ବିଏମସି ନିର୍ବାଚନରେ ପ୍ରଚାର କରିବେ ଶରଦ ପାୱାର

ମୁମ୍ବାଇ: ବ୍ରିହାନ ମୁମ୍ବାଇ ମ୍ୟୁନସିପାଲ କର୍ପୋରେସନ(ବିଏମସି) ନିର୍ବାଚନ ବେଳେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଖୋଦ ଏନସିପିର ସୁପ୍ରିମୋ ଶରଦ ପାୱାର। ବିଏମସି ନିର୍ବାଚନ ଏନସିପି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଶରଦ ପାୱାର ମୈଦାନକୁ ଓହ୍ଲାଇବେ ବୋଲି କହିଛନ୍ତି। କୌଣସି ପୌର ନିର୍ବାଚନରେ ଗୋଟିଏ ଜାତୀୟ ଦଳର ସୁପ୍ରିମୋ ପ୍ରଚାର କରିବା ଅତ୍ୟନ୍ତ ବିରଳ ଘଟଣା। ତେବେ ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ରାଜନୀତିକ ହଟଚମଟ ଯୋଗୁ ଏନସିପି ପକ୍ଷରୁ ବିଏମସି ନିର୍ବାଚନକୁ ବେଶ ଗୁରୁତ୍ୱର […]

sharad-pawar

sharad-pawar

Hemant Lenka
  • Published: Thursday, 14 July 2022
  • Updated: 14 July 2022, 03:29 PM IST

Sports

Latest News

ମୁମ୍ବାଇ: ବ୍ରିହାନ ମୁମ୍ବାଇ ମ୍ୟୁନସିପାଲ କର୍ପୋରେସନ(ବିଏମସି) ନିର୍ବାଚନ ବେଳେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଖୋଦ ଏନସିପିର ସୁପ୍ରିମୋ ଶରଦ ପାୱାର। ବିଏମସି ନିର୍ବାଚନ ଏନସିପି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଶରଦ ପାୱାର ମୈଦାନକୁ ଓହ୍ଲାଇବେ ବୋଲି କହିଛନ୍ତି। କୌଣସି ପୌର ନିର୍ବାଚନରେ ଗୋଟିଏ ଜାତୀୟ ଦଳର ସୁପ୍ରିମୋ ପ୍ରଚାର କରିବା ଅତ୍ୟନ୍ତ ବିରଳ ଘଟଣା। ତେବେ ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ରାଜନୀତିକ ହଟଚମଟ ଯୋଗୁ ଏନସିପି ପକ୍ଷରୁ ବିଏମସି ନିର୍ବାଚନକୁ ବେଶ ଗୁରୁତ୍ୱର ସହ ନିଆଯାଇଛି।

ପାୱାର କହିଛନ୍ତି, “ଏନସିପିର ବରିଷ୍ଠ ନେତା ଓ ପୂର୍ବତନ ସଦସ୍ୟମାନେ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ମୁଁ ମଧ୍ୟ ବିଏମସି ନିର୍ବାଚନର ପ୍ରଚାର ବେଳେ ଉପଲବ୍ଧ ରହିବି। ମୋତେ ଯେଉଁ ୱାର୍ଡରେ ପ୍ରଚାର କରିବାକୁ କୁହାଯିବ, ସେଠାରେ ମୁଁ ପ୍ରଚାର କରିବି।” ବିଏମସି ନିର୍ବାଚନକୁ ଦୃଷ୍ଟିରେ ରଖି ପାୱାର ଦଳର ବରିଷ୍ଠ ନେତା ଛଗନ ଭୂଜବଳ, ଏକନାଥ ଖଡସେ ଓ ବିରୋଧୀ ଦଳ ନେତା ଅଜିତ ପାୱାରଙ୍କ ସହ ବୈଠକ କରିଥିଲେ।

ଏହି ବୈଠକରେ ମୁମ୍ବାଇ ୟୁନିଟର ଦଳୀୟ ପଦାଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ। ବିଏମସି ନିର୍ବାଚନ ପାଇଁ ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଛି। ପାୱାର କହିଛନ୍ତି, “ମେଣ୍ଟ ହେଉ କି ଏକାକୀ, ଆମକୁ ବିଏମସି ନିର୍ବାଚନକୁ ଫୁଲ ଦମରେ ଲଢ଼ିବାକୁ ପଡ଼ିବ। ମୁମ୍ବାଇ ଏନସିପି ୟୁନିଟର କାର୍ଯ୍ୟକାରୀ ସଭାପତି ନରେନ୍ଦ୍ର ରାଣେ ଓ ରାଣୀ ଯାଦବ ନେତୃତ୍ୱରେ ଦଳ ନିର୍ବାଚନ ଲଢ଼ିବ।”

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବେଶ କିଛି ଦଶନ୍ଧି ପରେ ପାୱାର ବିଏମସି ନିର୍ବାଚନରେ ପ୍ରଚାର କରିବାକୁ ଘୋଷଣା କରିଛନ୍ତି। ମୁମ୍ବାଇରେ ପୂର୍ବରୁ ଏନସିପିର ନେତୃତ୍ୱ ସଚିନ ଅହିର ନେଉଥିଲେ। କିନ୍ତୁ ସେ ଏନସିପି ଛାଡ଼ି ଶିବସେନାରେ ସାମିଲ ହୋଇଯାଇଥିଲେ। ଏହାପରେ ନବାବ ମଲିକ ଦାୟିତ୍ୱ ନେଇଥିଲେ। କିନ୍ତୁ ସେ ଏବେ ଜେଲରେ ଅଛନ୍ତି। ବିଏମସିର ୨୨୭ କାଉନସିଲରଙ୍କ ମଧ୍ୟରୁ ଏନସିପି ପାଖରେ ମାତ୍ର ୮ଟି ଥିବା ବେଳେ ଶିବସେନା ୯୩ଟି ଓ ବିଜେପି ପାଖରେ ୮୩ କାଉନସିଲର ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story