ବିଶ୍ୱ ଜନସଂଖ୍ୟା ୮୦୦ କୋଟି ଛୁଇଁଲା , ୨୦୨୩ରେ ଚାଇନାକୁ ପାର କରିବ ଭାରତ

ନୂଆଦିଲ୍ଲୀ: ବିଶ୍ୱଜନସଂଖ୍ୟା ଆଜି ଅର୍ଥାତ ୨୦୨୨ ମସିହା ନଭେମ୍ବର ୧୫ରେ ୮୦୦ କୋଟି ପାର କରିଛି। ୧୯୭୪ରେ ବିଶ୍ୱର ଜନସଂଖ୍ୟା ୪ ବିଲିୟନ ଅର୍ଥାତ ୪୦୦ କୋଟି ଛୁଇଁଥିଲା। ୪୮ ବର୍ଷ ମଧ୍ୟରେ ବିଶ୍ୱର ଜନସଂଖ୍ୟା ୨ ଗୁଣ ବଢ଼ିଛି। ସେହିପରି ସବୁଠାରୁ ଦ୍ରୁତଗତିରେ ବିଶ୍ୱର ଜନସଂଖ୍ୟା ୧୦୦ କୋଟି ଅତିକ୍ରମ କରିଛି। ବିଶ୍ୱ ଜନସଂଖ୍ୟା ୧୦୦ କୋଟି ବଢ଼ିବା ପାଇଁ ଏଥର ମାତ୍ର ୧୧ ବର୍ଷ ସମୟ ଲାଗିଛି। ୨୦୧୧ ମସିହା ଅକ୍ଟୋବର ମାସରେ ବିଶ୍ୱ […]

Population

Population

Hemant Lenka
  • Published: Tuesday, 15 November 2022
  • Updated: 15 November 2022, 03:53 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱଜନସଂଖ୍ୟା ଆଜି ଅର୍ଥାତ ୨୦୨୨ ମସିହା ନଭେମ୍ବର ୧୫ରେ ୮୦୦ କୋଟି ପାର କରିଛି। ୧୯୭୪ରେ ବିଶ୍ୱର ଜନସଂଖ୍ୟା ୪ ବିଲିୟନ ଅର୍ଥାତ ୪୦୦ କୋଟି ଛୁଇଁଥିଲା। ୪୮ ବର୍ଷ ମଧ୍ୟରେ ବିଶ୍ୱର ଜନସଂଖ୍ୟା ୨ ଗୁଣ ବଢ଼ିଛି। ସେହିପରି ସବୁଠାରୁ ଦ୍ରୁତଗତିରେ ବିଶ୍ୱର ଜନସଂଖ୍ୟା ୧୦୦ କୋଟି ଅତିକ୍ରମ କରିଛି। ବିଶ୍ୱ ଜନସଂଖ୍ୟା ୧୦୦ କୋଟି ବଢ଼ିବା ପାଇଁ ଏଥର ମାତ୍ର ୧୧ ବର୍ଷ ସମୟ ଲାଗିଛି। ୨୦୧୧ ମସିହା ଅକ୍ଟୋବର ମାସରେ ବିଶ୍ୱ ଜନସଂଖ୍ୟା ୭୦୦ କୋଟିର ମାର୍କ ପାର କରିଥିଲା। ଆଜି ମିଳିତ ଜାତିସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଜାତିଦଂଘ ପପୁଲେସନ ଫଣ୍ଡ କହିଛି, ମାନବୀୟ ସଫଳତାର ପରିପ୍ରକାଶ ହେଉଛି ଜନସଂଖ୍ୟା ଅଭିବୃଦ୍ଧିର ଗୋଟିଏ ଉଦାହରଣ। ଏହି ମାନବୀୟ ସଫଳତା ମଧ୍ୟରେ ଦାରିଦ୍ର୍ୟ ଦୂରିକରଣ, ଲିଙ୍ଗଗତ ବୈଷମ୍ୟ ହ୍ରାସ, ଆଧୁନିକ ସ୍ୱାସ୍ଥ୍ୟ ସେବା ଓ ଶିକ୍ଷାର ପରିସୀମା ବୃଦ୍ଧି ଇତ୍ୟାଦି ରହିଛି।

୧୯ତମ ଶତାବ୍ଦୀରେ ବିଶ୍ୱରେ ମାତ୍ର ୧.୬ ବିଲିୟନ ଲୋକ ରହିଥିଲେ। ଏହାପରେ ଜନସଂଖ୍ୟା ପ୍ରାୟ ୫ ଗୁଣ ବଢ଼ିଛି। ଆକଳନ ଅନୁସାରେ, ବିଶ୍ୱ ଜନସଂଖ୍ୟା ୯୦୦ କୋଟି ଛୁଇଁବାକୁ ଆଉ ୧୫ ବର୍ଷ ସମୟ ଲାଗିବ। ସେହିପରି ୯୦୦ କୋଟିରୁ ୧୦୦୦ କୋଟିରେ ପହଞ୍ଚିବା ପାଇଁ ସମସ୍ତଙ୍କୁ ଆଉ ୨୧ ବର୍ଷ ଅପେକ୍ଷା କରିବାକୁ ପଡ଼ିବ।

