ଆଇଏନଏକ୍ସ ମିଡିଆ ଓ ପି ଚିଦାମ୍ବରମ

ନୂଆଦିଲ୍ଲୀ: ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଓ ଗୃହମନ୍ତ୍ରୀ ତଥା କଂଗ୍ରେସର ରାଜ୍ୟସଭା ସାଂସଦ ପି ଚିଦାମ୍ବରମ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି। ତେବେ ଏହି ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲା କ’ଣ? କେବେ ଏହା ସାମ୍ନାକୁ ଆସିଥିଲା, ତା’ର ଏକ ଘଟଣାକ୍ରମ: ୨୦୧୭ ମେ ୧୫: ସିବିଆଇ ଏକ ଏଫ୍‌ଆଇଆର ରୁଜୁ କରିଥିଲା। ୨୦୦୭ରେ ଆଇଏନଏକ୍ସ ମିଡିଆକୁ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ଯୋଗାଣ ପାଇଁ ଏଫ୍‌ଆଇପିବି ନିୟମରେ ହେରଫେର କରାଯାଇଥିବା ଅଭିଯୋଗ […]

e

e

Hemant Lenka
  • Published: Thursday, 22 August 2019
  • Updated: 22 August 2019, 03:34 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଓ ଗୃହମନ୍ତ୍ରୀ ତଥା କଂଗ୍ରେସର ରାଜ୍ୟସଭା ସାଂସଦ ପି ଚିଦାମ୍ବରମ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି। ତେବେ ଏହି ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲା କ’ଣ? କେବେ ଏହା ସାମ୍ନାକୁ ଆସିଥିଲା, ତା’ର ଏକ ଘଟଣାକ୍ରମ:

୨୦୧୭ ମେ ୧୫: ସିବିଆଇ ଏକ ଏଫ୍‌ଆଇଆର ରୁଜୁ କରିଥିଲା। ୨୦୦୭ରେ ଆଇଏନଏକ୍ସ ମିଡିଆକୁ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ଯୋଗାଣ ପାଇଁ ଏଫ୍‌ଆଇପିବି ନିୟମରେ ହେରଫେର କରାଯାଇଥିବା ଅଭିଯୋଗ ହୋଇଥିଲା।

୨୦୧୮: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ଘଟଣାରେ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଏହାପରେ ଚିଦାମ୍ବରମଙ୍କୁ ଜେରା କରିବାକୁ ସମନ କରିଥିଲା।
୨୦୧୮, ମେ ୩୦: ସିବିଆଇ ରୁଜୁ କରିଥିବା ଦୁର୍ନୀତି ମାମଲାରେ ଅନ୍ତରୀଣ ଜାମିନ୍ ପାଇଁ ଚିଦାମ୍ବରମ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ।
୨୦୧୮, ଜୁଲାଇ ୨୩: ପ୍ରବର୍ତ୍ତନ ନେର୍ଦ୍ଦେଶାଳୟ ଏହି ମାମଲାରେ ରୁଜୁ କରିଥିବା ମନି ଲଣ୍ଡିରିଂ ମାମଲାରେ ଅନ୍ତରୀଣ ଜାମିନ ପାଇଁ ଚିଦାମ୍ବରମ ଆବେଦନ କରିଥିଲେ।
୨୦୧୮, ଜୁଲାଇ ୨୫: ଦୁଇ ମାମଲାରେ ଗିରଫଦାରୀରୁ ହାଇକୋର୍ଟ ଚିଦାମ୍ବରମଙ୍କୁ ସୁରକ୍ଷା ଯୋଗାଇ ଦେଇଥିଲେ।
୨୦୧୯, ଜାନୁଆରