ଆଇସିୟୁରେ ଆଇସକ୍ରିମ ଖାଇ ମହିଳା ମୃତ, ଦିନକ ପରେ ମିଳିଲା ପୁତୁରାଙ୍କ ମୃତଦେହ

ନୂଆଦିଲ୍ଲୀ: ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ଆଇସକ୍ରିମ ଖାଇ ୨୯ ବର୍ଷୀୟ ମହିଳା ରୋଜି ସାଙ୍ଗମା ପ୍ରାଣ ହରାଇଛନ୍ତି। ଗୁରୁଗ୍ରାମର ଗୋଟିଏ ଘରୋଇ ହସ୍ପିଟାଲରେ ରୋଜି ପ୍ରାଣ ହରାଇବାର ଗୋଟିଏ ଦିନ ପରେ ତାଙ୍କ ପୁତୁରା ସାମ୍ୟୁଏଲ ସାଙ୍ଗମାଙ୍କ ମୃତଦେହ ମିଳିଛି। ଗୋଟିଏ ହୋଟେଲ ରୁମ୍‌ରୁ ସାମ୍ୟୁଏଲଙ୍କ ମୃତଦେହ ମିଳିବା ପରେ ଏହାକୁ ନେଇ ବିବାଦ ଦେଖାଯାଇଛି। ତେବେ ପୁଲିସ୍‌ ସାମ୍ୟୁଏଲଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କହିଛି। ଖୁଢ଼ୀ-ପୁତୁରାଙ୍କ ମୃତ୍ୟୁକୁ ନେଇ ସୋଶାଲ ମିଡିଆରେ ଅନେକ ପ୍ରଶ୍ନ […]

Icecream

Icecream

Hemant Lenka
  • Published: Monday, 05 July 2021
  • Updated: 05 July 2021, 05:58 PM IST

Sports

Latest News

ନୂଆଦିଲ୍ଲୀ: ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ଆଇସକ୍ରିମ ଖାଇ ୨୯ ବର୍ଷୀୟ ମହିଳା ରୋଜି ସାଙ୍ଗମା ପ୍ରାଣ ହରାଇଛନ୍ତି। ଗୁରୁଗ୍ରାମର ଗୋଟିଏ ଘରୋଇ ହସ୍ପିଟାଲରେ ରୋଜି ପ୍ରାଣ ହରାଇବାର ଗୋଟିଏ ଦିନ ପରେ ତାଙ୍କ ପୁତୁରା ସାମ୍ୟୁଏଲ ସାଙ୍ଗମାଙ୍କ ମୃତଦେହ ମିଳିଛି। ଗୋଟିଏ ହୋଟେଲ ରୁମ୍‌ରୁ ସାମ୍ୟୁଏଲଙ୍କ ମୃତଦେହ ମିଳିବା ପରେ ଏହାକୁ ନେଇ ବିବାଦ ଦେଖାଯାଇଛି। ତେବେ ପୁଲିସ୍‌ ସାମ୍ୟୁଏଲଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କହିଛି।

ଖୁଢ଼ୀ-ପୁତୁରାଙ୍କ ମୃତ୍ୟୁକୁ ନେଇ ସୋଶାଲ ମିଡିଆରେ ଅନେକ ପ୍ରଶ୍ନ ଉଠିଛି। ମେଘାଳୟର ତୁରା ସାଂସଦ ଅଗଥା ସାଙ୍ଗମା ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି। ବର୍ତ୍ତମାନ ଦିଲ୍ଲୀ ପୁଲିସ୍‌ ଓ ଗୁରୁଗ୍ରାମ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି।

ମିଳିଥିବା ସୂଚନା ଅନୁସାରେ, ସାମ୍ୟୁଏଲଙ୍କ ଘର ନାଗାଲ୍ୟାଣ୍ଡର ଦିମାପୁରରେ। ସେ ଦିଲ୍ଲୀର ବିଜ୍ୱାସନ ଅଞ୍ଚଳରେ ତାଙ୍କ ଆଣ୍ଟି ରୋଜିଙ୍କ ସହ ଭଡ଼ା ଘରେ ରହୁଥିଲେ। ରୋଜି ପେଶାରେ ଜଣେ ଏୟାରହୋଷ୍ଟେସ। ଜୁନ୍‌ ୨୩ ରାତିରେ ହଠାତ୍‌ ରୋଜି ହାତ ଓ ଗୋଡ଼ରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କର ପ୍ରବଳ ରକ୍ତଶ୍ରାବ ମଧ୍ୟ ହୋଇଥିଲା।

