ଚାନ୍ଦବାଗରୁ ମିଳିଲା ଗୁଇନ୍ଦା ଅଫିସରଙ୍କ ମୃତଦେହ

ନୂଆଦିଲ୍ଲୀ: ବୁଧବାର ସକାଳୁ ହିଂସା ପ୍ରବଣ ଉତ୍ତର ପୂର୍ବ ଦିଲ୍ଲୀର ଚାନ୍ଦବାଗରୁ ଜଣେ ଅଣ୍ଡର ଟ୍ରେନିଂ ଗୁଇନ୍ଦା ଅଫିସରଙ୍କ ମୃତଦେହ ମିଳିଛି। ଏହି ଅଫିସର ଜଣଙ୍କ ଇଣ୍ଟଲିଜେନ୍ସ ବ୍ୟୁରୋ(ଆଇବି)ରେ ଟ୍ରେନିଂ ନେଉଥିଲେ। ଚାନ୍ଦବାଗର ଏକ ଡ୍ରେନ୍‌ ମଧ୍ୟରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଅଫିସର ଜଣଙ୍କ ଆଇବିରେ ୨୦୧୭ରେ ଯୋଗଦେଇଥିଲେ। ଏବେ ତାଙ୍କୁ ଡ୍ରାଇଭର ଭାବେ ଟ୍ରେନିଂ ଦିଆଯାଉଥିଲା। ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଚାନ୍ଦବାଗରେ ସୋମବାରଠାରୁ ସଂଘର୍ଷ ସୃଷ୍ଟି ହୋଇଛି। ଏଠାରେ ମଧ୍ୟ କିଛି […]

eb

eb

Hemant Lenka
  • Published: Wednesday, 26 February 2020
  • Updated: 26 February 2020, 01:55 PM IST

Sports

Latest News

ନୂଆଦିଲ୍ଲୀ: ବୁଧବାର ସକାଳୁ ହିଂସା ପ୍ରବଣ ଉତ୍ତର ପୂର୍ବ ଦିଲ୍ଲୀର ଚାନ୍ଦବାଗରୁ ଜଣେ ଅଣ୍ଡର ଟ୍ରେନିଂ ଗୁଇନ୍ଦା ଅଫିସରଙ୍କ ମୃତଦେହ ମିଳିଛି। ଏହି ଅଫିସର ଜଣଙ୍କ ଇଣ୍ଟଲିଜେନ୍ସ ବ୍ୟୁରୋ(ଆଇବି)ରେ ଟ୍ରେନିଂ ନେଉଥିଲେ। ଚାନ୍ଦବାଗର ଏକ ଡ୍ରେନ୍‌ ମଧ୍ୟରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଅଫିସର ଜଣଙ୍କ ଆଇବିରେ ୨୦୧୭ରେ ଯୋଗଦେଇଥିଲେ।

ଏବେ ତାଙ୍କୁ ଡ୍ରାଇଭର ଭାବେ ଟ୍ରେନିଂ ଦିଆଯାଉଥିଲା। ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଚାନ୍ଦବାଗରେ ସୋମବାରଠାରୁ ସଂଘର୍ଷ ସୃଷ୍ଟି ହୋଇଛି। ଏଠାରେ ମଧ୍ୟ କିଛି ଲୋକଙ୍କ ଜୀବନ ଯିବା ସହ ବ୍ୟାପକ ପୋଡ଼ାଜଳା ହୋଇଛି।

ସମ୍ଭବତଃ ଏହି ହିଂସାରେ ହିଁ ଅଫିସର ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ହେଲେ ପୁଲିସ୍‌ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story