ପୁଣି ଗୃହ ବିଭାଗ ନିଜ ପାଖରେ ରଖିଲେ ଯୋଗୀ, ଆଉ କାହାକୁ କ’ଣ ମିଲିଲା ଜାଣନ୍ତୁ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଦ୍ୱିତୀୟ ଥର କ୍ଷମତା ଦଖଲ କରିଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ନିଜ ମନ୍ତ୍ରୀମାନଙ୍କୁ ବିଭାଗ ଆବଣ୍ଟନ କରିଛନ୍ତି। ଏହି ସମୟରେ ଯୋଗୀ ନିଜ ପାଖରେ ପୁଣିଥରେ ଗୃହ ବିଭାଗ ରଖିଥିବା ବେଳେ ଗ୍ରାମାଞ୍ଚଳ ବିକାଶ ବିଭାଗର ଦାୟିତ୍ୱ ଉପ ମୁଖ୍ୟମନ୍ତ୍ରୀ କେଶ ମୌର୍ଯ୍ୟଙ୍କୁ ଦେଇଛନ୍ତି। ଗୃହ ବ୍ୟତୀତ ରାଜସ୍ୱ, ସୂଚନା ଓ ନିଯୁକ୍ତି ବିଭାଗ ମଧ୍ୟ ଯୋଗୀ ନିଜ ପାଖରେ ରଖିଛନ୍ତି। ଯୋଗୀଙ୍କ ଅନ୍ୟତମ ଡେପୁଟି ଭାବେ ବ୍ରିଜେଶ ପାଠକ ମଧ୍ୟ […]

yogi

yogi

Hemant Lenka
  • Published: Monday, 28 March 2022
  • Updated: 28 March 2022, 10:11 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଦ୍ୱିତୀୟ ଥର କ୍ଷମତା ଦଖଲ କରିଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ନିଜ ମନ୍ତ୍ରୀମାନଙ୍କୁ ବିଭାଗ ଆବଣ୍ଟନ କରିଛନ୍ତି। ଏହି ସମୟରେ ଯୋଗୀ ନିଜ ପାଖରେ ପୁଣିଥରେ ଗୃହ ବିଭାଗ ରଖିଥିବା ବେଳେ ଗ୍ରାମାଞ୍ଚଳ ବିକାଶ ବିଭାଗର ଦାୟିତ୍ୱ ଉପ ମୁଖ୍ୟମନ୍ତ୍ରୀ କେଶ ମୌର୍ଯ୍ୟଙ୍କୁ ଦେଇଛନ୍ତି।

ଗୃହ ବ୍ୟତୀତ ରାଜସ୍ୱ, ସୂଚନା ଓ ନିଯୁକ୍ତି ବିଭାଗ ମଧ୍ୟ ଯୋଗୀ ନିଜ ପାଖରେ ରଖିଛନ୍ତି। ଯୋଗୀଙ୍କ ଅନ୍ୟତମ ଡେପୁଟି ଭାବେ ବ୍ରିଜେଶ ପାଠକ ମଧ୍ୟ ଗତ ଶୁକ୍ରବାର ଶପଥ ନେଇଥିଲେ। ତାଙ୍କୁ ୟୁପିର ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଓ ଶିଶୁ କଲ୍ୟାଣ ବିଭାଗର ଦାୟିତ୍ୱ ମିଳିଛି।

୯ଥରର ବିଧାୟକ ସୁରେଶ ଖାନ୍ନା ଗୁରୁତ୍ୱପୂର୍ଣ୍ଣ ଅର୍ଥ ଓ ସଂସଦୀୟ ବ୍ୟାପାର ବିଭାଗ ମନ୍ତ୍ରୀ ହୋଇଛନ୍ତି। ଉତ୍ତର ପ୍ରଦେଶ ବିଜେପି ସଭାପତି ସ୍ୱତନ୍ତ୍ର ଦେବ ସିଂହଙ୍କୁ ଜଳ ଶକ୍ତି ବିଭାଗ ମିଳିଛି। ଉତ୍ତରାଖଣ୍ଡର ପୂର୍ବତନ ରାଜ୍ୟପାଳ ବେବୀ ମୌର୍ଯ୍ୟଙ୍କୁ ଯୋଗୀ ଆଦିତ୍ୟନାଥଙ୍କ ସରକାରରେ ମହିଳା କଲ୍ୟାଣ ଓ ଶିଶୁ ପୋଷଣ ବିଭାଗର ଦାୟିତ୍ୱ ଦିଆଯାଇଛି।

