ଟ୍ୱିଟର ସହ ଡିଲ୍‌ ଭାଙ୍ଗିବେ କି ମସ୍କ?

ନୂଆଦିଲ୍ଲୀ: ନକଲି ଆକାଉଣ୍ଟକୁ ନେଇ ଟ୍ୱିଟର ସହ ୪୪ ବିଲିୟନ ଡଲାରର ଡିଲ୍‌ ଭାଙ୍ଗିବେ କି ବିଶ୍ୱର ୧ନଂ ଧନୀ ଏଲନ ମସ୍କ? ଏବେ ଟ୍ୱିଟର୍‌ରେ ଥିବା ମୋଟ ଆକାଉଣ୍ଟରୁ ୫% ନକଲି ଆକାଉଣ୍ଟ ଥିବା ଜଣାପଡ଼ିବା ପରେ ମସ୍କ ଡିଲ୍‌ ପ୍ରସଙ୍ଗରେ ସାମାନ୍ୟ ପଛ ଘୁଞ୍ଚା ଦେଇଛନ୍ତି। କମ୍ପାନୀ ୫%ରୁ କମ ନକଲି ଆକାଉଣ୍ଟ ଥିବା ଦାବି କରୁଥିଲେ ମଧ୍ୟ ମସ୍କ ଏହାକୁ ମାନିବାକୁ ରାଜି ନାହାନ୍ତି। ଏଥିପାଇଁ ସେ ଟ୍ୱିଟର ସିଇଓ ପରାଗ ଅଗ୍ରୱାଲଙ୍କୁ […]

Musk

Musk

Hemant Lenka
  • Published: Tuesday, 17 May 2022
  • Updated: 17 May 2022, 03:32 PM IST

Sports

Latest News

ନୂଆଦିଲ୍ଲୀ: ନକଲି ଆକାଉଣ୍ଟକୁ ନେଇ ଟ୍ୱିଟର ସହ ୪୪ ବିଲିୟନ ଡଲାରର ଡିଲ୍‌ ଭାଙ୍ଗିବେ କି ବିଶ୍ୱର ୧ନଂ ଧନୀ ଏଲନ ମସ୍କ? ଏବେ ଟ୍ୱିଟର୍‌ରେ ଥିବା ମୋଟ ଆକାଉଣ୍ଟରୁ ୫% ନକଲି ଆକାଉଣ୍ଟ ଥିବା ଜଣାପଡ଼ିବା ପରେ ମସ୍କ ଡିଲ୍‌ ପ୍ରସଙ୍ଗରେ ସାମାନ୍ୟ ପଛ ଘୁଞ୍ଚା ଦେଇଛନ୍ତି। କମ୍ପାନୀ ୫%ରୁ କମ ନକଲି ଆକାଉଣ୍ଟ ଥିବା ଦାବି କରୁଥିଲେ ମଧ୍ୟ ମସ୍କ ଏହାକୁ ମାନିବାକୁ ରାଜି ନାହାନ୍ତି।

ଏଥିପାଇଁ ସେ ଟ୍ୱିଟର ସିଇଓ ପରାଗ ଅଗ୍ରୱାଲଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଯେଉଁ ପର୍ଯ୍ୟନ୍ତ ପରାଗ ଅଗ୍ରୱାଲ ୫% ନକଲି ଆକାଉଣ୍ଟ ଥିବା ପ୍ରମାଣ ଦେଇ ନାହାନ୍ତି, ସେ ପର୍ଯ୍ୟନ୍ତ ଟ୍ୱିଟର ସହ ୪୪ ବିଲିୟନ ଡଲାରର ଡିଲ୍‌ ଆଗକୁ ବଢ଼ି ପାରିବ ନାହିଁ ବୋଲି ମସ୍କ ଖୋଲାଖୋଲି ଭାବେ ଘୋଷଣା କରିଛନ୍ତି।

