ଆଗକୁ ଭାରତ-ତାଲିବାନ ଆଲୋଚନା ହେବ କି? ଜବାବ ଦେଲେ ବାଗଚି

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ସହ ନିକଟରେ ଭାରତ ସରକାର ପ୍ରଥମଥର ପାଇଁ ଆଲୋଚନା କରିଥିଲେ। ଏବେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଆଫଗାନିସ୍ତାନ ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି। କିନ୍ତୁ ଆଗକୁ ତାଲିବାନ ସହ କଥା ବାର୍ତ୍ତା ହେବ କି ନାହିଁ, ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଇନାହାନ୍ତି। ସେ କହିଛନ୍ତି, ଆଫଗାନ ମାଟିକୁ ଯେମିତି କୌଣସି ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ବ୍ୟବହାର ନ କରାଯିବ, ତାହା ହିଁ ଆମର ଏକମାତ୍ର ଲକ୍ଷ୍ୟ। […]

Taliban1

Taliban1

Hemant Lenka
  • Published: Thursday, 02 September 2021
  • Updated: 02 September 2021, 07:16 PM IST

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ସହ ନିକଟରେ ଭାରତ ସରକାର ପ୍ରଥମଥର ପାଇଁ ଆଲୋଚନା କରିଥିଲେ। ଏବେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଆଫଗାନିସ୍ତାନ ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି। କିନ୍ତୁ ଆଗକୁ ତାଲିବାନ ସହ କଥା ବାର୍ତ୍ତା ହେବ କି ନାହିଁ, ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଇନାହାନ୍ତି।

ସେ କହିଛନ୍ତି, ଆଫଗାନ ମାଟିକୁ ଯେମିତି କୌଣସି ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ବ୍ୟବହାର ନ କରାଯିବ, ତାହା ହିଁ ଆମର ଏକମାତ୍ର ଲକ୍ଷ୍ୟ। ଏହା ଉପରେ କୌଣସି ଆକଳନ କରିବା ଅନୁଚିତ। ତାଲିବାନ ସହ ଆଗକୁ କଥା ବାର୍ତ୍ତା ହେବ କି ପ୍ରଶ୍ନରେ ସେ କହିଛନ୍ତି, ଏହା ହଁ ଓ ନା’ର ପ୍ରସଙ୍ଗ ନୁହେଁ। ସେହିପରି କୌଣସି ତାଲିବାନ ସରକାରକୁ ସ୍ୱୀକୃତି ମିଳିବ କି ନାହିଁ, ତା’ ଉପରେ ଏତେ ଶୀଘ୍ର ନିଷ୍ପତ୍ତି ନେଇ ହେବନି ବୋଲି ଶ୍ରୀ ବାଗଚି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି, “ଆମେ ଜାଣିନୁ ଆଫଗାନରେ କେଉଁଭଳି ସରକାର ଗଠନ ହେବ। ତାଲିବାନ ସହ ବୈଠକ ସମ୍ପର୍କରେ ମୋ ପାଖରେ କୌଣସି ଅପଡେଟ୍‌ ନାହିଁ। ତାଲିବାନ ସହ ଆଗକୁ ମିଟିଂ ହେବ କି ନାହିଁ, ସେକଥା ଆଦୌ କହିହେବନି। ଆମର ଏକମାତ୍ର ଲକ୍ଷ୍ୟ ହେଉଛି ସୁରକ୍ଷିତ ଆଫଗାନିସ୍ତାନ। ଆଫଗାନ ମାଟିକୁ କୌଣସି ପ୍ରକାରର ଆତଙ୍କ କାର୍ଯ୍ୟକଳାପ ଦିଗରେ ବ୍ୟବହାର ହେବା ଅନୁଚିତ। ଭାରତ ବିରୋଧୀ କାର୍ଯ୍ୟକଳାପ ଯେମିତି ସେଠାରେ ନ ହେବ, ତା’ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି।”

ଆଫଗାନରେ ଫସିଥିବା ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ କାବୁଲ ଏୟାରପୋର୍ଟରୁ ସମସ୍ତ ପ୍ରକାରର ଉଡ଼ାଣ ବନ୍ଦ ରହିଛି।

କେବେ ଠାରୁ ବିମାନ ସେଠାକୁ ଯିବ କିମ୍ବା ସେଠାରୁ ଆସିବ, ତା’ର ଅପଡେଟ୍‌ ମଧ୍ୟ ମିଳିନି। ତଥାପି ସ୍ପେଶାଲ ଆଫଗାନ ସେଲ୍‌ ପୂର୍ବଭଳି କାମ କରୁଛି। ଏବେ ଆଫଗାନରେ କେତେ ଭାରତୀୟ ରହିଛନ୍ତି, ତାହା ପ୍ରକୃତ ତଥ୍ୟ କହିବା କଷ୍ଟକର। ଆଫଗାନ ଛାଡ଼ିବାକୁ ଚାହୁଁଥିବା ଅଧିକାଂଶ ଭାରତୀୟ ସ୍ୱଦେଶ ଫେରି ସାରିଛନ୍ତି ବୋଲି ଶ୍ରୀ ବାଗଚି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story