Jio ଅଫର ସହ ନୂଆ ସ୍ମାର୍ଟଫୋନ୍‌ ବଜାରକୁ ଛାଡ଼ିଲା Intex : ମୂଲ୍ୟ ମାତ୍ର...

ନୂଆଦିଲ୍ଲୀ: Intex ଭାରତରେ ତା’ର ନୂଆ ସ୍ମାର୍ଟଫୋନ Intex Aqua Lions E3 ଲଞ୍ଚ କରିଛି। ଏହାର ମୂଲ୍ୟ ବହୁତ କମ ରହିଛି। ଯାହା ସାଧାରଣରୁ ଅତି ସାଧାରଣ ବର୍ଗର ଗ୍ରାହକଙ୍କୁ ସୁହାଇବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା Jio ଅଫର ସହ ଫୋନ୍‌ଟି ଲଞ୍ଚ ହୋଇଛି। ଗତମାସ କମ୍ପାନୀ Aqua Lions T1 ର ବେସିକ ଭର୍ସନ Aqua T1 Lite କରିଥିଲା। ଲଞ୍ଚ ଅଫରରେ ରିଲାଏନ୍ସ Jio ତରଫରୁ ୨୨୦୦ ଟଙ୍କାର ଇନଷ୍ଟେଡ କ୍ୟାସ୍‌ବ୍ୟାକ୍‌ ଦିଆଯାଉଛି। […]

intex

intex

Rakesh Mallick
  • Published: Wednesday, 21 March 2018
  • Updated: 21 March 2018, 09:03 AM IST

Sports

Latest News

ନୂଆଦିଲ୍ଲୀ: Intex ଭାରତରେ ତା’ର ନୂଆ ସ୍ମାର୍ଟଫୋନ Intex Aqua Lions E3 ଲଞ୍ଚ କରିଛି। ଏହାର ମୂଲ୍ୟ ବହୁତ କମ ରହିଛି। ଯାହା ସାଧାରଣରୁ ଅତି ସାଧାରଣ ବର୍ଗର ଗ୍ରାହକଙ୍କୁ ସୁହାଇବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା Jio ଅଫର ସହ ଫୋନ୍‌ଟି ଲଞ୍ଚ ହୋଇଛି। ଗତମାସ କମ୍ପାନୀ Aqua Lions T1 ର ବେସିକ ଭର୍ସନ Aqua T1 Lite କରିଥିଲା।

ଲଞ୍ଚ ଅଫରରେ ରିଲାଏନ୍ସ Jio ତରଫରୁ ୨୨୦୦ ଟଙ୍କାର ଇନଷ୍ଟେଡ କ୍ୟାସ୍‌ବ୍ୟାକ୍‌ ଦିଆଯାଉଛି। ଏଥିପାଇଁ ଗ୍ରାହକଙ୍କୁ ନିଜ Jio ନମ୍ବରରେ ୧୯୮ କିମ୍ବା ୨୯୯ ଟଙ୍କାର ରିଚାର୍ଜ କରିବାକୁ ପଡ଼ିବ। ଏହାପରେ My Jio App ଜରିଆରେ ଆପଣଙ୍କୁ ୫୦ ଟଙ୍କାର ଭାଉଚର ଦିଆଯିବ, ଯେଉଁଥିରେ ଆପଣଙ୍କୁ ୪୪  ଟଙ୍କାର କ୍ୟାସବ୍ୟାକ ମିଳିବ।

କ’ଣ ରହିଛି ଫିଚର

Intex Aqua Lions E3 ରେ ଡୁଆଲ ସିମ୍‌ ସଫୋର୍ଟର ଦିଆଯାଇଛି। ଏହି ସ୍ମାର୍ଟଫୋନରେ 720x1280 Pixel resolution ସହ ୫ ଇଞ୍ଚର HD ଡିସ୍‌ପ୍ଲେ ଦିଆଯାଉଛି। ଏହା Android 7.0 Nougat ରେ ଚାଲୁଛି। ଏଥିରେ 2GB RAM ଓ Mali 400 GPU ସହ 1.3GHz Quad-core Spreadtrum SC9832A ପ୍ରୋସେସର ଦିଆଯାଇଛି।

ଫୋନ୍‌ର ରିୟରରେ ୮ ମେଗାଫିକ୍ସେଲ କ୍ୟାମେରା ରହିଛି ଏବଂ ଫ୍ରଣ୍ଟରେ ସେଲଫି ପାଇଁ ୫ ମେଗାଫିକ୍ସେଲ କ୍ୟାମେରା ଦିଆଯାଇଛି। ଏହାସହ ରିୟର କ୍ୟାମେରାରେ LED ଫ୍ଲାସ୍‌ ଦିଆଯାଇଛି। Aqua Lions E3 ର ଇଣ୍ଟରନାଲ ମେମୋରୀ 16GB ରହିଛି। ଏହାକୁ ଆପଣ 32GB ପର୍ଯ୍ୟନ୍ତ ବଢ଼ାଇ ପାରିବେ। ଏହାସହ 4G VoLTE, WLAN, Bluetooth, FM radio, 3.5mmAh Audio Jack ଓ ଏକ Micro-USB 2.0 ପୋର୍ଟ ରହିଛି। ଏହାର ବ୍ୟାଟେରୀ କାପାସିଟି 2500mAh ରହିଛି।

ଏହି ସ୍ମାର୍ଟଫୋନ୍‌ କେବଳ ବ୍ଲାକ୍‌ କଲର୍‌ରେ ଲଞ୍ଚ ହୋଇଛି। କମ୍ପାନୀର ସରକାରୀ ୱେବସାଇନ୍‌ରେ ଏହାର ମୂଲ୍ୟ ୬,୯୯୯ ଟଙ୍କା ଉଲ୍ଲେଖ କରାଯାଇଛି। ହେଲେ ଏହା ୫,୯୯୯ ଟଙ୍କାରେ ବଜାରରେ ଉପଲବ୍ଧ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story