ମସ୍କ ଟ୍ୱିଟ କରି କହିଛନ୍ତି, ଟ୍ୱିଟରର ସିଇସି ଫିଲିଙ୍ଗସ ବା ଦସ୍ତାବିଜ୍‌ର ବାସ୍ତବତା ଦେଖି ମୁଁ ଅଫର ଦେଇଥିଲି। ଗତକାଲି ଟ୍ୱିଟରର ସିଇଓ ଖୋଲାଖୋଲି ୫%ରୁ କମ ନକଲି ଆକାଉଣ୍ଟ ରହିଛି ବୋଲି ପ୍ରମାଣ ଦେବେ ନାହିଁ ବୋଲି କହିଥିଲେ। ତେବେ ସେ ପ୍ରମାଣ ନ ଦେବା ଯାଏ ଏହି ଡିଲ୍ ଆଦୌ ଆଗକୁ ବଢ଼ିପାରିବ ନାହିଁ ବୋଲି ସେ କହିଛନ୍ତି। ଏଥିସହ ଯଦି ନକଲି ଆକାଉଣ୍ଟ ରହିଛି, ତା’ହେଲେ ସେ ଡିଲର ଦାମ ଆହୁରି କମ ଅଫର କରିଥାଆନ୍ତେ ବୋଲି ମଧ୍ୟ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଯଦି ଟ୍ୱିଟର ସହ ମସ୍କ ଡିଲ୍‌ ବାତିଲ କରନ୍ତି, ତା’ହେଲେ ଏହା ତାଙ୍କୁ ମହଙ୍ଗା ପଡ଼ିପାରେ। କାରଣ ନିୟମ ଅନୁଯାୟୀ ଯଦି ସେ ଡିଲ୍‌ ବାତିଲ କରିବେ, ତା’ହେଲେ କମ୍ପାନୀକୁ ୧ ବିଲିୟନ ଡଲାରର ଫାଇନ ଦେବାକୁ ପଡ଼ିବ।

ଫେକ ଆକାଉଣ୍ଟ ପାଇଁ ଗତ ସପ୍ତାହରେ ମସ୍କ ଡିଲ୍‌କୁ ସ୍ଥଗିତ ରଖଥିବା ସମ୍ପର୍କରେ ଘୋଷଣା କରିଥିଲେ। କମ୍ପାନୀ ୫%ରୁ କମ ନକଲି ଟ୍ୱିଟର ଆକାଉଣ୍ଟ ଥିବା କହୁଥିଲେ ମଧ୍ୟ ମସ୍କ ଏହାକୁ ମାନିବାକୁ ନାରାଜ। ମୋଟ ଆକାଉଣ୍ଟ ମଧ୍ୟରୁ ୨୦%ରୁ ଅଧିକ ନକଲି ଟ୍ୱିଟର ଆକାଉଣ୍ଟ ରହିଥିବା ମସ୍କ ଆଶଙ୍କା କରିଛନ୍ତି।

ମିଆମିରେ ଆୟୋଜିତ ଅଲ ଇନ ସମ୍ମିଳନୀ ୨୦୨୨ରେ ମସ୍କ କହିଥିଲେ ଯେ “କମ୍ପାନୀର ଦାବି ଠାରୁ ଆହୁରି ଖରାପ ଥିବା ଜିନିଷ ପାଇଁ ଆପଣ କେବେ ହେଲେ ସମାନ ଅର୍ଥ ଦେଇପାରିବେ ନାହିଁ।” ଏହାର ଅର୍ଥ ୪୪ ବିଲିୟନ ଡଲାର ଠାରୁ ମସ୍କ କମ ଦାମରେ ଟ୍ୱିଟର ସହ ଡିଲ୍‌ କରିବାକୁ ଚାହୁଁଛନ୍ତି।

ମସ୍କଙ୍କ ଏପରି ଡିଲ୍‌ ବାତିଲ କରିବା ଖବର ସାମ୍ନାକୁ ଆସିବା ପରେ ଟ୍ୱିଟରର ଶେୟାର ୮%ରୁ ଅଧିକ ହ୍ରାସ ପାଇଛି। ଏପ୍ରିଲ ମାସରେ ମସ୍କ ଟ୍ୱିଟର ଶେୟାର କିଣିଥିଲେ। ଏହାପରେ ଷ୍ଟକ ମାର୍କେଟରେ ଏହାର ଶେୟାର ମୂଲ୍ୟ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଥିଲା। କିନ୍ତୁ ସୋମବାର ଏହାର ଦାମ ହ୍ରାସ ପାଇବା ସମସ୍ତଙ୍କୁ ଚିନ୍ତାରେ ପକାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story