ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ ଗଠନ ହେଲା ଟ୍ରଷ୍ଟ

ଲକ୍ଷ୍ନୌ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରକ୍ରିୟା ଜୋରସୋରରେ ଆଗେଇ ଚାଲିଛି। ଆସନ୍ତା ୫ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରାଯିବ। ତେବେ ଏସବୁ ଭିତରେ ଆଯୋଧ୍ୟାରେ ମସଜିଦ୍‌ ନିର୍ମାଣ ପାଇଁ ଆଜି ସୁନ୍ନି ୱାକଫ ବୋର୍ଡ ପକ୍ଷରୁ ଟ୍ରଷ୍ଟ ଗଠନ ହୋଇଛି। ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଯୋଧ୍ୟାରେ ସୁନ୍ନି ୱାକଫ ବୋର୍ଡକୁ ମସଜିଦ ନିର୍ମାଣ ପାଇଁ ୫ ଏକର ଜମି ଯୋଗାଇ ଦେଇଥିଲେ। ଉକ୍ତ ଜମିରେ ମସଜିଦ ନିର୍ମାଣ […]

xd

xd

Hemant Lenka
  • Published: Wednesday, 29 July 2020
  • Updated: 29 July 2020, 06:25 PM IST

Sports

Latest News

ଲକ୍ଷ୍ନୌ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରକ୍ରିୟା ଜୋରସୋରରେ ଆଗେଇ ଚାଲିଛି। ଆସନ୍ତା ୫ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରାଯିବ। ତେବେ ଏସବୁ ଭିତରେ ଆଯୋଧ୍ୟାରେ ମସଜିଦ୍‌ ନିର୍ମାଣ ପାଇଁ ଆଜି ସୁନ୍ନି ୱାକଫ ବୋର୍ଡ ପକ୍ଷରୁ ଟ୍ରଷ୍ଟ ଗଠନ ହୋଇଛି।

ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଯୋଧ୍ୟାରେ ସୁନ୍ନି ୱାକଫ ବୋର୍ଡକୁ ମସଜିଦ ନିର୍ମାଣ ପାଇଁ ୫ ଏକର ଜମି ଯୋଗାଇ ଦେଇଥିଲେ। ଉକ୍ତ ଜମିରେ ମସଜିଦ ନିର୍ମାଣ କେମିତି ହେବ ଓ ଏହାର ଢାଞ୍ଚା କେମିତି ହେବ, ସେଥିପାଇଁ ବୋର୍ଡ ପକ୍ଷରୁ ଏକ ଟ୍ରଷ୍ଟ ଗଠନ କରାଯାଇଛି। ଏହାର ନାଁ ଇଣ୍ଡୋ-ଇସଲାମିକ କଲଚରାଲ ଫାଉଣ୍ଡେସନ ରହିଛି। ଏଥିରେ ୧୫ ଜଣ ସଦସ୍ୟ ରହିଛନ୍ତି।

ଅଯୋଧ୍ୟାର ଧାନ୍ନିପୁର ଗାଁରେ ସୁନ୍ନି ୱାକଫ ବୋର୍ଡକୁ ମିଳିଥିବା ଜମିରେ ହିଁ ମସଜିଦ ନିର୍ମାଣ କରାଯିବ। ଉତ୍ତର ପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ଟ୍ରଷ୍ଟର ଫାଉଣ୍ଡର ଟ୍ରଷ୍ଟି ଭାବେ କାର୍ଯ୍ୟ କରିବ।

ବାବ୍ରୀ ମସଜିଦ ଯେତିକି ଉଚ୍ଚ ଓ ଯେମିତି ଦେଖାଯାଉଥିଲା ୫ ଏକର ଜମିରେ ସମାନ ଢାଞ୍ଚାରେ ମସଜିଦ ନିର୍ମାଣ କରାଯିବ। ଏଠାରେ ଲୋକଙ୍କୁ ମେଡିକାଲ ଓ ସ୍ୱାସ୍ଥ୍ୟଗତ ସୁବିଧା ଯୋଗାଇ ଦିଆଯିବ। କମ୍ୟୁନିଟି କିଚିନ, ଇଣ୍ଡୋ-ଇସଲାମିକ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଗବେଷଣା କେନ୍ଦ୍ର, ସଂଗ୍ରାହଳୟ, ଲାଇବ୍ରେରୀ ଓ ପବ୍ଲିଶିଂ ହାଉସ ତିଆରି ହେବ।

କରୋନା ଭାଇରସର ଆତଙ୍କ ଶେଷ ହେବା ପରେ ହିଁ ମସଜିଦ କାମ ଆରମ୍ଭ ହେବ। କାରଣ ବର୍ତ୍ତମାନ କରୋନା ବିରୋଧରେ ଲଢ଼େଇ କରିବା ଏବେ ଦେଶର ପ୍ରାଥମିକତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story