ଦିନକରେ କରୋନା ନେଲା ୮୧୬ ଜୀବନ, ୭୧ ହଜାର ସୁସ୍ଥ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦେଶରେ ସାମାନ୍ୟ ହ୍ରାସ ପାଇଥିଲେ ହେଁ ମୃତ୍ୟୁ ଟ୍ରେଣ୍ଡରେ କୌଣସି ପ୍ରକାରର ବ୍ରେକ ଲାଗୁନାହିଁ। ପ୍ରତିଦିନ ଏହି ପ୍ରାଣଘାତୀ ଭାଇରସ ୮୦୦ରୁ ୯୦୦ ଲୋକଙ୍କ ଜୀବନ ନେବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ କରୋନା ଜନିତ ମୃତ୍ୟୁସଂଖ୍ୟା ଏକ ଲକ୍ଷ ୧୦ ହଜାର ପାଖରେ ପହଞ୍ଚି ଗଲାଣି। ତେବେ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇବା ଲୋକଙ୍କୁ ଆଶ୍ୱସ୍ତ କରିଛି। ସ୍ୱାସ୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଆଉ ୬୬,୭୩୨ […]

nb

nb

Hemant Lenka
  • Published: Monday, 12 October 2020
  • Updated: 12 October 2020, 09:39 AM IST

Sports

Latest News

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦେଶରେ ସାମାନ୍ୟ ହ୍ରାସ ପାଇଥିଲେ ହେଁ ମୃତ୍ୟୁ ଟ୍ରେଣ୍ଡରେ କୌଣସି ପ୍ରକାରର ବ୍ରେକ ଲାଗୁନାହିଁ। ପ୍ରତିଦିନ ଏହି ପ୍ରାଣଘାତୀ ଭାଇରସ ୮୦୦ରୁ ୯୦୦ ଲୋକଙ୍କ ଜୀବନ ନେବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ କରୋନା ଜନିତ ମୃତ୍ୟୁସଂଖ୍ୟା ଏକ ଲକ୍ଷ ୧୦ ହଜାର ପାଖରେ ପହଞ୍ଚି ଗଲାଣି। ତେବେ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇବା ଲୋକଙ୍କୁ ଆଶ୍ୱସ୍ତ କରିଛି।

ସ୍ୱାସ୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଆଉ ୬୬,୭୩୨ ଜଣ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୧,୨୦,୫୩୯ରେ ପହଞ୍ଚି ଯାଇଛି। ଏମାନଙ୍କ ମଧ୍ୟରୁ ୬୧, ୪୯,୫୩୬ ଜଣ ଆରୋଗ୍ୟ ଲାଭ କରି ସାରିଲେଣି। ରବିବାର ସାରା ଦେଶରେ ୭୧,୫୫୯ ଜଣ ଏହି ପ୍ରାଣଘାତୀ ଭାଇରସକୁ ମାତ୍‌ ଦେଇ ସୁସ୍ଥ ହୋଇଛନ୍ତି।

ତେବେ ଗୋଟିଏ ଦିନରେ କରୋନା ୮୧୬ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୦୯,୧୫୦ରେ ପହଞ୍ଚି ଯାଇଛି। ଏବେ ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ୮,୬୧,୮୫୩ ରହିଛି। ଗତକାଲି ଅପେକ୍ଷେ ଆଜି ଏହି ସଂଖ୍ୟା ୫୬୪୩ ହ୍ରାସ ପାଇଛି। ଦିନକୁ ଦିନ ଆକ୍ଟିଭ କେସ୍‌ ସଂଖ୍ୟା କମୁଥିବାରୁ ସାରା ଦେଶରେ ଏକ ଆଶ୍ୱସ୍ତିକର ପରିବେଶ ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ ଗତକାଲି ୯,୯୪,୮୫୧ଟି ନମୁନା ପରୀକ୍ଷା କରାଯାଇଛି। ଏଯାବାତ ଦେଶରେ ୮,୭୮,୭୨,୦୯୩ଟି ନମୁନା ପରୀକ୍ଷା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story