ଅରବିନ୍ଦ ଶର୍ମାଙ୍କୁ ସହର ବିକାଶ ଓ ଏକସେସ ଏନର୍ଜି ବିଭାଗ ମିଳିଥିବା ବେଳେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଦାୟିତ୍ୱ ଜୟବୀର ସିଂହଙ୍କୁ ମିଳିଛି। ପୂର୍ତ୍ତ ବିଭାଗର ଦାୟିତ୍ୱ ପୂର୍ବତନ କଂଗ୍ରେସ ନେତା ଜିତେନ ପ୍ରସାଦଙ୍କ ହାତକୁ ଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟ ପ୍ରତାପ ସିଂହଙ୍କୁ କୃଷି, ଲକ୍ଷ୍ମୀ ନାରାୟାଣ ଚୌଧୁରୀଙ୍କୁ ଚିନି କଳ ଓ ଧର୍ମପାଲଙ୍କୁ ଦୁଗ୍ଧ ଉତ୍ପାଦନ ବିଭାଗର ମନ୍ତ୍ରୀ କରାଯାଇଛି।

ଶିଳ୍ପ ବିକାଶ ଓ ରପ୍ତାନୀ ବିଭାଗ ନନ୍ଦ ଗୋପାଲ ନନ୍ଦିଙ୍କୁ ମିଳିଥିବା ବେଳେ ଭୂପେନ୍ଦର ଚୌଧୁରୀଙ୍କୁ ପଞ୍ଚାୟତିରାଜ ଓ ଅନୀଲ ରାଜବରଙ୍କୁ ଶ୍ରମ ଓ ନିଯୁକ୍ତି ସଂଯୋଗ ମନ୍ତ୍ରୀ କରାଯାଇଛି।

ଯୋଗେନ୍ଦ୍ର ଉପାଧ୍ୟାୟଙ୍କୁ ଉଚ୍ଚ ଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସଞ୍ଜୟ ନିଶାଦଙ୍କୁ ମତ୍ସ୍ୟଚାଷ, ଅସିମ ଅରୁଣଙ୍କୁ ଅନୁସୂଚିତ ଜାତି ଓ ସାମାଜିକ କଲ୍ୟାଣ, ଧର୍ମବୀର ପ୍ରଜାପତିଙ୍କୁ ଜେଲ ଓ ହୋମ ଗାର୍ଡ, ସନ୍ଦୀପ ସିଂହଙ୍କୁ ମୂଳ ଶିକ୍ଷା, ଗୁଲାବ ଦେବୀଙ୍କୁ ମାଧ୍ୟମିକ ଶିକ୍ଷା, ଦୟା ଶଙ୍କର ମିଶ୍ରାଙ୍କୁ ଖାଦ୍ୟ ସୁରକ୍ଷା ଓ ପରିବହନ, ଦୀନେଶ ପ୍ରତାପ ସିଂହଙ୍କୁ ଉଦ୍ଭିଦ ଓ କୃଷି ମାର୍କେଟିଂ, ନରେନ୍ଦ୍ର କଶ୍ୟପଙ୍କୁ ପଛୁଆ ବର୍ଗ କଲ୍ୟାଣ, ଜୟ ଇନ୍ଦ୍ର ପ୍ରତାପ ସିଂହ ରାଠୋରଙ୍କୁ କର୍ପୋରେସନ, ଗିରିଶ ଚନ୍ଦ୍ର ଯାଦବଙ୍କୁ କ୍ରୀଡ଼ା ଓ ଯୁବ ବିକାଶ ଏବଂ ଅରୁଣ କୁମାର ସକସେନାଙ୍କୁ ଜଙ୍ଗଲ ଓ ଇକୋ ଜିଓଲୋଜିକାଲ ପାର୍କ ବିଭାଗର ଦାୟିତ୍ୱ ଦିଆଯାଇଛି।

ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠ କୁହାଯାଉଥିବା ଏକେ ଶର୍ମା ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ହୋଇଛନ୍ତି। ବୈଷୟିକ ଶିକ୍ଷା ବିଭାଗର ଦାୟିତ୍ୱ ଆପନା ଦଳ(ଏସ୍‌)ର ଆଶିଷ ପଟେଲଙ୍କୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story