ସର୍ଜରୀ ବେଳେ କାନ୍ଦିଲେ ମହିଳା, ଲୁହ ପାଇଁ ଚାର୍ଜ ନେଲା ହସ୍ପିଟାଲ

ୱାଶିଂଟନ: ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏବେ ଭାଇରାଲ ହେଉଥିବା ଗୋଟିଏ ହସ୍ପିଟାଲ ବିଲ୍‌ ଚର୍ଚ୍ଚାର ପ୍ରସଙ୍ଗକୁ ଆସିଛି। ଏଥିରେ ଜଣେ ମହିଳାଙ୍କ ଠାରୁ ହସ୍ପିଟାଲ କର୍ତ୍ତୃପକ୍ଷ କାନ୍ଦିବା ପାଇଁ ଫି’ ନେଇଛନ୍ତି। ଜଣେ ଆମେରିକୀୟ ମହିଳା ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ବିଲ୍‌କୁ ସୋଶାଲ ମିଡିଆରେ ପୋଷ୍ଟ କରି ଏପରି ଦାବି କରିଛନ୍ତି। ତାଙ୍କ ଦାବି ଅନୁସାରେ, ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କ ଠାରୁ ଅପରେସନ ବେଳେ କାନ୍ଦିବାରୁ ଅଧିକ ଟଙ୍କା ଚାର୍ଜ କରିଛନ୍ତି। ଏହା ଜାଣିବା ପରେ […]

Hospital

Hospital

Hemant Lenka
  • Published: Friday, 01 October 2021
  • Updated: 01 October 2021, 03:52 PM IST

Sports

Latest News

ୱାଶିଂଟନ: ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏବେ ଭାଇରାଲ ହେଉଥିବା ଗୋଟିଏ ହସ୍ପିଟାଲ ବିଲ୍‌ ଚର୍ଚ୍ଚାର ପ୍ରସଙ୍ଗକୁ ଆସିଛି। ଏଥିରେ ଜଣେ ମହିଳାଙ୍କ ଠାରୁ ହସ୍ପିଟାଲ କର୍ତ୍ତୃପକ୍ଷ କାନ୍ଦିବା ପାଇଁ ଫି’ ନେଇଛନ୍ତି। ଜଣେ ଆମେରିକୀୟ ମହିଳା ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ବିଲ୍‌କୁ ସୋଶାଲ ମିଡିଆରେ ପୋଷ୍ଟ କରି ଏପରି ଦାବି କରିଛନ୍ତି।

ତାଙ୍କ ଦାବି ଅନୁସାରେ, ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କ ଠାରୁ ଅପରେସନ ବେଳେ କାନ୍ଦିବାରୁ ଅଧିକ ଟଙ୍କା ଚାର୍ଜ କରିଛନ୍ତି। ଏହା ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି। ମିଜ୍ ନାମକ ଜଣେ ମହିଳା ତାଙ୍କ କଳାଜାଇକୁ ଅପରେସନ ଦ୍ୱାରା ହଟାଇବାକୁ ହସ୍ପିଟାଲ ଯାଇଥିଲା।

ହସ୍ପିଟାଲରେ ବେଶ ସଫଳତାର ସହ କଳାଜାଇର ଅପରେସନ ମଧ୍ୟ କରାଯାଇଥିଲା। ଏହାପରେ ତାଙ୍କୁ ମିଳିଥିବା ବିଲ୍‌କୁ ମିଜ୍‌ ସୋଶାଲ ମିଡିଆରେ ଅପଲୋଡ କରିଛନ୍ତି। ଏଥିରେ ଡାକ୍ତରୀ ଓ ସର୍ଜିକାଲ୍ ସେବା ବ୍ୟତୀତ ‘ସଂକ୍ଷିପ୍ତ ଭାବନା’ ବା ବ୍ରିଫ ଇମୋସନ ପାଇଁ ମଧ୍ୟ ୧୧ ଡଲାର ଫି’ ଲାଗୁ କରାଯାଇଛି। ଏହାର ଅର୍ଥ ସର୍ଜରୀ ବେଳେ ମହିଳା ଜଣଙ୍କ କାନ୍ଦି ଥିବାରୁ ତାଙ୍କୁ ଭାରତୀୟ ମୁଦ୍ରାରେ ପ୍ରାୟ ୮୧୫ ଟଙ୍କା ଚାର୍ଜ କରାଯାଇଛି। ଏକଥା ଜାଣିବା ପରେ ଟ୍ୱିଟର ବ୍ୟବହାରକାରୀମାନେ ଏହାକୁ ହାସ୍ୟାସ୍ପଦ ବୋଲି କହିଛନ୍ତି।

ମିଜ୍‌ ଟ୍ୱିଟ କରି କହିଛନ୍ତି, କଳାଜାଇ ହଟାଇବାକୁ ୨୨୩ ଡଲାର ଓ କାନ୍ଦ ପାଇଁ ଅତିରିକ୍ତ ଚାର୍ଜ। ମୋଟ ଉପରେ ହସ୍ପିଟାଲ ପକ୍ଷରୁ ୨୩୪.୦୬ ଡଲାରର ବିଲ୍‌ ଦିଆଯାଇଛି। ମିଜ୍‌ଙ୍କ ଏହି ଟ୍ୱିଟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ୨ ଲକ୍ଷରୁ ଅଧିକ ଲୋକ ଲାଇକ କରିବା ସହ ଶେୟାର କରିବାରେ ଲାଗିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story