ଏକବିଂଶ ଶତାବ୍ବୀର ଶେଷ ବେଳକୁ ବିଶ୍ୱ ଜନସଂଖ୍ୟା ୧୦.୪୩ ବିଲୟନ ସ୍ତରରେ ପହଞ୍ଚି ଯାଇଥିବ। ଏହାପରେ ଧୀରେଧୀରେ ଏହା ହ୍ରାସ ପାଇବା ଆରମ୍ଭ ହେବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।

୧୮୦୫ରେ ବିଶ୍ୱର ଜନସଂଖ୍ୟା ୧୦୦ କୋଟି ଥିଲା। ଏହାର ୧୨୦ ବର୍ଷ ପରେ ଅର୍ଥା ୧୯୨୫ରେ ଏହା ୨୦୦ କୋଟି, ୧୯୬୦ରେ ୩୦୦ କୋଟି, ୧୯୭୫ରେ ୪୦୦ କୋଟି, ୧୯୮୬୭ରେ ୫୦୦ କୋଟି, ୧୯୯୯ରେ ୬୦୦ କୋଟି, ୨୦୧୧ରେ ୭୦୦ କୋଟି ଓ ୨୦୨୨ରେ ଏହା ୮୦୦ କୋଟି ଛୁଇଁଛି। ୨୦୩୭ ବେଳରୁ ଏହା ୯୦୦ କୋଟି ଓ ୨୦୫୮ ବେଳକୁ ବିଶ୍ୱର ଜନସଂଖ୍ୟା ୧୦୦୦ କୋଟି ଛୁଇଁବ।

ଅନ୍ୟପକ୍ଷରେ ଆସନ୍ତା ୨୦୨୩ ବେଳକୁ ଭାରତ ଜନସଂଖ୍ୟା ମାମଲାରେ ଚାଇନାକୁ ଟପି ଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଏବେ ଚାଇନା ଓ ଭାରତର ଜନସଂଖ୍ୟା ବିଶ୍ୱରେ ସର୍ବାଧିକ। ଜତିସଂଘର ଆକଳନ ଅନୁଯାୟୀ, ଆସନ୍ତା ଗୋଟିଏ ବର୍ଷ ପରେ ଭାରତର ଜନସଂଖ୍ୟା ଚାଇନାକୁ ଅତିକ୍ରମ କରିଯିବ। ବର୍ତ୍ତମାନର ଚାଇନାର ଜନସଂଖ୍ୟା ୧୪୪ ବିଲିୟନ ଥିବା ବେଳେ ଭାରତର ଜନସଂଖ୍ୟା ୧୩୮ ବିଲିୟନ ରହିଛି।

ଆମେରିକାର ଜନସଂଖ୍ୟା ୩୩୧ ମିଲିୟନ, ଇଣ୍ଡୋନେସିଆର ୨୭୩.୫୨ ମିଲିୟନ, ପାକିସ୍ତାନର ୨୨୦.୮୯ ମିଲିୟନ, ବ୍ରାଜିଲର ୨୧୨.୫୬ ମିଲିୟନ, ନାଇଜେରିଆର ୨୦୬.୧୪ ମିଲିୟନ, ବାଂଲାଦେଶର ୧୬୪.୬୯ ମିଲିୟନ, ରୁଷର ୧୪୫.୯୩ ମିଲିୟନ ଓ ମେକ୍ସିକୋର ଜନସଂଖ୍ୟା ୧୨୮.୯୩ ମିଲିୟନ ରହିଛି।

ଚଳିତ ବର୍ଷ ଠାରୁ ଚାଇନାର ଜନସଂଖ୍ୟା ହ୍ରାସ ପାଇବା ଆରମ୍ଭ କରିଛି। ଏହାର ଅର୍ଥ ଆଗକୁ ମଧ୍ୟ ବେଜିଂ ଜନସଂଖ୍ୟା ତଳକୁ ଖସିବ। କିନ୍ତୁ ଭାରତର ଜନସଂଖ୍ୟା ୨୦୬୪ ଯାଏ ତଳ ମୁହାଁ ହେବାର କୌଣସି ସମ୍ଭାବନା ନାହିଁ। ବିକଶିତ ଦେଶଗୁଡ଼ିକ ଅପେକ୍ଷା ବିକାଶୀଳ ରାଷ୍ଟ୍ର ଗୁଡ଼ିର ଜନସଂଖ୍ୟା ଅଧିକ ବେଗରେ ବୃଦ୍ଧି ପାଉଥିବା ଜାତିସଂଘ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story