ନରମିଲା ପାକିସ୍ତାନ: ସେନାର ଘନଘନ ଆକ୍ରମଣ ପରେ ଏମିତି ପ୍ରସ୍ତାବ ଦେଲେ ପାକିସ୍ତାନୀ ରେଂଜର୍ସ

ନୂଆଦିଲ୍ଲୀ: ଶେଷରେ ନରମିଲା ପାକିସ୍ତାନ।  ଭାରତ ପକ୍ଷରୁ ଘନଘନ ଆକ୍ରମଣ ପରେ ଅସ୍ତ୍ରବିରତି ପାଇଁ ପ୍ରସ୍ତାବ ଦେଇଛନ୍ତି  ପାକିସ୍ତାନୀ ରେଂଜର୍ସ ।  ଏନେଇ ପାକିସ୍ତାନ ପକ୍ଷରୁ ଆନୁଷ୍ଠାନିକ ପ୍ରସ୍ତାବ ଆସିଛି ବୋଲି  ବିଏସଫ୍ ପକ୍ଷରୁ କୁହାଯାଇଛି ।   ସେପଟେ ବିଏସଏଫ୍ ପକ୍ଷରୁ ଏକ ନୂଆ ଭିଡିଓ ଜାରି ହୋଇଛି ।  ଏଥିରେ ଭାରତୀୟ ସେନାର ରକେଟ ମାଡ କିପରି ଲକ୍ଷ୍ୟସ୍ଥଳ ଭେଦ କରି ପାକିସ୍ତାନ ସୀମାରେ ବିସ୍ଫୋରଣ ହେଉଛି ତାହାର ଭିଜୁଆଲ ଦେଖାଯାଉଛି ।  ଇନଫ୍ରାରେଡ୍ କ୍ୟାମେରାରେ […]

pak

pak

Rakesh Mallick
  • Published: Sunday, 20 May 2018
  • Updated: 20 May 2018, 08:06 PM IST

Sports

Latest News

ନୂଆଦିଲ୍ଲୀ: ଶେଷରେ ନରମିଲା ପାକିସ୍ତାନ।  ଭାରତ ପକ୍ଷରୁ ଘନଘନ ଆକ୍ରମଣ ପରେ ଅସ୍ତ୍ରବିରତି ପାଇଁ ପ୍ରସ୍ତାବ ଦେଇଛନ୍ତି  ପାକିସ୍ତାନୀ ରେଂଜର୍ସ ।  ଏନେଇ ପାକିସ୍ତାନ ପକ୍ଷରୁ ଆନୁଷ୍ଠାନିକ ପ୍ରସ୍ତାବ ଆସିଛି ବୋଲି  ବିଏସଫ୍ ପକ୍ଷରୁ କୁହାଯାଇଛି ।   ସେପଟେ ବିଏସଏଫ୍ ପକ୍ଷରୁ ଏକ ନୂଆ ଭିଡିଓ ଜାରି ହୋଇଛି ।  ଏଥିରେ ଭାରତୀୟ ସେନାର ରକେଟ ମାଡ କିପରି ଲକ୍ଷ୍ୟସ୍ଥଳ ଭେଦ କରି ପାକିସ୍ତାନ ସୀମାରେ ବିସ୍ଫୋରଣ ହେଉଛି ତାହାର ଭିଜୁଆଲ ଦେଖାଯାଉଛି ।  ଇନଫ୍ରାରେଡ୍ କ୍ୟାମେରାରେ ଏହି ଅପରେସନର ଭିଜୁଆଲ ରେକର୍ଡ କରାଯାଇଛି ।  ଦୁଇ ଦିନ ତଳେ ଅଖନୁର, ଆରଏସପୁରା ଅଂଚଳରେ ଭାରତୀୟ ସେନାକୁ ଟାର୍ଗେଟ କରି ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ ହୋଇଥିଲା। ଏଥିରେ ଦୁଇ ଦିନ ତଳେ ୪ଜଣ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ହୋଇଥିଲା।   ଏହାପରେ ଭାରତୀୟ ସେନା ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି।   ସେପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଅସ୍ତ୍ରବିରତି ଦ୍ୱାରା ସ୍ଥାନୀୟ ଲୋକମାନେ ଉପକୃତ ହେବେ ବୋଲି  ଜାମ୍ମୁ କାଶ୍ମୀର ଡିଜିପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story