୩ ବର୍ଷରେ ବାୟୁସେନା ହରାଇଛି ୨୭ ବିମାନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ୨୦୧୬ରୁ ଇତିମଧ୍ୟରେ ବିଭିନ୍ନ ଦୁର୍ଘଟଣାରେ ୨୭ ଟି ବିମାନ ହରାଇଛି। ଏହି ୨୭ଟି ବିମାନ ମଧ୍ୟରେ ୧୫ଟି ଯୁଦ୍ଧ ବିମାନ ଓ ହେଲିକପ୍ଟର ମଧ୍ୟ ରହିଛି। ଆଜି ଲୋକସଭାକୁ ପ୍ରତିରକ୍ଷା ବିଭାଗର ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ଦେଇଥିବା ରିପୋର୍ଟରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଦୁର୍ଘଟଣା ହୋଇଥିବା ୨୭ଟି ବିମାନ ମଧ୍ୟରୁ ୧୧ଟି ଘଟଣାରେ ସରକାର ୫୨୪.୬୪ କୋଟି ଟଙ୍କାର କ୍ଷତି ସହିଛନ୍ତି। ୨୦୧୬-୧୭ରେ ୬ଟି ଯୁଦ୍ଧ ବିମାନ, ୨ଟି ହେଲିକପ୍ଟର, ଗୋଟିଏ […]

waa

waa

Hemant Lenka
  • Published: Wednesday, 26 June 2019
  • Updated: 26 June 2019, 06:26 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ୨୦୧୬ରୁ ଇତିମଧ୍ୟରେ ବିଭିନ୍ନ ଦୁର୍ଘଟଣାରେ ୨୭ ଟି ବିମାନ ହରାଇଛି। ଏହି ୨୭ଟି ବିମାନ ମଧ୍ୟରେ ୧୫ଟି ଯୁଦ୍ଧ ବିମାନ ଓ ହେଲିକପ୍ଟର ମଧ୍ୟ ରହିଛି। ଆଜି ଲୋକସଭାକୁ ପ୍ରତିରକ୍ଷା ବିଭାଗର ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ଦେଇଥିବା ରିପୋର୍ଟରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଦୁର୍ଘଟଣା ହୋଇଥିବା ୨୭ଟି ବିମାନ ମଧ୍ୟରୁ ୧୧ଟି ଘଟଣାରେ ସରକାର ୫୨୪.୬୪ କୋଟି ଟଙ୍କାର କ୍ଷତି ସହିଛନ୍ତି।

୨୦୧୬-୧୭ରେ ୬ଟି ଯୁଦ୍ଧ ବିମାନ, ୨ଟି ହେଲିକପ୍ଟର, ଗୋଟିଏ ପରିବହନ ବିମାନ ଓ ଗୋଟିଏ ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୨୦୧୭ରେ ଦୁର୍ଘଟଣା ଯୋଗୁ ବାୟୁସେନା ୨ଟି ଯୁଦ୍ଧ ବିମାନ ଓ ଗୋଟିଏ ଟ୍ରେନର ବିମାନ ହରାଇଛି।

୨୦୧୮-୧୯ରେ ଏହି ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଥିଲା। ଏହି ଆର୍ଥିକ ବର୍ଷରେ ବାୟୁସେନାର ୭ଟି ଯୁଦ୍ଧ ବିମାନ, ୨ଟି ହେଲିକପ୍ଟର ଓ ଦୁଇଟି ଟ୍ରେନର ବିମାନ ଦୁର୍ଘଟଣା ଯୋଗୁ କ୍ଷତିଗ୍ରସ୍ତ ହୋଇଛି।

ଏହି ଦୁର୍ଘଟଣାଗ୍ରସ୍ତ ବିମାନ ମଧ୍ୟରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ଚଳାଉଥିବା ମିଗ୍‌-୨୧ ବିମାନ ରହିଛି। ଫେବୃଆରୀ ୨୭ରେ ମିଗ୍‌-୨୧ ସହ ଏମଆଇ-୧୭ ହେଲିକପ୍ଟର ମଧ୍ୟ କ୍ରାଶ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story