ସୋନିଆ ବାଛିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ତାଲିକାରେ ଏହି ସବୁ ନେତା

ଅମୃତସର: ଦଳୀୟ ଅସନ୍ତୋଷ କାରଣରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପ୍ଟେନ ଅମରିନ୍ଦର ସିଂହ ଆଜି ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାପତ୍ରକୁ ରାଜ୍ୟପାଳ ଗ୍ରହଣ ମଧ୍ୟ କରିନେଇଛନ୍ତି। ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ସହ କଳହ ଯୋଗୁ ଅମରିନ୍ଦର ପଦ ଛାଡ଼ିଥିବା କୁହାଯାଉଛି। ଏବେ ପଞ୍ଜାବ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଅମରିନ୍ଦରଙ୍କ ଇସ୍ତଫା ପରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା। ହେଲେ ବିଧାୟକ ଦଳ ନେତା ବାଛିବା […]

sidhu

sidhu

Hemant Lenka
  • Published: Saturday, 18 September 2021
  • Updated: 18 September 2021, 08:16 PM IST

Sports

Latest News

ଅମୃତସର: ଦଳୀୟ ଅସନ୍ତୋଷ କାରଣରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପ୍ଟେନ ଅମରିନ୍ଦର ସିଂହ ଆଜି ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାପତ୍ରକୁ ରାଜ୍ୟପାଳ ଗ୍ରହଣ ମଧ୍ୟ କରିନେଇଛନ୍ତି। ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ସହ କଳହ ଯୋଗୁ ଅମରିନ୍ଦର ପଦ ଛାଡ଼ିଥିବା କୁହାଯାଉଛି। ଏବେ ପଞ୍ଜାବ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଅମରିନ୍ଦରଙ୍କ ଇସ୍ତଫା ପରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା। ହେଲେ ବିଧାୟକ ଦଳ ନେତା ବାଛିବା ଦାୟିତ୍ୱ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଉପରେ ଛଡ଼ା ଯାଇଛି। ସୋନିଆ ଯାହାକୁ କହିବେ, ସେ ହିଁ ପଞ୍ଜାବ କମାଣ ସମ୍ଭାଳିବେ ବୋଲି ବିଧାୟକମାନେ ଗୋଟିଏ ସଂକଳ୍ପ ପାରିତ ହୋଇଛି।

ଆସନ୍ତାବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନ ହେବ। ତେଣୁ କଂଗ୍ରେସ ହାଇକମାଣ୍ଡ ଏହାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ କରିବେ। ଆଜି ବିଧାୟକ ଦଳ ବୈଠକରେ ଦୁଇଟି ସଂକଳ୍ପ ପାରିତ ହୋଇଛି। ଗୋଟିଏ ସଂକଳ୍ପରେ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ସରକାରଙ୍କ ସମସ୍ତ ବିକାଶ ମୂଳକ କାର୍ଯ୍ୟକୁ ପ୍ରଶଂସା କରାଯାଇଛି। ଆଉ ଗୋଟିଏ ସଂକଳ୍ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦଳୀୟ ହାଇକମାଣ୍ଡ ବାଛିବେ ଓ ଏହାକୁ ସମସ୍ତେ ଗ୍ରହଣ କରିବେ ବୋଲି ଉଲ୍ଲେଖ କରାଯାଇଛି।

ଏସବୁ ଭିତରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନେକ ନେତା ରେସ୍‌ରେ ଅଛନ୍ତି। ସିଦ୍ଧୁଙ୍କ କ୍ୟାମ୍ପରୁ ହିଁ ଜଣେ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ। ଏମାନଙ୍କ ମଧ୍ୟରେ ସବୁଠାରୁ ଆଗରେ ଅଛନ୍ତି ପଞ୍ଜାବ କଂଗ୍ରେସର ପୂର୍ବତନ ମୁଖ୍ୟ ସୁନୀଲ ଝକର। ସୁନୀଲଙ୍କୁ ମୁଖ୍ୟମନ୍ତ୍ରୀ କଲେ ପଞ୍ଜାବ କଂଗ୍ରେସ ହିନ୍ଦୁ ଓ ଜାଠ ଶିଖ କମ୍ବିନେସନ ପାଇବ। କାରଣ ସୁନୀଲ ହିନ୍ଦୁ ହୋଇଥିବା ବେଳେ ପଞ୍ଜାବ ମୁଖ୍ୟ ସିଦ୍ଧୁ ହେଉଛନ୍ତି ଜାଠ ଶିଖ। ତେଣୁ ଏହା ଦଳକୁ ଆସନ୍ତା ବିଧାନସଭା ନିର୍ବାଚନରେ ଫାଇଦା ଦେଇପାରେ।

ତଥାପି ସିଦ୍ଧୁ ନିଜକୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହିଁ ପାରନ୍ତି। ସେହିପରି ସୁନୀଲ ମଧ୍ୟ ପଞ୍ଜାବ ବିଧାନସଭାକୁ ନିର୍ବାଚିତ ହୋଇ ନାହାନ୍ତି। ଏମାନଙ୍କ ବ୍ୟତୀତ ଫତେଗଡ଼ ଶାହିବ ବିଧାୟକ କୁଲଜିତ ସିଂହ ନଗ୍ରା ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ରହିଛନ୍ତି।

ସେ ସିଦ୍ଧୁଙ୍କ କ୍ୟାମ୍ପର ସବୁଠାରୁ ବିଶ୍ୱସ୍ତ। ଆଜି ସେ ଦଳର ନୀରିକ୍ଷକ ଅଜୟ ମାକେନ ଓ ହରିଶ ରାୱତଙ୍କୁ ସ୍ୱାଗତ କରିବା ପାଇଁ ଚଣ୍ଡିଗଡ଼ରେ ପହଞ୍ଚିଥିଲେ। ତେଣୁ ତାଙ୍କୁ ମଧ୍ୟ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିପାରନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଅମରିନ୍ଦରଙ୍କ କ୍ୟାମ୍ପର କୌଣସି ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳି ନ ପାରେ। ଆଜି ବସିଥିବା ବିଧାୟକ ଦଳ ବୈଠକରେ ଅମରିନ୍ଦରଙ୍କ ବ୍ୟତୀତ ତାଙ୍କୁ ସମର୍ଥନ କରୁଥିବା ଦୁଇ ଜଣ ବିଧାୟକ ଯୋଗଦେଇ ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story