କାଲିଠୁ ୩ ଦିନ ବ୍ୟାଙ୍କ ବନ୍ଦ;ଆଜି ହିଁ କାମ ସାରନ୍ତୁ

ନୂଆଦିଲ୍ଲୀ: ଯଦି ଆପଣଙ୍କର ବ୍ୟାଙ୍କରେ କିଛି ଜରୁରୀ କାମ ରହିଛି ତେବେ ଆଜି ସମସ୍ତ କାମ ଶେଷ କରନ୍ତୁ।  କାରଣ ଆସନ୍ତାକାଲିଠାରୁ ସୋମବାର ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ। ସାଧାରଣତଃ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହିଥାଏ। ସେହି ଅନୁସାରେ ଆସନ୍ତାକାଲି ବ୍ୟାଙ୍କ ଛୁଟି। ଏହାସହିତ ରବିବାର ହେଉଛି ବ୍ୟାଙ୍କର ସାପ୍ତାହିକ ଛୁଟି। ୨୬ ଜୁନ୍ ତଥା ସୋମବାର ଇଦୁଲ୍ ଫିତର୍ ହୋଇଥିବାରୁ ବ୍ୟାଙ୍କ୍ ଛୁଟି ରହିବ। ତେବେ ବ୍ୟାଙ୍କ୍ ଛୁଟିକୁ ଧ୍ୟାନରେ […]

bank

bank

Rakesh Mallick
  • Published: Friday, 23 June 2017
  • Updated: 23 June 2017, 12:58 PM IST

Sports

Latest News

ନୂଆଦିଲ୍ଲୀ: ଯଦି ଆପଣଙ୍କର ବ୍ୟାଙ୍କରେ କିଛି ଜରୁରୀ କାମ ରହିଛି ତେବେ ଆଜି ସମସ୍ତ କାମ ଶେଷ କରନ୍ତୁ।  କାରଣ ଆସନ୍ତାକାଲିଠାରୁ ସୋମବାର ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ।

ସାଧାରଣତଃ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହିଥାଏ। ସେହି ଅନୁସାରେ ଆସନ୍ତାକାଲି ବ୍ୟାଙ୍କ ଛୁଟି। ଏହାସହିତ ରବିବାର ହେଉଛି ବ୍ୟାଙ୍କର ସାପ୍ତାହିକ ଛୁଟି। ୨୬ ଜୁନ୍ ତଥା ସୋମବାର ଇଦୁଲ୍ ଫିତର୍ ହୋଇଥିବାରୁ ବ୍ୟାଙ୍କ୍ ଛୁଟି ରହିବ। ତେବେ ବ୍ୟାଙ୍କ୍ ଛୁଟିକୁ ଧ୍ୟାନରେ ରଖି ଏଟିଏମ୍‌ରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ରଖାଯିବ । ଯେପରି ସାଧାରଣ ଲୋକେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story