ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, କୁପୱାଡାରେ ଇଣ୍ଟରନେଟ୍‌ ସେବା ବନ୍ଦ

ନୂଆଦିଲ୍ଲୀ: ଗୋଟିଏ ପଟେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିବା ପାକିସ୍ତାନ ଅନ୍ୟପଟେ ଭାରତକୁ ଆତଙ୍କବାଦୀ ପଠାଇବାକୁ ପ୍ରୟାସ କରିଛି। ଜମ୍ମୁ-କଶ୍ମୀରର କେରନ ସେକ୍ଟର ସ୍ଥିତ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ପଟୁ ହେଉଥିବା ଅନୁପ୍ରବେଶକୁ ଆଜି ଭାରତୀୟ ସୁରକ୍ଷାକର୍ମୀ ପଣ୍ଡ କରିଦେଇଛନ୍ତି। ଅନୁପ୍ରବେଶ ପଣ୍ଡ ହୋଇଥିଲେ ହେଁ ବିପଦ ଟଳିନାହିଁ। ତେଣୁ ସୁରକ୍ଷା ଦୃଷ୍ଟିରୁ କୁପୱାଡାରେ ଜିଲ୍ଲାରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରିଦିଆଯାଇଛି। ପ୍ରଥମେ କେରନ ସେକ୍ଟରରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଥିଲା। ଏହି ସମୟରେ ସୀମାରେ ସନ୍ଦିଗ୍ଧ […]

ui

ui

Hemant Lenka
  • Published: Friday, 13 November 2020
  • Updated: 13 November 2020, 04:58 PM IST

Sports

Latest News

ନୂଆଦିଲ୍ଲୀ: ଗୋଟିଏ ପଟେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିବା ପାକିସ୍ତାନ ଅନ୍ୟପଟେ ଭାରତକୁ ଆତଙ୍କବାଦୀ ପଠାଇବାକୁ ପ୍ରୟାସ କରିଛି। ଜମ୍ମୁ-କଶ୍ମୀରର କେରନ ସେକ୍ଟର ସ୍ଥିତ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ପଟୁ ହେଉଥିବା ଅନୁପ୍ରବେଶକୁ ଆଜି ଭାରତୀୟ ସୁରକ୍ଷାକର୍ମୀ ପଣ୍ଡ କରିଦେଇଛନ୍ତି।

ଅନୁପ୍ରବେଶ ପଣ୍ଡ ହୋଇଥିଲେ ହେଁ ବିପଦ ଟଳିନାହିଁ। ତେଣୁ ସୁରକ୍ଷା ଦୃଷ୍ଟିରୁ କୁପୱାଡାରେ ଜିଲ୍ଲାରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରିଦିଆଯାଇଛି। ପ୍ରଥମେ କେରନ ସେକ୍ଟରରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଥିଲା। ଏହି ସମୟରେ ସୀମାରେ ସନ୍ଦିଗ୍ଧ ଗତିବିଧି ଲକ୍ଷ୍ୟ କରାଯାଇଥିଲା।

ଏ ସମ୍ପର୍କରେ ଖବର ପାଇ ସୁରକ୍ଷାକର୍ମୀମାନେ ଆଲର୍ଟ ହୋଇଯାଇଥିଲା। ପାକିସ୍ତାନକୁ ଜବାବ ଦେବା ସହ ସେମାନେ ଅନୁପ୍ରେବଶ ଉଦ୍ୟମକୁ ପଣ୍ଡ କରିଦେଇଥିଲେ। ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଥିଲେ ହେଁ କେରନ ସେକ୍ଟର ଠାରୁ ଆରମ୍ଭ କରି ଉରି ସେକ୍ଟର ଯାଏ ପାକିସ୍ତାନ ସେନା ଗୁଳିମାଡ଼ ଜାରି ରଖିଛନ୍ତି। ଭାରତ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story