ଚାଇନା ସହ ଲଦାଖ ଲଢ଼େଇ ସମ୍ପର୍କରେ ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଚାଇନା ଯବାନଙ୍କ ଯେକୌଣସି ଷଡ଼ଯନ୍ତ୍ରକୁ ପଣ୍ଡ କରିବା ପାଇଁ ଏଲଏସିରେ ମୁତୟନ ଭାରତୀୟ ସୈନ୍ୟଙ୍କ ବୀରତାକୁ ପ୍ରଶଂସା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଆମ ଦେଶର ବୀର ଯବାନମାନେ ଏମିତି ସାହସିକତାର ସହ ଲଢ଼େଇ କଲେ ଯେ ଚାଇନା ସେନା ବାଧ୍ୟ ହୋଇ ପଛକୁ ହଟିଥିଲା ବୋଲି ସେ ଆଜି କହିଛନ୍ତି। ଜୁନ୍‌ ମାସରେ ଭାରତ ଓ ଚାଇନା ଯବାନଙ୍କ ମଧ୍ୟରେ ଲଦାଖର ଗଲୱାନ ଉପତ୍ୟକାରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ୨୦ ଜଣ […]

r

r

Hemant Lenka
  • Published: Monday, 14 December 2020
  • Updated: 14 December 2020, 03:05 PM IST

Sports

Latest News

ନୂଆଦିଲ୍ଲୀ: ଚାଇନା ଯବାନଙ୍କ ଯେକୌଣସି ଷଡ଼ଯନ୍ତ୍ରକୁ ପଣ୍ଡ କରିବା ପାଇଁ ଏଲଏସିରେ ମୁତୟନ ଭାରତୀୟ ସୈନ୍ୟଙ୍କ ବୀରତାକୁ ପ୍ରଶଂସା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଆମ ଦେଶର ବୀର ଯବାନମାନେ ଏମିତି ସାହସିକତାର ସହ ଲଢ଼େଇ କଲେ ଯେ ଚାଇନା ସେନା ବାଧ୍ୟ ହୋଇ ପଛକୁ ହଟିଥିଲା ବୋଲି ସେ ଆଜି କହିଛନ୍ତି।

ଜୁନ୍‌ ମାସରେ ଭାରତ ଓ ଚାଇନା ଯବାନଙ୍କ ମଧ୍ୟରେ ଲଦାଖର ଗଲୱାନ ଉପତ୍ୟକାରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ସେହିପରି ଭାରତର କଡ଼ା ଜବାବରେ ଚାଇନାର ମଧ୍ୟ ୪୦ ଅଧିକ ଯବାନ ପ୍ରାଣ ହରାଇଥିଲେ। ଆଜି ରାଜନାଥ ଉକ୍ତ ଘଟଣା ସମ୍ପର୍କରେ ମତ ରଖି ଭାରତୀୟ ଯବାନଙ୍କୁ ପ୍ରଶଂସା କରିଛନ୍ତି।

ଆଜି ଏଫଆଇସିସିର ୯୩ତମ ସାଧାରଣ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଚଳିତ ବର୍ଷ ଭାରତୀୟ ଯବାନ ଯାହା କରିଛନ୍ତି, ତାହା ଆଗାମୀ ପିଢ଼ିଙ୍କୁ ସବୁବେଳେ ଗର୍ବିତ କରିବ। ଲଦାଖ ଏଲଏସିରେ ବିଶାଳ ଆର୍ମଡ ଫୋର୍ସ ତିଆରି କରାଯାଇଛି। ବର୍ତ୍ତମାନର କଠିନ ସମୟରେ ଆମ ବୀର ଯବାନମାନେ ଅଦମ୍ୟ ସାହାସ ଦେଖାଇ କାର୍ଯ୍ୟ କରୁଛନ୍ତି।

ସେମାନେ ପିଏଲଏ ସହ ବେଶ ସାହାସର ଲଢ଼େଇ କରିଥିଲେ। ଏହି କାରଣରୁ ଚାଇନାର ଯବାନମାନେ ପଛଘୁଞ୍ଚା ଦେଇଥିଲେ। ଏଲଏସିରେ ଯେବେ ବି କୌଣସି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥାଏ, ସେତେବେଳେ ଭାରତ ଓ ଚାଇନାର ଯବାନମାନଙ୍କ ଶକ୍ତିକୁ ମପାଯାଇଥାଏ। ଭାରତ ଏବେ ଚାଇନା ତୁଳନାରେ କୌଣସି ଗୁଣରେ କମ ନାହିଁ।

ବିଶ୍ୱ ଏବେ କେମିତି ବଦୁଳୁଛି ସେକଥା ହିମାଳୟାନ ଫ୍ରଣ୍ଟାୟାର୍ସରେ ସୃଷ୍ଟି ହୋଇଥିବା ସ୍ଥିତି ହିଁ ବୟାନ କରୁଛି। ପୂର୍ବରୁ ହୋଇଥିବା ଚୁକ୍ତିକୁ ଚ୍ୟାଲେଞ୍ଜ କରାଯାଉଛି। କ୍ଷମତା ପାଇଁ କେବଳ ହିମାଳୟ ନୁହେଁ, ବରଂ ସମଗ୍ର ଇଣ୍ଡୋ-ପ୍ୟାସିଫିକ ଅଞ୍ଚଳରେ ଲଢ଼େଇ ହେଉଛି ବୋଲି ସେ କହିଛନ୍ତି।

ପାକିସ୍ତାନ ପ୍ରାୟୋଜିତ ସୀମା ପାର ଆତଙ୍କବାଦୀ ସମ୍ପର୍କରେ ବୟାନ ଦେଇ ସେ କହିଛନ୍ତି, “ଆମେ ସର୍ବଦା ସୀମା ପାର ଆତଙ୍କବାଦ ଦ୍ୱାରା ପ୍ରଭାବିତ ହେଉଛୁ। ଆମକୁ ଏଥିରେ କେହି ବି ପୂର୍ବରୁ ସମର୍ଥନ କରୁ ନଥିଲେ। ତଥାପି ଆମେ ଏକାକୀ ଲଢ଼େଇ କରୁଥିଲୁ। କିନ୍ତୁ ଏବେ ସେମାନେ ବୁଝିଛନ୍ତି ଯେ ପାକିସ୍ତାନ ହିଁ ଆତଙ୍କବାଦର ମୂଳ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story