ଶିଶୁକନ୍ୟାକୁ ନିର୍ମମ ହତ୍ୟା ଘଟଣା: ସାଂପ୍ରଦାୟିକ ହିଂସା ଆଶଙ୍କାରେ ଜାରି ହେଲା ୧୪୪ ଧାରା

ଆଲିଗଡ଼: ଉତ୍ତର ପ୍ରଦେଶର ଆଲିଗଡ଼ ଅନ୍ତର୍ଗତ ତପ୍ପାଲ ସହରେ ଅଢ଼େଇ ବର୍ଷର ଶିଶୁକନ୍ୟାକୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିବା ଘଟଣାକୁ ନେଇ ଏବେ ସ୍ଥିତି ବିଗିଡ଼ିବାରେ ଲାଗିଛି। ସ୍ଥାନୀୟ ଅଞ୍ଚଳରେ ସାଂପ୍ରଦାୟିକ ହିଂସା ଘଟିବାର ଆଶଙ୍କା ପାଇବାରୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି। ବିଭିନ୍ନ ସ୍ଥାନରେ ୧୪୪ ଧାରା ଲାଗୁ କରାଯିବା ସହ ଅତିରିକ୍ତ ସୁରକ୍ଷାବଳ ମୁତୟନ କରାଯାଇଛି। ସେହିପରି ଇଣ୍ଟରନେଟ୍‌ ସେବାକୁ ରଦ୍ଦ କରିଦିଆଯାଇଛି। ଦକ୍ଷିଣ ପନ୍ଥୀ ଗୋଷ୍ଠୀ ହତ୍ୟା ଘଟଣାକୁ ଦୃଷ୍ଟିରେ […]

sw

sw

Hemant Lenka
  • Published: Monday, 10 June 2019
  • Updated: 10 June 2019, 09:25 PM IST

Sports

Latest News

ଆଲିଗଡ଼: ଉତ୍ତର ପ୍ରଦେଶର ଆଲିଗଡ଼ ଅନ୍ତର୍ଗତ ତପ୍ପାଲ ସହରେ ଅଢ଼େଇ ବର୍ଷର ଶିଶୁକନ୍ୟାକୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିବା ଘଟଣାକୁ ନେଇ ଏବେ ସ୍ଥିତି ବିଗିଡ଼ିବାରେ ଲାଗିଛି। ସ୍ଥାନୀୟ ଅଞ୍ଚଳରେ ସାଂପ୍ରଦାୟିକ ହିଂସା ଘଟିବାର ଆଶଙ୍କା ପାଇବାରୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି। ବିଭିନ୍ନ ସ୍ଥାନରେ ୧୪୪ ଧାରା ଲାଗୁ କରାଯିବା ସହ ଅତିରିକ୍ତ ସୁରକ୍ଷାବଳ ମୁତୟନ କରାଯାଇଛି। ସେହିପରି ଇଣ୍ଟରନେଟ୍‌ ସେବାକୁ ରଦ୍ଦ କରିଦିଆଯାଇଛି।

ଦକ୍ଷିଣ ପନ୍ଥୀ ଗୋଷ୍ଠୀ ହତ୍ୟା ଘଟଣାକୁ ଦୃଷ୍ଟିରେ ରଖି ଅଭିଯୁକ୍ତମାନଙ୍କୁ ଦଣ୍ଡ ଦେବା ପାଇଁ ମହାପଞ୍ଚାୟତ ଆୟୋଜନ କରିବାକୁ ଯୋଜନା କରୁଥିବା ଜଣାପଡ଼ିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଅନ୍ୟପକ୍ଷରେ ତପ୍ପାଲର ସର୍କଲ ଅଫିସର ପଙ୍କଜ ଶ୍ରୀବାସ୍ତବକୁ ଆଜି ବଦଳି କରାଯାଇଛି। ମୁସଲିମ ସଂପ୍ରଦାୟର ଲୋକମାନେ ଅଞ୍ଚଳ ଛାଡ଼ୁଥିବା ଖବର ଆସିଥିଲେ ହେଁ ଏହାକୁ ପ୍ରଶାସନ ପକ୍ଷରୁ ଖଣ୍ଡନ କରାଯାଇଛି। ମୁସଲିମ ସଂପ୍ରଦାୟର ଲୋକମାନେ କୌଣସି ପ୍ରକାରର ଅଞ୍ଚଳ ଛାଡ଼ି ନାହାନ୍ତି। ସେମାନେ କାମରେ ବାହାରକୁ ଯାଇଛନ୍ତି ଏବଂ ଖୁବ୍‌ଶୀଘ୍ର ଫେରିବେ ବୋଲି କୁହାଯାଇଛି।

ଏହି ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ପଡ଼ୋଶୀ ଲୋକଙ୍କ ଠାରୁ ଟଙ୍କା ଧାରା ନେଇଥିଲେ। ୪୦ ହଜାର ଟଙ୍କାରେ ସେ ୩୫ ହଜାର ଫେରାଇଥିବା ବେଳେ ଆଉ ୫ ହଜାର ଟଙ୍କା ଖୁବ୍‌ଶୀଘ୍ର ଦେବେ ବୋଲି କହିଥିଲେ। ହେଲେ ପଡ଼ୋଶୀ ଜଣଙ୍କ ତାଙ୍କ ସହଯୋଗୀଙ୍କ ସହ ମିଶି କରଜ ନେଇଥିବା ବ୍ୟକ୍ତିଙ୍କ ଅଢ଼େଇ ବର୍ଷର ଝିଅକୁ ଅପହରଣ କରି ହତ୍ୟା କରିଛନ୍ତି। ଏହାପରେ ସେମାନେ ଝିଅଟିର ଆଖି ମଧ୍ୟ ତାଡ଼ି ଦେଇଥିଲେ। ଏହି ଘଟଣାରେ ପୁଲିସ୍‌ ଜାହେଦ ଓ ଆଲାମ ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story