ନୂଆ କୌଶଳରେ ଲୋକଙ୍କୁ ଗୋପନୀୟତା ନୀତି ଗ୍ରହଣ କରାଉଛି ହ୍ୱାଟସଆପ!

ନୂଆଦିଲ୍ଲୀ: ଗୋପନୀୟତା ନୀତିକୁ ନେଇ କେନ୍ଦ୍ର ସରକାର ଓ ସୋଶାଲ ମିଡିଆ ସଂସ୍ଥା ହ୍ୱାଟସଆପ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ଧରୁନି। ଜାନୁଆରୀ ମାସ ଠାରୁ ହ୍ୱାଟସଆପ୍ ଆରମ୍ଭ କରିଥିବା ଗୋପନୀୟତା ନୀତିକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଭାରତ ସରକାର ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ବିଭିନ୍ନ ନୂଆ କୌଶଳ ପ୍ରୟୋଗ କରି ହ୍ୱାଟସଆପ୍‌ ଲୋକମାନଙ୍କୁ ତା’ର ଗୋପନୀୟତା ନୀତି ଗ୍ରହଣ କରାଇବାକୁ ଚେଷ୍ଟା କରୁଛି। ଅପଡେଟ୍‌ ପଲିସି ଜରିଆରେ ଗୋପନୀୟତା ନୀତିକୁ ଲୋକଙ୍କ ଉପରେ ଥୋପି […]

Whatsapp

Whatsapp

Hemant Lenka
  • Published: Thursday, 03 June 2021
  • Updated: 03 June 2021, 04:31 PM IST

ନୂଆଦିଲ୍ଲୀ: ଗୋପନୀୟତା ନୀତିକୁ ନେଇ କେନ୍ଦ୍ର ସରକାର ଓ ସୋଶାଲ ମିଡିଆ ସଂସ୍ଥା ହ୍ୱାଟସଆପ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ଧରୁନି। ଜାନୁଆରୀ ମାସ ଠାରୁ ହ୍ୱାଟସଆପ୍ ଆରମ୍ଭ କରିଥିବା ଗୋପନୀୟତା ନୀତିକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଭାରତ ସରକାର ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି।

ବିଭିନ୍ନ ନୂଆ କୌଶଳ ପ୍ରୟୋଗ କରି ହ୍ୱାଟସଆପ୍‌ ଲୋକମାନଙ୍କୁ ତା’ର ଗୋପନୀୟତା ନୀତି ଗ୍ରହଣ କରାଇବାକୁ ଚେଷ୍ଟା କରୁଛି। ଅପଡେଟ୍‌ ପଲିସି ଜରିଆରେ ଗୋପନୀୟତା ନୀତିକୁ ଲୋକଙ୍କ ଉପରେ ଥୋପି ଦିଆଯାଉଛି। ଏହାକୁ ତୁରନ୍ତ ବନ୍ଦ କରାଯିବା ଦରକାର ବୋଲି ଭାରତ ସରକାର ଦିଲ୍ଲୀ ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।

ଭାରତର ସରକାର ଗୁରୁବାର ଦାଖଲ କରିଥିବା ନୂଆ ସତ୍ୟପାଠରେ କହିଛନ୍ତି, ଫେସବୁକ ମାଲିକାନାର ଥିବା ମେସଜିଂ ଆପ୍‌ ହ୍ୱାଟସଆପ୍‌ ବ୍ୟବହାରକାରୀ ନିରୋଧୀ କାର୍ଯ୍ୟ କରି ବ୍ୟବହାରୀଙ୍କୁ ଗୋପନୀୟତା ନୀତି ଗ୍ରହଣ କରାଇବାକୁ ଲାଗି ପଡ଼ିଛି। କିଛି ଏଭଳି ଟ୍ରିକ ହ୍ୱାଟସଆପ୍‌ ବ୍ୟବହାର କରୁଛି, ଯାହାକୁ ସାଧାରଣ ଲୋକ ନ ବୁଝି ସହମତି ପ୍ରକାଶ କରୁଛନ୍ତି।

WhatsApp new privacy policy notification

ଏହାକୁ ଆଧାର କରି ହ୍ୱାଟସଆପ ନିଜର ଗୋପନୀୟତା ନୀତିକୁ ଲୋକଙ୍କ ଉପରେ ଥୋପି ଦେଉଛି। ହ୍ୱାଟସଆପ୍‌ ତା’ର ଡିଜିଟାଲ ଏକପର୍ଟିଜକୁ ବ୍ୟବହାର କରି ସେବା ବ୍ୟବହାର କରୁଥିବା ଲୋକଙ୍କୁ ନୂଆ ପ୍ରାଭେସୀ ପଲିସି ଗ୍ରହଣ କରାଇବାକୁ ଚେଷ୍ଟା କରୁଛି ବୋଲି ଭାରତ ସରକାର କହିଛନ୍ତି।

ତେଣୁ ହ୍ୱାଟସଆପ୍‌ ଗ୍ରାହକମାନଙ୍କୁ ତା’ର ୨୦୨୧ ଗୋପନୀୟତା ନୀତି ‘ଅପ୍‌ଡେଟ୍‌’ କରିବା ନିମନ୍ତେ କୌଣସି ନୋଟିଫିକେସନ ପଠାଇ ପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ। ଏହାବାଦ୍‌ ଗୋପନୀୟତା ନୀତି ‘ଅପ୍‌ଡେଟ୍‌’ କରାଇବା ଲାଗି ଦିନକୁ କେତେ ନୋଟିଫିକେସନ ଗ୍ରାହକମାନଙ୍କ ପାଖକୁ ପଠାଯାଉଛି, ତା’ର ରେକର୍ଡ ମଧ୍ୟ ହ୍ୱାଟସଆପ୍‌ ଦାଖଲ କରିବାକୁ ଭାରତ ସରକାର କୋର୍ଟଙ୍କୁ ନିବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story