ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ସପା ମୁଖ୍ୟ ଅଖିଲେଶ ଯାଦବଙ୍କୁ କରୋନା

ଲକ୍ଷ୍ନୌ: ବେଙ୍ଗଲ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଥିବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବୁଧବାର ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେହିପରି ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ହରିଦ୍ୱାରରେ ଚାଲିଥିବା କୁମ୍ଭମେଳାରେ ଯୋଗଦେଇ ଫେରିବା ପରେ ଅଖିଲେଶଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମଙ୍ଗଳବାର ଯୋଗୀଙ୍କ ଟିମ୍‌ରେ ଥିବା ଜଣେ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହି କାରଣରୁ ଯୋଗୀ […]

Yogi

Yogi

Hemant Lenka
  • Published: Wednesday, 14 April 2021
  • Updated: 14 April 2021, 03:02 PM IST

Sports

Latest News

ଲକ୍ଷ୍ନୌ: ବେଙ୍ଗଲ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଥିବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବୁଧବାର ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେହିପରି ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ହରିଦ୍ୱାରରେ ଚାଲିଥିବା କୁମ୍ଭମେଳାରେ ଯୋଗଦେଇ ଫେରିବା ପରେ ଅଖିଲେଶଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

ମଙ୍ଗଳବାର ଯୋଗୀଙ୍କ ଟିମ୍‌ରେ ଥିବା ଜଣେ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହି କାରଣରୁ ଯୋଗୀ କାଲିଠାରୁ ହିଁ ଏକାନ୍ତବାସରେ ରହିଥିଲେ। ମଙ୍ଗଳବାର ତାଙ୍କ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରାଯାଇଥିଲା। ଆଜି ଏହା ପଜିଟିଭ ବାହାରିଛି। ଏ ସମ୍ପର୍କରେ ଯୋଗୀ ଟ୍ୱିଟ କରି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ପ୍ରାରମ୍ଭିକ ଲକ୍ଷଣ ଦେଖାଯିବାରୁ ମୁଁ କରୋନା ଟେଷ୍ଟ କରାଇଥିଲି। ଆଜି ମୋ ରିପୋର୍ଟ ପଜିଟିଭ ଆସିଛି। ମୁଁ ସେଲଫ ଆଇସୋଲେସନରେ ରହିଛି ଓ ଡାକ୍ତରଙ୍କ ପରାମର୍ଶକୁ ପାଳନ କରୁଛି। ମୁଁ ମୋର ସବୁ କାମ ଭିଡିଓ କନଫରେନ୍ସିଂ ଜରିଆରେ କରୁଛି। ରାଜ୍ୟ ସବୁ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲୁଛି ଓ ଆଗକୁ ମଧ୍ୟ ଚାଲିବ। ମୋ ସଂସ୍ପର୍ଶରେ ଆସିଥିବା ଲୋକମାନେ ନିଜର ଟେଷ୍ଟ କରାଇ ନିଅନ୍ତୁ।”

ମଙ୍ଗଳବାର ଯୋଗୀ ଟ୍ୱିଟ କରି ତାଙ୍କ ଅଫିସର କିଛି କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା କଥା କହିଥିଲେ। ତେଣୁ ସେ  ଆଇସୋଲେସନରେ ରହିଛନ୍ତି।

ଯୋଗୀଙ୍କ ପୂର୍ବରୁ ଅଖିଲେଶ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେ ଟ୍ୱିଟ କରି କହିଛନ୍ତି, “ମୋ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମୁଁ ସଙ୍ଗରୋଧରେ ରହିଛି ଓ ଘରେ ହିଁ ନିଜର ଚିକିତ୍ସା କରୁଛି। ମୋ ସଂସ୍ପର୍ଶରେ ଆସିଥିବା ଲୋକମାନେ ନିଜର ଟେଷ୍ଟ କରାଇ ନିଅନ୍ତୁ। ସେହିପରି ସେମାନେ କିଛିଦିନ ଆଇସୋଲେସନରେ ରୁହନ୍ତୁ।”

ଅଖିଲେଶ ଯାଦବ କୁମ୍ଭମେଳାରେ ଯୋଗଦେଇ ଫେରିବା ପରେ ନିଜର ଟେଷ୍ଟ କରାଇଥିଲେ। କାରଣ ସେଠାରେ ଲକ୍ଷଲକ୍ଷ ଲୋକଙ୍କ ସମାଗମ ହେଉଛି। ସେହିପରି ୨ ହଜାରରୁ ଅଧିକ ଲୋକ କରୋନାରେ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story