥିତିକୁ ନେଇ ଦିଲ୍ଲୀ ହାଇକୋର୍ଟରେ ସ୍ଥିତାବସ୍ଥା ରିପୋର୍ଟ ଦାଖଲ କରିଛନ୍ତି କେନ୍ଦ୍ର ସରକାର।

ଭିଡ଼ ନିୟନ୍ତ୍ରଣ ସହ କୋଭିଡ କଟକଣା କଡ଼ାକଡ଼ି ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ସମସ୍ତ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି ବୋଲି କେନ୍ଦ୍ର ସରକାର ତାଙ୍କ ରିପୋର୍ଟରେ କହିଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଷ୍ଟାଣ୍ଡିଂ ଓକିଲ ଅନୀଲ ସୋନି ସ୍ଥିତାବସ୍ଥା ରିପୋର୍ଟ ଦାଖଲ କରିଛନ୍ତି। ଏଥିରେ କୁହାଯାଇଛି ଯେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଜୁଲାଇ ୩୧ ତାରିଖ ଯାଏ କରୋନା କଟକଣା କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ସେହିପରି ସଂକ୍ରମଣ କମିବା ପରେ କଟକଣା କୋହଳ କରିବା ଜରୁରୀ। ତେବେ କଟକଣା କୋହଳ କରିବା ବେଳେ ରାଜ୍ୟ ସରକାରମାନେ ତୃଣମଳର ସ୍ଥିତିକୁ ଭଲ ଭାବେ ଯାଞ୍ଚ କରିବେ।

ଏହାପରେ ବେଶ ସତର୍କତାର ସହ କଟକଣା କୋହଳ କରିପାରିବେ ବୋଲି କେନ୍ଦ୍ର ସରକାର ରାଜ୍ୟମାନଙ୍କୁ କହିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ୨୯.୬.୨୦୨୧ରେ ଏ ସମ୍ପର୍କିତ ନିର୍ଦ୍ଦେଶନାମା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ପାଖକୁ ପଠାଇଛନ୍ତି। ସମସ୍ତଙ୍କୁ ସଂକ୍ରମଣ ରୋକିବାକୁ ୫ ସୂତ୍ରୀ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଏଥିରେ ଟେଷ୍ଟ, ଟ୍ରାକ, ଟ୍ରିଟ, ଟିକାକରଣ ଓ କୋଭିଡ କଟକଣାର କଡ଼ାକଡ଼ି ପାଳନ ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟମାନେ ସ୍ଥାନୀୟ ଅଞ୍ଚଳର ସ୍ଥିତିକୁ ଦେଖି ସ୍ୱାସ୍ଥ୍ୟ ଭିତ୍ତିଭୂମି ବୃଦ୍ଧି କରିବାକୁ ମଧ୍ୟ ଅନୁମତି ପାଇଛନ୍ତି। ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି ଏ ବିଷୟରେ ଅବଗତ କରାଇଥିବା କେନ୍ଦ୍ର ସରକାର କୋର୍ଟଙ୍କୁ ଅବଗତ କରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story