ସେକ୍ସ ଟେପ୍‌ରେ ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ନୀତି ଖୋର ବୋଲି କହିଥିଲେ ପୂର୍ବତନ ମନ୍ତ୍ରୀ

ବେଙ୍ଗାଲୁରୁ: ସରକାରୀ ଚାକିରି ଦେବା ନାଁରେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ମନ୍ତ୍ରୀ ପଦ ହରାଇଥିବା କର୍ଣ୍ଣାଟକାର ରମେଶ ଜାରକିହୋଲିଙ୍କ ସମ୍ପର୍କରେ ସାଂଘିତିକ ତଥ୍ୟ ସାମ୍ନାକୁ ଆସିଛି। ସେ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପାଙ୍କୁ ଜଣେ ଦୁର୍ନୀତି ଗ୍ରସ୍ତ ବ୍ୟକ୍ତି ବୋଲି ଭାଇରାଲ ସେକ୍ସ ସିଡିରେ ମହିଳାଙ୍କୁ କହିଥିବା ଜଣାପଡ଼ିଛି। ସେ କର୍ଣ୍ଣାଟକା ସରକାରରେ ଜଳ ସମ୍ପଦ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ହେଲେ ସେକ୍ସ ସିଡି ଭାଇରାଲ ହେବାରୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। […]

Karnataka

Karnataka

Hemant Lenka
  • Published: Wednesday, 03 March 2021
  • Updated: 03 March 2021, 05:35 PM IST

Sports

Latest News

ବେଙ୍ଗାଲୁରୁ: ସରକାରୀ ଚାକିରି ଦେବା ନାଁରେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ମନ୍ତ୍ରୀ ପଦ ହରାଇଥିବା କର୍ଣ୍ଣାଟକାର ରମେଶ ଜାରକିହୋଲିଙ୍କ ସମ୍ପର୍କରେ ସାଂଘିତିକ ତଥ୍ୟ ସାମ୍ନାକୁ ଆସିଛି। ସେ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପାଙ୍କୁ ଜଣେ ଦୁର୍ନୀତି ଗ୍ରସ୍ତ ବ୍ୟକ୍ତି ବୋଲି ଭାଇରାଲ ସେକ୍ସ ସିଡିରେ ମହିଳାଙ୍କୁ କହିଥିବା ଜଣାପଡ଼ିଛି।

ସେ କର୍ଣ୍ଣାଟକା ସରକାରରେ ଜଳ ସମ୍ପଦ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ହେଲେ ସେକ୍ସ ସିଡି ଭାଇରାଲ ହେବାରୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବୁଧବାର ସେ ସାର୍ବଜନୀନ ହୋଇଥିବା ସେକ୍ସ ଟେପକୁ ଫେକ୍ ବୋଲି କହିଥିଲେ। ସେ ଜଣେ ମହିଳାଙ୍କୁ ଚାକିରି ଦେବା ନାଁରେ ଶାରିରୀକ ସମ୍ପର୍କ ରଖିବାକୁ ମଧ୍ୟ କହିଥିବା ଏହି ସିଡିରୁ ଜଣାପଡ଼ିଥିଲା। ଏବେ ପୂରା ସିଡିରେ ରମେଶ କ’ଣ ସବୁ କହିଛନ୍ତି ଆସନ୍ତୁ ଜାଣିବା।

ଭାଇରାଲ ସିଡିରେ ସେ କଂଗ୍ରେସ ନେତା ସିଦ୍ଧରମୈୟାଙ୍କୁ ଜଣେ ଭଲ ଲୋକ ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା ଏକାଧିକ ଦୁର୍ନୀତିରେ ଲିପ୍ତ ଥିବା କହିଛନ୍ତି। ପୂର୍ବରୁ କଂଗ୍ରେସରେ ଥିବା ରମେଶ ଆହୁରି କହିଛନ୍ତି ଯେ ଖୁବଶୀଘ୍ର କେନ୍ଦ୍ର ସଂସଦୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ହେବେ।

ମହିଳା-ବେଲଗମରେ ଅନେକ ମରାଠୀ ଓ କନ୍ନଡ ଲୋକ ପରସ୍ପର ସହ ଲଢ଼େଇ କରୁଛନ୍ତି ନା?

