ନଭେମ୍ବର ୨୯ରୁ ଡିସେମ୍ବର ୨୩ ଯାଏ ଚାଲିବ ସଂସଦ!

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୨୯ରୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ। ଏହା ଡିସେମ୍ବର ୨୩ ଯାଏ ଚାଲିବ ବୋଲି ଜାତୀୟ ନ୍ୟୁଜ ଏଜେନ୍ସି ଏନଆଇଏ ପକ୍ଷରୁ ସୂଚନା ଦିଆଯାଇଛି। ମହାମାରୀ କରୋନା ଯୋଗୁ ଗତବର୍ଷ ସଂସଦର ଶୀତ ଅଧିବେଶନକୁ ବାତିଲ କରାଯାଇଥିଲା। ସେହିପରି ମୌସୁମୀ ଓ ବଜେଟ ଅଧିବେଶନକୁ ମଧ୍ୟ କାଟଛାଣ୍ଟ କରଯାଇଥିଲା। ଚଳିତ ବର୍ଷ କିନ୍ତୁ ସଂସଦର ଉଭୟ ସଦନରେ ଶୀତ ଅଧିବେଶନ ବସିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ମିଳିଥିବା ସୂଚନା ଅନୁସାରେ, […]

parliament

parliament

Hemant Lenka
  • Published: Tuesday, 26 October 2021
  • Updated: 26 October 2021, 05:17 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୨୯ରୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ। ଏହା ଡିସେମ୍ବର ୨୩ ଯାଏ ଚାଲିବ ବୋଲି ଜାତୀୟ ନ୍ୟୁଜ ଏଜେନ୍ସି ଏନଆଇଏ ପକ୍ଷରୁ ସୂଚନା ଦିଆଯାଇଛି। ମହାମାରୀ କରୋନା ଯୋଗୁ ଗତବର୍ଷ ସଂସଦର ଶୀତ ଅଧିବେଶନକୁ ବାତିଲ କରାଯାଇଥିଲା। ସେହିପରି ମୌସୁମୀ ଓ ବଜେଟ ଅଧିବେଶନକୁ ମଧ୍ୟ କାଟଛାଣ୍ଟ କରଯାଇଥିଲା। ଚଳିତ ବର୍ଷ କିନ୍ତୁ ସଂସଦର ଉଭୟ ସଦନରେ ଶୀତ ଅଧିବେଶନ ବସିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଉଭୟ ଲୋକସଭା ଓ ରାଜ୍ୟସଭା ଗୋଟିଏ ସମୟରେ ବସିବ। କିନ୍ତୁ ସଦସ୍ୟମାନଙ୍କ ମଧ୍ୟରେ ମାସ୍କ ଓ ସାମାଜିକ ଦୂରତା ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଶୀତ ଅଧିବେଶନ ସମୟରେ ସରକାର ଦୁଇଟି ପ୍ରମୁଖ ଆର୍ଥିକ ବିଲ ଆଣିବେ। ଏହାବାଦ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଓ ଚିଠା ପ୍ରସ୍ତାବ ଗୃହରେ ଉପସ୍ଥାପନ ହୋଇପାରେ।

ସୂଚନାଯୋଗ୍ୟ, ମୌସୁମୀ ଅଧିବେଶ ଆରମ୍ଭର ଗୋଟିଏ ଦିନ ପୂର୍ବରୁ ପେଗାସସ୍‌ ଗୁଇନ୍ଦାଗିରି ରିପୋର୍ଟ ସାମ୍ନାକୁ ଆସିଥିଲା। ଏହାକୁ ନେଇ ସଂସଦର ଉଭୟ ଗୃହରେ ତମ୍ବିତୋଫାନ ଦେଖିବାକୁ ମିଳିଥିଲା। ଏହି କାରଣରୁ ଗୃହକୁ ଧାର୍ଯ୍ୟ ସମୟ ପୂର୍ବରୁ ବନ୍ଦ କରି ଦିଆଯାଇଥିଲା।

କୌଣସି ଗୋଟିଏ ଦିନ ମଧ୍ୟ ଗୃହ କାର୍ଯ୍ୟ ସୂଚାର ରୂପେ ଚାଲି ପାରି ନଥିଲା। ଏଥର ଶୀତ ଅଧିବେଶନରେ ସମାନ ସ୍ଥିତି ଉପୁଜିବାର ଆଶଙ୍କା ରହିଛି। ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ପାଖରେ ମାଳମାଳ ପ୍ରସଙ୍ଗ ରହିଛି। ଦରଦାମ ବୃଦ୍ଧି ଠାରୁ ଆରମ୍ଭ କରି ଚାଷୀଙ୍କ ସମସ୍ୟା ଭଳି ପ୍ରସଙ୍ଗ ସଂସଦରେ ଉଠିବ। ଆସନ୍ତାବର୍ଷ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ରହିଛି। ଏହାପୂର୍ବରୁ ବିରୋଧୀ କେନ୍ଦ୍ର ସରକାରଙ୍କୁ ସଂସଦରେ ଘେରିବାକୁ ଲକ୍ଷ୍ୟ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story