ମିଳିଲା ଦୁର୍ଘଟଣାଗ୍ରସ୍ତ ପାକ୍‌ ସେନାର ହେଲିକପ୍ଟର, ୬ ମୃତଦେହ ଉଦ୍ଧାର

ଲାହୋର: ବନ୍ୟା କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ରିଲିଫ ପହଞ୍ଚାଇବାକୁ ଯିବାବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ପାକିସ୍ତାନ ସେନା ହେଲିକପ୍ଟରର ଧ୍ୱଂସାବଶେଷ ଆଜି ଠାବ କରାଯାଇଛି। ଦୁର୍ଘଟଣାରେ ହେଲିକପ୍ଟରଟି ସଂପୂର୍ଣ୍ଣ ଛାରଖାର ହୋଇ ଯାଇଥିବା ବେଳେ ଏଥିରେ ଥିବା ସମସ୍ତ ୬ ଜଣ ସେନା ଅଧିକାରୀ ଓ ଯବାନଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାସ୍ଥଳରୁ ସମସ୍ତଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି। ସୋମବାର ବାଲୋଚିସ୍ତାନରେ ପାକିସ୍ତାନର ଏହି ହେଲିକପ୍ଟର କ୍ରାଶ ହୋଇ ଯାଇଥିଲା। ଗତକାଲି ଠାରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ […]

Pakistan

Pakistan

Hemant Lenka
  • Published: Tuesday, 02 August 2022
  • Updated: 02 August 2022, 06:50 PM IST

Sports

Latest News

ଲାହୋର: ବନ୍ୟା କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ରିଲିଫ ପହଞ୍ଚାଇବାକୁ ଯିବାବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ପାକିସ୍ତାନ ସେନା ହେଲିକପ୍ଟରର ଧ୍ୱଂସାବଶେଷ ଆଜି ଠାବ କରାଯାଇଛି। ଦୁର୍ଘଟଣାରେ ହେଲିକପ୍ଟରଟି ସଂପୂର୍ଣ୍ଣ ଛାରଖାର ହୋଇ ଯାଇଥିବା ବେଳେ ଏଥିରେ ଥିବା ସମସ୍ତ ୬ ଜଣ ସେନା ଅଧିକାରୀ ଓ ଯବାନଙ୍କ ମୃତ୍ୟୁ ଘଟିଛି।

ଦୁର୍ଘଟଣାସ୍ଥଳରୁ ସମସ୍ତଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି। ସୋମବାର ବାଲୋଚିସ୍ତାନରେ ପାକିସ୍ତାନର ଏହି ହେଲିକପ୍ଟର କ୍ରାଶ ହୋଇ ଯାଇଥିଲା। ଗତକାଲି ଠାରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଆଜି ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ହେଲିକପ୍ଟରରେ ଲେଫ୍ଟନାଣ୍ଟ ଜେନେରାଲ ସର୍ଫରାଜ ଅଲୀଙ୍କ ଠାରୁ ଆରମ୍ଭ କରି କିଛି ବରିଷ୍ଠ ଅଧିକାରୀ ରହିଥିଲେ। ଏମାନେ କରାଚି ଯାଉଥିବା ବେଳେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆଜି ହେଲିକପ୍ଟରରେ ଥିବା ସମସ୍ତ ଅଧିକାରୀ ଓ ଯବାନଙ୍କ ମୃତଦେହ ଲାସବେଲାର ମୁସା ଗୋଠ ନିକଟରୁ ଉଦ୍ଧାର କରାଯାଇଛି।

ସେହିପରି ହେଲିକପ୍ଟରର ଧ୍ୱଂସାବଶେଷ ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଛି। ସୋମବାର ଅପରାହ୍ନ ପ୍ରାୟ ୫.୧୦ରେ ହେଲିକପ୍ଟରଟି ଉଥାଲ ଠାରୁ ଉଡ଼ାର ଆରମ୍ଭ କରିଥିଲା। ଏହା ପ୍ରାୟ ୬. ୦୫ରେ କରାଚିରେ ଅବତରଣ କରିବାର ଥିଲା। ହେଲେ ଉଡ଼ାଣର କିଛି ମିନିଟ ପରେ ଏୟାର ଟ୍ରାଫିକ ସହ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା। ଏହାପରେ ପାହାଡ଼ିଆ ଅଞ୍ଚଳରେ ହେଲିକପ୍ଟରଟି କ୍ରାଶ କରି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story