ଭୟଙ୍କର: ଝଗଡ଼ା ପରେ ୪ ଛୁଆଙ୍କୁ ଧରି କୂଅକୁ ଡେଇଁ ପଡ଼ିଲା ମା’

ଆଜମେର: ସମସ୍ତଙ୍କୁ ବିଚଳିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ପାରିବାରିକ ବାବଦ ଯୋଗୁ ଜଣେ ମା’ ନିଜର ୪ ଛୁଆଙ୍କୁ ସାଙ୍ଗରେ ଧରି କୂଅକୁ ଡେଇଁ ପଡ଼ିଛି। ଏହି ଘଟଣାରେ ୪ ଜଣ ଯାକ ପିଲା ପ୍ରାଣ ହରାଇଥିବା ବେଳେ ମା’କୁ ଗାଁ ଲୋକ ଗୁରୁତର ଅବସ୍ଥାରେ କୂଅରୁ ଉଦ୍ଧାର କରିଛନ୍ତି। ରାଜସ୍ଥାନର ଆଜମେର ଠାରେ ଘଟିଥିବା ଏହି ଘଟଣେ ପୂରା ରାଜ୍ୟରେ ଶୋକର ଚ୍ଛାୟା ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ […]

well

well

Hemant Lenka
  • Published: Saturday, 06 August 2022
  • Updated: 06 August 2022, 03:36 PM IST

Sports

Latest News

ଆଜମେର: ସମସ୍ତଙ୍କୁ ବିଚଳିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ପାରିବାରିକ ବାବଦ ଯୋଗୁ ଜଣେ ମା’ ନିଜର ୪ ଛୁଆଙ୍କୁ ସାଙ୍ଗରେ ଧରି କୂଅକୁ ଡେଇଁ ପଡ଼ିଛି। ଏହି ଘଟଣାରେ ୪ ଜଣ ଯାକ ପିଲା ପ୍ରାଣ ହରାଇଥିବା ବେଳେ ମା’କୁ ଗାଁ ଲୋକ ଗୁରୁତର ଅବସ୍ଥାରେ କୂଅରୁ ଉଦ୍ଧାର କରିଛନ୍ତି। ରାଜସ୍ଥାନର ଆଜମେର ଠାରେ ଘଟିଥିବା ଏହି ଘଟଣେ ପୂରା ରାଜ୍ୟରେ ଶୋକର ଚ୍ଛାୟା ଖେଳାଇ ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ପରିବାର ଲୋକଙ୍କ ସହ ପାଟିତୁଣ୍ଡ କରି ମାତିଆ(୩୨) ନାମକ ଜଣେ ମହିଳା ଏପରି କାଣ୍ଡ ଘଟାଇଛନ୍ତି। ମାତିଆଙ୍କ ୪ନଂ ସନ୍ତାନ ବୟସ ମାତ୍ର ୧ ମାସ ହୋଇଥିଲା। ଘଟଣାରେ କୋମଲ(୪ ବର୍ଷ), ରିଙ୍କୁ (୩ ବର୍ଷ), ରାଜବୀର(୨୨ ମାସ) ଓ ଦେବରାଜ(୧ ମାସ) ପ୍ରାଣ ହରାଇଛନ୍ତି।

ସମସ୍ତଙ୍କୁ ସାଙ୍ଗରେ ଧରି ମାତିଆ କୂଅକୁ ଡେଇଁଥିଲେ। ଏହି ଖବର ଜଣାପଡ଼ିବା ପରେ ଗାଁ ଲୋକମାନେ ବେଶ ସାହାସ ଦେଖାଇ ମାତିଆଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ତାଙ୍କ ଅବସ୍ଥା ଗୁରୁତର ରହିଛି। ଏଥିପାଇଁ ତାଙ୍କ ବୟାନ ରେକର୍ଡ କରାଯାଇ ପାରି ନଥିବା ପୁଲିସ୍‌ କହିଛି। କେଉଁ ପରିସ୍ଥିତିରେ ସେ ଏପରି ଚରମ ପଦକ୍ଷେପ ନେଲେ, ସେକଥା ସ୍ପଷ୍ଟ ହୋଇନି। କେବଳ ପାରିବାରିକ ବିବାଦ କାରଣରୁ ଏହା ଘଟିଥିବା କୁହାଯାଉଛି।

ପୁଲିସ କହିଛି ଯେ ଗତ ରାତି ସୁଦ୍ଧା ମାତିଆଙ୍କ ୩ ପିଲାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଆଜି ସକାଳ ସବୁଠାରୁ ସାନ ପୁଅଙ୍କ ମୃତଦେହ କୂଅରୁ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ଗାଁ ଲୋକଙ୍କ ସହ ଅଗ୍ନିଶମ ବାହିନୀ ମଧ୍ୟ ସାମିଲ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story