ମେହୁଲ ଚୋକ୍ସିଙ୍କୁ ଆଣିବାକୁ ଯାଇଥିବା ବିମାନର ଭଡ଼ା କେତେ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଭାରତରୁ ଋଣ ଜାଲିଆତି କରି ଫେରାର ଥିବା ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କ ବିଚାର ଏବେ ଡୋମିନିକାରେ ଚାଲିଛି। ସେଠାକାର କୋର୍ଟ ଚୋକ୍ସିଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ନିର୍ଦ୍ଦେଶ ଦେବା ପରେ ତାଙ୍କୁ ନୂଆଦିଲ୍ଲୀ ଆଣିବାକୁ ବ୍ୟବସ୍ଥା କରାଯିବ। ଚୋକ୍ସିଙ୍କୁ ଭାରତ ଆଣିବା ପାଇଁ ସିବିଆଇ ଓ ଇଡିର ଗୋଟିଏ ଟିମ୍‌ ସ୍ୱତନ୍ତ୍ର ବିମାନ ଯୋଗେ ଡୋମିନିକାରେ ଡେରା ପକାଇ ବସିଛନ୍ତି। ଚୋକ୍ସିଙ୍କୁ ଆଣିବା ପାଇଁ ଭାରତ ସରକାର Bombardier Global 5000 ଜେଟ୍‌ ପଠାଇଛନ୍ତି। […]

Flight

Flight

Hemant Lenka
  • Published: Thursday, 03 June 2021
  • Updated: 03 June 2021, 08:57 PM IST

Sports

Latest News

ନୂଆଦିଲ୍ଲୀ: ଭାରତରୁ ଋଣ ଜାଲିଆତି କରି ଫେରାର ଥିବା ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କ ବିଚାର ଏବେ ଡୋମିନିକାରେ ଚାଲିଛି। ସେଠାକାର କୋର୍ଟ ଚୋକ୍ସିଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ନିର୍ଦ୍ଦେଶ ଦେବା ପରେ ତାଙ୍କୁ ନୂଆଦିଲ୍ଲୀ ଆଣିବାକୁ ବ୍ୟବସ୍ଥା କରାଯିବ। ଚୋକ୍ସିଙ୍କୁ ଭାରତ ଆଣିବା ପାଇଁ ସିବିଆଇ ଓ ଇଡିର ଗୋଟିଏ ଟିମ୍‌ ସ୍ୱତନ୍ତ୍ର ବିମାନ ଯୋଗେ ଡୋମିନିକାରେ ଡେରା ପକାଇ ବସିଛନ୍ତି।

ଚୋକ୍ସିଙ୍କୁ ଆଣିବା ପାଇଁ ଭାରତ ସରକାର Bombardier Global 5000 ଜେଟ୍‌ ପଠାଇଛନ୍ତି। ମେ’ ୨୭ରେ ଏହି ବିମାନ ୮ ଜଣ ଭାରତୀୟ ଅଧିକାରୀଙ୍କୁ ନେଇ ଡୋମିନିକା ଯାଇଛି। ମେ’ ୨୮ରୁ ଏହା ଡୋମିନିକାରେ ପାର୍କ ହୋଇ ରହିଛି। ଏହି ଅତ୍ୟାଧୁନିକ ବିମାନ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ଏହାର ଭଡ଼ା ବିଷୟରେ ଜାଣିବାକୁ ସମସ୍ତେ ଆଗ୍ରହ ପ୍ରକାଶ କରିଛନ୍ତି। ତେବେ ଏହାର ୭ ଦିନର ଭଡ଼ା ସମ୍ପର୍କରେ ଜାଣିଲେ ଆପଣ ନିଶ୍ଚିତ ତାଜୁବ ହେବେ।

ବିମାନ ସେବା ପ୍ରଦାନ କରୁଥିବା ଟ୍ରାଭେଲ ଏଜେନ୍ସି ଓ ଏହି ଶିଳ୍ପ ସହ ଜଡ଼ିତ ଥିବା ଲୋକଙ୍କ ସହ ଯୋଗାଯୋଗ କରିବାରୁ Bombardier Global 5000ର ଭଡ଼ା ସମ୍ପର୍କରେ ତଥ୍ୟ ମିଳିଛି। ସେମାନଙ୍କ ସୂଚନା ଅନୁଯାୟୀ, ଭାରତରୁ ୭ଦିନିଆ ଡୋମିନିକା ଟ୍ରିପ୍‌ର ଭଡ଼ା ପ୍ରାୟ ୪୪୯,୦୦ ଡଲାର ବା ପ୍ରାୟ ୩.୨୮ କୋଟି ଟଙ୍କା। ଭାରତରୁ ପ୍ରାୟ ୧୭ ଘଣ୍ଟା କାଳ ଉଡ଼ାଣ କରିବା ପରେ ଏହା ଡୋମିନିକାରେ ପହଞ୍ଚିଥାଏ। ବିମାନ ମଧ୍ୟରେ ସବୁ ପ୍ରକାରର ଅତ୍ୟାଧୁନିକ ବ୍ୟବସ୍ଥା ରହିଛି।

Bombardier Global 5000 ଜେଟ୍ ୧୩ ସିଟର ବିଶିଷ୍ଟ। ଏହାକୁ ଦୁଇ ଜଣ ପାଇଲ ଓ ଜଣେ ଆଣ୍ଟେଣ୍ଡାଣ୍ଟ ନିୟନ୍ତ୍ରଣ କରନ୍ତି। ବିମାନ ମଧ୍ୟରେ ଗୋଟିଏ ଲାଭାଟୋରୀ ରହିଛି। ଏହା ମଧ୍ୟରେ ଥିବା କ୍ୟାବିନର ଆକାର ୬ ଫୁଟ ଗୋଟିଏ ଇଞ୍ଚ। ଏଥିରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ୩୦୦ କେଜି ଯାଏ ଓଜନର ଜିନିଷ ନେଇପାରିବେ। ବିମାନରେ କୌଣସି ୱାଇଫାଇ ବ୍ୟବସ୍ଥା ନାହିଁ। କିନ୍ତୁ ଟିଭି ଦେଖିବାର ବ୍ୟବସ୍ଥା, ଆରମ ଦାୟକ ସିଟ୍, କ୍ୟାଣ୍ଟ୍ରିଙ୍ଗ ଓ ବେଡ୍ସ ରହିଛି। ନିଜର ଗୃହପାଳିତ ପଶୁପକ୍ଷୀମାନଙ୍କୁ ମଧ୍ୟ ଏଥିରେ ନେବାର ବ୍ୟବସ୍ଥା ରହିଛି।

ଏହି ଅତ୍ୟାଧୁନିକ ବିମାନରେ ଚୋକ୍ସିଙ୍କୁ ଆଣିବାର ବ୍ୟବସ୍ଥା କରାଯାଇଛି। ସାଧାରଣ ଲୋକମାନେ ମଧ୍ୟ ଏହାକୁ ଭଡ଼ାରେ ବ୍ୟବହାର କରୁଛନ୍ତି। ଡୋମିନିକା ଯିବାକୁ ଚାହୁଁଥିବା ଲୋକମାନେ ଏହି ବିମାନକୁ ଭଡ଼ାରେ ନେଇପାରିବେ। ଏଥିସହ ସେମାନେ ଚାହିଁଲେ ମାଡ୍ରିଡ ଏୟାରପୋର୍ଟରେ ହଲ୍ଟ କରିପାରିବେ। ଏଥିପାଇଁ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story