ହିପ୍‌ ରିପ୍ଲେସମେଣ୍ଟ ସର୍ଜରୀ ପରେ ମହିଳା ମୃତ

ଦୁବାଇ: ଜଣେ ଭାରତୀୟ ମହିଳା ଦୁବାଇର ଏକ ଘରୋଇ ହସ୍ପିଟାଲ୍‌ରେ ହିପ୍‌ ରିପ୍ଲେସମେଣ୍ଟ ସର୍ଜରୀ କରିଥିଲେ। ହେଲେ ଅପରେସନ ପରେ ଜଟିଳ ସମସ୍ୟା ସୃଷ୍ଟି ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଦୁଇଟି ସନ୍ତାନର ମା’ ୪୨ ବର୍ଷୀୟ ବେଟୀ ରିତା ଫର୍ଣ୍ଣାଣ୍ଡେଜ୍‌ ମେ’ ୯ ତାରିଖରେ ବାମ ହିପ୍‌ ରିପ୍ଲେସମେଣ୍ଟ ସର୍ଜରୀ ପାଇଁ ଅଲ ଜାହର ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଦୀର୍ଘ ୨ ଘଣ୍ଟା କାଳ ତାଙ୍କର ଅପରେଶନ ହୋଇଥିଲା। କିନ୍ତୁ ଏହି କାରଣରୁ ତାଙ୍କ […]

ws

ws

Hemant Lenka
  • Published: Monday, 13 May 2019
  • Updated: 13 May 2019, 05:39 PM IST

Sports

Latest News

ଦୁବାଇ: ଜଣେ ଭାରତୀୟ ମହିଳା ଦୁବାଇର ଏକ ଘରୋଇ ହସ୍ପିଟାଲ୍‌ରେ ହିପ୍‌ ରିପ୍ଲେସମେଣ୍ଟ ସର୍ଜରୀ କରିଥିଲେ। ହେଲେ ଅପରେସନ ପରେ ଜଟିଳ ସମସ୍ୟା ସୃଷ୍ଟି ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଦୁଇଟି ସନ୍ତାନର ମା’ ୪୨ ବର୍ଷୀୟ ବେଟୀ ରିତା ଫର୍ଣ୍ଣାଣ୍ଡେଜ୍‌ ମେ’ ୯ ତାରିଖରେ ବାମ ହିପ୍‌ ରିପ୍ଲେସମେଣ୍ଟ ସର୍ଜରୀ ପାଇଁ ଅଲ ଜାହର ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ।

ଦୀର୍ଘ ୨ ଘଣ୍ଟା କାଳ ତାଙ୍କର ଅପରେଶନ ହୋଇଥିଲା। କିନ୍ତୁ ଏହି କାରଣରୁ ତାଙ୍କ ଜୀବନ ଚାଲି ଯାଇଛି। ରିତାଙ୍କ ହିପ୍‌ ସାମାନ୍ୟ ଡିସ୍‌ପ୍ଲେସଡ୍‌ ହୋଇଯାଇଥିଲା। ଏହି କାରଣରୁ ସେ ହିପ୍‌ ରିପ୍ଲେସମେଣ୍ଟ ସର୍ଜରୀ କରିଥିଲେ। ତେବେ ପୁଲିସ୍‌ ରିତାଙ୍କର କେଉଁ କାରଣରୁ ମୃତ୍ୟୁ ହେଲା, ତା’ର ତଦନ୍ତ ଆରମ୍ଭ କରିଛି। ରିତା ଏଠାରେ ଏକ କେକ୍‌ ଷ୍ଟଲ ଚଳାଉଥିଲେ। ସେ ମୁମ୍ବାଇର ମୂଳ ବାସିନ୍ଦା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos