କାହିଁକି ଭାରତୀୟ ବାୟୁସେନା ହାଇୱେ ଷ୍ଟ୍ରିପ୍  ପ୍ରସ୍ତୁତ କରୁଛି? ଜାଣନ୍ତୁ ଏହାର ଫାଇଦା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲକ୍ଷ୍ମୌ-ଆଗ୍ରା ଏକ୍ସପ୍ରେସ ୱେରେ ଆଜି ବାୟୁସେନାର କେତେକ ଯୁଦ୍ଧ ବିମାନ ଓହ୍ଲାଇବା ସହ ଉଡ଼ାଣ ଭରିଛି। ଭାରତୀୟ ବାୟୁସେନା ପକ୍ଷରୁ  ଏପରି ପଦକ୍ଷେପ ପ୍ରଥମ ଥର ପାଇଁ ନିଆଯାଇଛି। ଆସନ୍ତୁ ଜାଣିବା କାହିଁକି ଏପରି କରାଯାଇଛି? ଜରୁରୀକାଳିନ ସ୍ଥିତି  କିମ୍ୱା  ଯୁଦ୍ଧ ସମୟରେ ତଥା ଏୟାର ବେସ୍‌ରେ କିଛି ସମସ୍ୟା ଦେଖାଗଲେ ଯୁଦ୍ଧ ବିମାନ ଟେକ୍‌ଅଫ୍ କରିପାରି ନଥାଏ। ଫଳରେ ବିମାନ ଉଡ଼ି ପାରେ ନାହିଁ ଓ ତାର ଟାଗେର୍ଟ ସ୍ଥଳରେ ପହଞ୍ଚି ପାରି […]

Rakesh Mallick
  • Published: Tuesday, 24 October 2017
  • Updated: 24 October 2017, 11:55 AM IST

Sports

Latest News

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲକ୍ଷ୍ମୌ-ଆଗ୍ରା ଏକ୍ସପ୍ରେସ ୱେରେ ଆଜି ବାୟୁସେନାର କେତେକ ଯୁଦ୍ଧ ବିମାନ ଓହ୍ଲାଇବା ସହ ଉଡ଼ାଣ ଭରିଛି। ଭାରତୀୟ ବାୟୁସେନା ପକ୍ଷରୁ  ଏପରି ପଦକ୍ଷେପ ପ୍ରଥମ ଥର ପାଇଁ ନିଆଯାଇଛି। ଆସନ୍ତୁ ଜାଣିବା କାହିଁକି ଏପରି କରାଯାଇଛି?

ଜରୁରୀକାଳିନ ସ୍ଥିତି  କିମ୍ୱା  ଯୁଦ୍ଧ ସମୟରେ ତଥା ଏୟାର ବେସ୍‌ରେ କିଛି ସମସ୍ୟା ଦେଖାଗଲେ ଯୁଦ୍ଧ ବିମାନ ଟେକ୍‌ଅଫ୍ କରିପାରି ନଥାଏ। ଫଳରେ ବିମାନ ଉଡ଼ି ପାରେ ନାହିଁ ଓ ତାର ଟାଗେର୍ଟ ସ୍ଥଳରେ ପହଞ୍ଚି ପାରି ନଥାଏ। ଏପରି ପରିସ୍ଥିତିରେ ଜରୁରୀ ହୋଇଥାଏ ଅପରେସନ୍ ଲ୍ୟାଡିଂ ଏୟାର ବେସ୍‌ର। ଏଥିପାଇଁ ହାଇୱେର ବ୍ୟବହାର କରାଯାଇଥାଏ।

flightପ୍ରଥମଥର ହାଇୱେ ଷ୍ଟ୍ରିପ୍‌କୁ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଜର୍ମାନୀ ତିଆରି କରିଥିଲା। ଏହା ବ୍ୟତୀତ ଉତ୍ତର କୋରିଆ, ତାଇୱାନ୍, ସ୍ୱିଡେନ୍, ଫିନ୍‌ଲ୍ୟାଣ୍ଡ, ସ୍ୟୁଜରଲ୍ୟାଣ୍ଡ, ପୋଲାଣ୍ଡ ଓ ପାକିସ୍ତାନରେ ମଧ୍ୟ କିଛି ହାଇୱେକୁ ଏୟାରଷ୍ଟ୍ରିପ୍ ପାଇଁ ପ୍ରସ୍ତୁତ କରିଛନ୍ତି।

