ହାଇଆଲର୍ଟରେ ଭାରତୀୟ ତଟରକ୍ଷୀ ବାହିନୀ

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଅତି ନୃଶଂସ ନରସଂହାର କରିଥିବା ଆତଙ୍କୀମାନେ ସମୁଦ୍ର ପଥ ଦେଇ ଭାରତ ମଧ୍ୟରେ ପ୍ରବେଶ କରିବାର ଆଶଙ୍କା ରହିଛି। ଏଭଳି ସୂଚନା ମିଳିବା ପରେ ଭାରତୀୟ ତଟରକ୍ଷୀ ବାହିନୀ ଏବେ ହାଇଆଲର୍ଟରେ ରହିଛି। ସମୁଦ୍ର ପଥରେ ଆତଙ୍କବାଦୀମାନେ ଭାରତକୁ ଖସି ଆସିବାର ଆଶଙ୍କା ରହିଥିବା ଜଣାପଡ଼ିବା ବେଳେ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀଲଙ୍କା ଗଣସଂହାର ପଛରେ ସ୍ଥାନୀୟ ମୌଳବାଦୀ ଇସଲାମିଷ୍ଟ ଗ୍ରୁପ୍‌ ନ୍ୟାଶନାଲ ଥୋୱେଥ ଜାମାତ (ଏନ୍‌ଟିଜେ)ର ହାତ ରହିଥିବା ଜଣାପଡ଼ିଛି। ଏହି […]

swe

swe

Hemant Lenka
  • Published: Monday, 22 April 2019
  • Updated: 22 April 2019, 05:24 PM IST

Sports

Latest News

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଅତି ନୃଶଂସ ନରସଂହାର କରିଥିବା ଆତଙ୍କୀମାନେ ସମୁଦ୍ର ପଥ ଦେଇ ଭାରତ ମଧ୍ୟରେ ପ୍ରବେଶ କରିବାର ଆଶଙ୍କା ରହିଛି। ଏଭଳି ସୂଚନା ମିଳିବା ପରେ ଭାରତୀୟ ତଟରକ୍ଷୀ ବାହିନୀ ଏବେ ହାଇଆଲର୍ଟରେ ରହିଛି। ସମୁଦ୍ର ପଥରେ ଆତଙ୍କବାଦୀମାନେ ଭାରତକୁ ଖସି ଆସିବାର ଆଶଙ୍କା ରହିଥିବା ଜଣାପଡ଼ିବା ବେଳେ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଶ୍ରୀଲଙ୍କା ଗଣସଂହାର ପଛରେ ସ୍ଥାନୀୟ ମୌଳବାଦୀ ଇସଲାମିଷ୍ଟ ଗ୍ରୁପ୍‌ ନ୍ୟାଶନାଲ ଥୋୱେଥ ଜାମାତ (ଏନ୍‌ଟିଜେ)ର ହାତ ରହିଥିବା ଜଣାପଡ଼ିଛି। ଏହି ସ୍ଥାନୀୟ ଗ୍ରୁପ୍‌ର ସଦସ୍ୟମାନେ ଶ୍ରୀଲଙ୍କାରୁ ଜଳ ପଥ ଦେଇ ଖସିବାକୁ ଉଦ୍ୟମ କରୁଛନ୍ତି। ଏବେ ସମଗ୍ର ଶ୍ରୀଲଙ୍କାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଥିସହ ଆଜି ମଧ୍ୟରାତ୍ରରୁ ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି ମଧ୍ୟ ଘୋଷଣା ହୋଇପାରେ।

ଶ୍ରୀଲଙ୍କାରୁ ଜଳପଥରେ ପଳାୟନ କରିବା ଏକମାତ୍ର ବିକଳ୍ପ ବୋଲି ଆତଙ୍କୀ ସଂଗଠନ ଗୁଡ଼ିକ ଜାଣିଛନ୍ତି। ତେଣୁ ସେମାନେ ଭାରତକୁ ଆସିବାକୁ ଲକ୍ଷ୍ୟ ରଖିଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି। ଏଭଳି ସୂଚନା ମିଳିବା ପରେ ଭାରତୀୟ ତଟରକ୍ଷୀ ବାହିନୀକୁ ସତର୍କ ରହିବାକୁ କୁହାଯାଇଛି। ବିଶେଷ କରି ଦକ୍ଷିଣ ଭାଗରେ ଆସୁଥିବା ଜାହାଜ ଓ ବୋଟ୍‌ଗୁଡ଼ିକୁ ସର୍ଚ୍ଚ କରିବାକୁ କୁହାଯାଇଛି। ସେହିପରି କୋଚିରେ ଥିବା ନୌସେନା ବେସ୍‌ରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story