ରମେଶ-ମରାଠୀମାନେ ଭଲ ଲୋକ। (ଖରାପ ଶବ୍ଦ ପ୍ରୟୋଗ କରି) କନ୍ନଡି ମାନଙ୍କ ପାଖରେ କିଛି କାମ ନାହିଁ।

ରମେଶ-ସିଦ୍ଧରମୈୟା ଜଣେ ଭଲ ଲୋକ। ୟେଦ୍ୟୁରପ୍ପା ଏକାଧିକ ଦୁର୍ନୀତିରେ ଲିପ୍ତ ଅଛନ୍ତି।

ମହିଳା-ଆପଣ ସବୁବେଳେ ଦିଲ୍ଲୀ ଯାଉଛନ୍ତି। ଆପଣ କ’ଣ ମୁଖ୍ୟମନ୍ତ୍ରୀ ହେବେ?

ରମେଶ-ପ୍ରହ୍ଲାଦ ଯୋଶୀ ଖୁବଶୀଘ୍ର କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ହେବେ।

ସାମାଜିକ କର୍ମୀ ଦୀନେଶ କାଲ୍ଲାହଲ୍ଲୀ ଗଣମାଧ୍ୟମରେ ଏହି ସେକ୍ସ ଟେପ୍ ଜାରି କରିଥିଲେ। ସରକାରୀ ଚାକିରି ଦେବା ବାହାନାରେ ମନ୍ତ୍ରୀ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିଲେ ଓ ପରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହାନ୍ତି। ପୀଡ଼ିତାଙ୍କୁ କର୍ଣ୍ଣାଟକା ବିଦ୍ୟୁତ୍ ଟ୍ରାନସମିଶନ ନିଗମରେ ଚାକିରି ମିଳିବ ବୋଲି ମନ୍ତ୍ରୀ କହିଥିଲେ ବୋଲି ସେ ଅଭିଯୋଗ ଆଣିଥିଲେ।

ରମେଶ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପାଙ୍କୁ ଦୁର୍ନୀତି ଗ୍ରସ୍ତ କହିଥିବାରୁ ଏବେ କଂଗ୍ରେସ ଶାସକ ବିଜେପିକୁ ଟାର୍ଗେଟ କରିବା ଆରମ୍ଭ କରିଛି। ରାଜ୍ୟ କଂଗ୍ରେସ ସଭାପତି ଶିବ କୁମାର କହିଛନ୍ତି, ଭିଡିଓରେ ରମେଶ ଜାରକିହୋଲି ଆଣିଥିବା ଅଭିଯୋଗ ଅତ୍ୟନ୍ତ ସାଂଘତିକ। ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା ନିଜ ସ୍ୱଚ୍ଛତାର ପ୍ରମାଣ ଦେବା ଦରକାର। ଏହା କେବଳ ଏକ ସେକ୍ସ ସ୍କାଣ୍ଡାଲ ନୁହେଁ। ମନ୍ତ୍ରୀ ଜଣ ମୁଖ୍ୟମନ୍ତ୍ରୀ ଦୁର୍ନୀତି ଖୋର ବୋଲି କହୁଛନ୍ତି।

ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ଦେବା ଦରକାର। ବଲ୍‌ ଏବେ ସେମାନଙ୍କ କୋଟରେ ରହିଛି। ମୋର ବିଶ୍ୱାସ ବିଜେପି ଏହି ଘଟଣା ପ୍ରତି ସମ୍ବେଦନଶୀଳ ଓ ସେମାନେ ଉପଯୁକ୍ତ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ପୁଲିସ୍‌ ପୂରା ଘଟଣାର ତଦନ୍ତ ଆରମ୍ଭ କରିଛି ବୋଲି କର୍ଣ୍ଣାଟକାର ଗୃହ ମନ୍ତ୍ରୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story