ଏହା ଦେଖି ସାମ୍ୟୁଏଲ ତାଙ୍କୁ ଦିଲ୍ଲୀର ଗୋଟିଏ ଘରୋଇ ହସ୍ପିଟାଲରେ ଆଡମିଟ୍‌ କରାଇଥିଲେ। ଏଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ନ ଆସିବାରୁ ତାଙ୍କୁ ଜୁନ୍‌ ୨୪ ତାରିଖ ସକାଳେ ଗୁରୁଗ୍ରାମର ସେକ୍ଟର ୧୦ରେ ଥିବା ଆଲଫା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା। ଡାକ୍ତରଙ୍କ ଉପସ୍ଥିତିରେ ରୋଜିଙ୍କୁ ଆଇସିୟୁରେ ହିଁ ଆଇସକ୍ରିମ ଖାଇବାକୁ ଦିଆଯାଇଥିଲା। ତେବେ ଏହାକୁ ଖାଇବା ପରେ ତାଙ୍କ ଅବସ୍ଥା ବିଗିଡ଼ିବା ଆରମ୍ଭ ହୋଇଥିଲା। ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଘଟଣା ପାଇଁ ସାମ୍ୟୁଏଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିବା ସହ ନ୍ୟାୟ ପାଇଁ ସୋଶାଲ ମିଡିଆରେ ପୂରା ଘଟଣା ସମ୍ପର୍କରେ ବର୍ଣ୍ଣନା କରି ଭିଡିଓ ପୋଷ୍ଟ କରିଥିଲେ। ଏହି ଭିଡିଓ ପାଇଁ ତାଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ମାଡ଼ ମାରିଥିବା ମଧ୍ୟ ସେ ଅଭିଯୋଗ କରିଥିଲେ।

ରୋଜିଙ୍କ ମୃତ୍ୟୁର ୨୪ ଘଣ୍ଟା ମଧ୍ୟରେ ସାମ୍ୟୁଏଲଙ୍କ ମୃତଦେହ ଗୋଟିଏ ହୋଟେଲ ରୁମ୍‌ରୁ ମିଳିଥିଲା। ଏହାକୁ ନେଇ ପୂରା ବିବାଦ ସୃଷ୍ଟି ହୋଇଛି। ହସ୍ପିଟାଲ ପକ୍ଷରୁ ନିଜ ସଫେଇରେ କୁହାଯାଇଛି ଯେ ଜୁନ୍‌ ୨୪ ତାରିଖ ସକାଳ ପ୍ରାୟ ୬ଟାରେ ବେଳେ ରୋଜିଙ୍କୁ ଏଠାକୁ ଅଣା ଯାଇଥିଲା। ପ୍ରଥମେ ସେ ଜରୁରୀ କାଳୀନ ୱାର୍ଡରେ ଚିକିତ୍ସିତ ହେବା ପରେ ଆଇସିୟୁକୁ ଯାଇଥିଲେ।

ଦିନ ପ୍ରାୟ ୧୧ଟା ବେଳେ ରୋଜି ଆଇସିୟୁରେ ଥିବା ଜଣେ ରୋଗୀ ଆଇସକ୍ରିମ ଖାଉଥିବା ଦେଖିଥିଲେ। ଏହାପରେ ସେ ମଧ୍ୟ ଆଇସକ୍ରିମ ଖାଇବାକୁ ଜିଦ କରିଥିଲେ। ତାଙ୍କର ଏହି ଇଚ୍ଛାପୂରଣ କରିବାକୁ ହସ୍ପିଟାଲ ପକ୍ଷରୁ ଆଇସକ୍ରିମ ଦିଆଯାଇଥିଲା। ସେ ନିଜ ଇଚ୍ଛାରେ ଏହାକୁ ଖାଇଥିଲେ। ସାମ୍ୟୁଏଲଙ୍କ ସହ ହସ୍ପିଟାଲ ପକ୍ଷରୁ କୌଣସି ପ୍ରକାରର ମାରପିଟ ହୋଇ ନଥିବା ଏହାର ମାଲିକ ଡା ଅନୂଜ ବିଷ୍ଣୋଇ ସଫେଇ ଦେଇଛନ୍ତି।

ଏଠି ପ୍ରଶ୍ନ ଉଠୁଛି, ଆଇସିୟୁରେ କାହିଁକି ହସ୍ପିଟାଲ କର୍ତ୍ତୃପକ୍ଷ ଆଇସକ୍ରିମକୁ ବ୍ୟାନ କରିନାହାନ୍ତି? ଯଦି ରୋଜିଙ୍କ ଅବସ୍ଥା ଗୁରୁତର ଥିଲା, ତା’ହେଲେ କାହିଁକି ବିଶେଷଜ୍ଞ ଡାକ୍ତରମାନଙ୍କୁ ଚିକିତ୍ସା ପାଇଁ ଡକା ଯାଇ ନଥିଲା? ସାମ୍ୟୁଏଲଙ୍କ ବାପା ମଧ୍ୟ ରୋଜି ଓ ତାଙ୍କ ପୁଅର ମୃତ୍ୟୁ ପାଇଁ ନ୍ୟାୟ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story