ମାଇନ୍ସ ତାପମାତ୍ରାରେ ଥରିବାକୁ ଲାଗିଲାଣେ ଚାଇନା ଯବାନ

ଲଦାଖ: ପୂର୍ବ ଲଦାଖରେ ଭାରତ-ଚାଇନା ମଧ୍ୟରେ ଦୀର୍ଘ ୭ ମାସ ହେଲାଣି ବିବାଦ ଲାଗି ରହିଛି। ହାଡ଼ ଭଙ୍ଗା ଶୀତ ସାଙ୍ଗକୁ ତୁଷାରପାତ ଏବେ ଉଭୟ ଦେଶର ସୈନ୍ୟଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏବେ ଲଦାଖରେ ପ୍ରବଳ ଥଣ୍ଡା କାରଣରୁ ଚାଇନା ସୀମାରେ ମୁତୟନ ଯବାନଙ୍କ ହାତଗୋଡ଼ ଥରିବା ଆରମ୍ଭ ହେଲାଣି। ହେଲେ ଭାରତୀୟ ଯବାନ ସବୁ ଯନ୍ତ୍ରଣାକୁ ପଥର ପରି ସୀମା ସୁରକ୍ଷାରେ ଲାଗି ପଡ଼ିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପ୍ରବଳ ଥଣ୍ଡା କାରଣରୁ […]

dd

dd

Hemant Lenka
  • Published: Tuesday, 01 December 2020
  • Updated: 01 December 2020, 09:04 PM IST

Sports

Latest News

ଲଦାଖ: ପୂର୍ବ ଲଦାଖରେ ଭାରତ-ଚାଇନା ମଧ୍ୟରେ ଦୀର୍ଘ ୭ ମାସ ହେଲାଣି ବିବାଦ ଲାଗି ରହିଛି। ହାଡ଼ ଭଙ୍ଗା ଶୀତ ସାଙ୍ଗକୁ ତୁଷାରପାତ ଏବେ ଉଭୟ ଦେଶର ସୈନ୍ୟଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏବେ ଲଦାଖରେ ପ୍ରବଳ ଥଣ୍ଡା କାରଣରୁ ଚାଇନା ସୀମାରେ ମୁତୟନ ଯବାନଙ୍କ ହାତଗୋଡ଼ ଥରିବା ଆରମ୍ଭ ହେଲାଣି। ହେଲେ ଭାରତୀୟ ଯବାନ ସବୁ ଯନ୍ତ୍ରଣାକୁ ପଥର ପରି ସୀମା ସୁରକ୍ଷାରେ ଲାଗି ପଡ଼ିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ପ୍ରବଳ ଥଣ୍ଡା କାରଣରୁ ଚାଇନାର ଯବାନମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ ଫ୍ରଣ୍ଟ ଲାଇନ ପୋଜିସନରୁ ଚାଇନାର ଯବାନମାନଙ୍କୁ ନିୟମିତ ଅଦଳବଦଳ କରାଯାଉଛି। କିନ୍ତୁ ଭାରତର ଫ୍ରଣ୍ଟ ଲାଇନ ଯବାନମାନେ ତୁଷାରପାତ ଓ ପ୍ରବଳ ଥଣ୍ଡା ସହ୍ୟ କରି ସୀମାରେ ପୂର୍ବଭଳି ସତର୍କ ରହିଛନ୍ତି।

ସୀମାରେ ରଣନୀତି ଦୃଷ୍ଟିକୋଣରୁ ଉଚ୍ଚ ପାହାଡ଼ ଗୁଡ଼ିକର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ଏହି କାରଣରୁ ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ ଉପକୂଳ ଓ ଉତ୍ତର ଉପକୂଳର କିଛି ଅଞ୍ଚଳରେ ଗତ ୩ ମାସ ଧରି ଉଭୟ ଦେଶର ସୈନ୍ୟ ମୁତୟନ ହୋଇଛନ୍ତି। ଏଠାରେ ଏବେ ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଉଛି। ତଥାପି ଭାରତୀୟ ସେନାର ଯବାନମାନେ ସେଠାରେ ରହିଛନ୍ତି ଓ ପୂର୍ବଭଳି କାମ କରୁଛନ୍ତି।

ତେବେ ପ୍ରବଳ ଥଣ୍ଡାକୁ ଭାରତୀୟ ଯବାନମାନେ କେମିତି ସହ୍ୟ କରିପାରୁଛନ୍ତି, ତା’ର ମଧ୍ୟ ଗୋଟିଏ କାରଣ ରହିଛି। ଏଠାରେ ମୁତୟନ ରହିଥିବା ଅଧିକାଂଶ ଯବାନ ପଶ୍ଚିମ ଲଦାଖ ଓ ସିଆଚେନ ଗ୍ଲାସିଅର୍ ପରି ଉଚ୍ଚ ସ୍ଥାନ ବିଶିଷ୍ଟ ପର୍ବତରେ କାମ କରିଛନ୍ତି। ଏଠାରେ ତାପମାତ୍ରା ସର୍ବଦା ମାଇନସ୍ ରହିଥାଏ। ତେଣୁ ମାଇନସ ତାପମାତ୍ରାକୁ ମାତ ଦେଇ କିପରି କାର୍ଯ୍ୟ କରାଯାଏ, ତା’ର କୌଶଳ ଭାରତୀୟ ଯବାନମାନେ ବେଶ ଭଲ ଭାବେ ଜାଣିଛନ୍ତି।

ସୀମାରେ ଥିବା ପୋଷ୍ଟରେ ମୁତୟନ ହୋଇଥିବା ଯବାନମାନଙ୍କୁ ଭାରତ ସରକାର ସ୍ୱତନ୍ତ୍ର ଶୀତ ପୋଷାକ ଯୋଗାଇ ଦେଇଛନ୍ତି। ଆମେରିକା ଜରୁରୀ କାଳୀନ କ୍ରୟ ଅଧୀନରେ ଭାରତକୁ ୩୦ ହଜାର ଗରମ ପୋଷାକ ଯୋଗାଇ ଦେଇଥିଲା। ଏଥିସହ ଯବାନଙ୍କୁ ଥଣ୍ଡାରୁ ସୁରକ୍ଷା ଯୋଗାଇ ଦେବା ପାଇଁ ଭାରତୀୟ ସେନା ସ୍ୱତନ୍ତ୍ର ବଙ୍କର ମଧ୍ୟ ନିର୍ମାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story