ବାଜପେୟୀଙ୍କ ପରଲୋକରେ ୭ଦିନିଆ ରାଷ୍ଟ୍ରୀୟ ଶୋକ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ ବୋଲି ମଧ୍ୟ ଘୋଷଣା କରାଯାଇଛି। ଆଜି ଏମ୍‌ସରୁ ତାଙ୍କ ପାର୍ଥିବ ଶରୀରକୁ ବାସ ଭବନକୁ ନିଆଯିବ। ଏହାପରେ ଆଜି ରାତି ତମାମ୍‌ ତାଙ୍କ ପାର୍ଥିବ ଶରୀର ବାସଭବନରେ ରହିବା ପରେ କାଲି ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟକୁ ନିଆଯିବ। ବାଜପେୟୀଙ୍କ ମୃତ୍ୟୁରେ ୧୮ ଓ ୧୯ରେ ହେବାକୁ […]

atal-bihari

atal-bihari

Ordigital Desk
  • Published: Thursday, 16 August 2018
  • Updated: 16 August 2018, 07:42 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ ବୋଲି ମଧ୍ୟ ଘୋଷଣା କରାଯାଇଛି।

ଆଜି ଏମ୍‌ସରୁ ତାଙ୍କ ପାର୍ଥିବ ଶରୀରକୁ ବାସ ଭବନକୁ ନିଆଯିବ। ଏହାପରେ ଆଜି ରାତି ତମାମ୍‌ ତାଙ୍କ ପାର୍ଥିବ ଶରୀର ବାସଭବନରେ ରହିବା ପରେ କାଲି ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟକୁ ନିଆଯିବ।

ବାଜପେୟୀଙ୍କ ମୃତ୍ୟୁରେ ୧୮ ଓ ୧୯ରେ ହେବାକୁ ଥିବା ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀକୁ ମଧ୍ୟ ସ୍ଥଗିତ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story