ରିପୋର୍ଟ ଅନୁସାରେ, ଲକ୍ଷ୍ମୌ-ଆଗ୍ରା ଏକ୍ସପ୍ରେସ ୱେର ଏକ ଭାଗକୁ ଆଜି ଯାତ୍ରୀଙ୍କ ପାଇଁ ବନ୍ଦ କରାଯାଇଛି। ଏହି ଅବସରରେ ଏକ୍ସପ୍ରେସ ୱେରେ ମିରାଜ ୨୦୦୦, ଜଗୁଆର, ସୁଖୋଇ ୩୦ ଓଏଏନ୍ ୩୨ ପରିବହନ ବିମାନ ସମେତ ପ୍ରାୟ ୨୦ ବିମାନ ଟଚ୍‌ଡାଉନ୍ କରିଛନ୍ତି। ଏଥିପାଇଁ ଏକ୍ସପ୍ରେସରେ ମାର୍କିଙ୍ଗ୍ କରାଯାଇଛି।

ବାଙ୍ଗଳାଦେଶର ମୁକ୍ତି ସଂଗ୍ରାମ ସମୟରେ ପାକିସ୍ତାନ ଏୟାରଫୋର୍ସର କିଛି ପ୍ଲେନ୍ ଆଗ୍ରା ପର୍ଯ୍ୟନ୍ତ ଆସି ଯାଇଥିଲେ। ହେଲେ ବୋମା ବିସ୍ଫୋରଣ କରିବାରେ ବିଫଳ ହୋଇଥିଲା। ଏହି ସମୟରେ ଇଣ୍ଡିଆନ୍ ଏୟାର ଫୋର୍ସ  ସେମାନଙ୍କୁ ବାହାର କରି ଦେଇଥିଲେ। ସେତେବେଳେ ଦେଶ ଭିତରେ ଯୁଦ୍ଧ ବିମାନ ଓହ୍ଲାଇବା ପାଇଁ  ଅପରେସନ୍ ହେବା ଦରକାର ବୋଲି ମତ ସୃଷ୍ଟି ହୋଇଥିଲା।

ପାକିସ୍ତାନ ତାର ଦୁଇଟି ହାଇୱେକୁ ଏୟାରଷ୍ଟ୍ରିପ୍ ପାଇଁ ପ୍ରସ୍ତୁତ କରି ରଖିଛନ୍ତି। ପେଶୱାର-ଇସଲାମବାଦ ଓ ଇସଲାମବାଦ-ଲାହୋର ହାଇୱେରେ ପ୍ରାୟ ୯୦୦୦ ଫୁଟର ଏୟାରଷ୍ଟ୍ରିପ୍ ପାକିସ୍ତାନ ପାଖରେ ରହିଛି। ୨୦୦୦ ମସିହାରେ ପ୍ରଥମଥର ପାକିସ୍ତାନ ଏଠାରେ ବିମାନ ଓହ୍ଲାଇଥିଲା। ଗତବର୍ଷ ଇଣ୍ଡିଆନ୍ ଏୟାରଫୋର୍ସ ମଧ୍ୟ ଏପରି କରିଥିଲା। ୨୧ ମେ ୨୦୧୫ରେ  ’ମିରାଜ-୨୦୦୦’କୁ  ଯମୁନା ଏକ୍ସପ୍ରେସ୍ ୱେରେ ଅବତରଣ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story