ଦେଶରେ କୋଟିଏ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ମହାମାରୀ କରୋନାକୁ ମାତ ଦେବା ପାଇଁ ଦେଶବାସୀ ଟିକାକୁ ଅପେକ୍ଷା କରିଥିବା ବେଳେ ଆଜି ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ଟପି ଯାଇଛି। ଗତ ମାସରେ ବିଶ୍ୱର ପ୍ରଥମ ଦେଶ ଭାବେ ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ପାର କରିଥିଲା। ଏବେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ଟିପିଛି। ଆମେରିକା ପରେ ଭାରତ କରୋନା ଦ୍ୱାରା ପ୍ରଭାବିତ ହୋଇଥିବା ଦ୍ୱିତୀୟ ଦେଶ। ଭାରତରେ ପ୍ରଥମ କରୋନା ମାମଲା ୨୦୨୦ ମସିହା […]

b

b

Hemant Lenka
  • Published: Saturday, 19 December 2020
  • Updated: 19 December 2020, 04:25 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାକୁ ମାତ ଦେବା ପାଇଁ ଦେଶବାସୀ ଟିକାକୁ ଅପେକ୍ଷା କରିଥିବା ବେଳେ ଆଜି ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ଟପି ଯାଇଛି। ଗତ ମାସରେ ବିଶ୍ୱର ପ୍ରଥମ ଦେଶ ଭାବେ ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ପାର କରିଥିଲା। ଏବେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ଟିପିଛି। ଆମେରିକା ପରେ ଭାରତ କରୋନା ଦ୍ୱାରା ପ୍ରଭାବିତ ହୋଇଥିବା ଦ୍ୱିତୀୟ ଦେଶ।

ଭାରତରେ ପ୍ରଥମ କରୋନା ମାମଲା ୨୦୨୦ ମସିହା ଜାନୁଆରୀ ୩୦ରେ ଚିହ୍ନଟ ହୋଇଥିଲା। ଏହାପରେ କ୍ରମାଗତ ଭାବେ ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ବଢ଼ିଥିଲା। ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ପାର ହେବାରୁ ୩୨୩ ଦିନ ସମୟ ଲାଗିଛି।

ଗତ ୨୪ ଘଣ୍ଟାରେ ୨୫,୧୫୨ ଜଣଙ୍କ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୦୦,୦୪,୫୯୯ରେ ପହଞ୍ଚି ଯାଇଛି। ସେହିପରି ଗୋଟିଏ ଦିନରେ କୋରନା ୩୪୭ ଜଣଙ୍କ ଜୀବନ ନେଇଛି। ଫଳରେ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୧,୪୫,୧୩୬ ଛୁଇଁଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦେଶରେ କରୋନା ଆରୋଗ୍ୟହାର ୯୫% ରହିଛି। ୨୪ ଘଣ୍ଟାରେ ଆଉ ୨୯,୮୮୫ ଜଣ କରୋନାରୁ ଆରୋଗ୍ୟ ଲାଭ କରିବାରୁ ମୋଟ ସୁସ୍ଥଙ୍କ ସଂଖ୍ୟା ୯୫,୫୦,୭୧୨ ହୋଇଛି। ଦେଶରେ ଆକ୍ଟିଭ କେସ ସଂଖ୍ୟା ୩, ୦୮,୭୫୧ ରହିଛି।

ଅନ୍ୟପକ୍ଷରେ ଭାରତରେ ଏଯାଏ ୧୬ କୋଟିରୁ ଅଧିକ ନମୁନା ପରୀକ୍ଷା ହୋଇ ସାରିଛି। ଭାରତରେ ମୃତ୍ୟୁହାର ୧.୪୫% ଥିବା ବେଳେ ପଜିଟିଭ ହାର ୨.୧୪% ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story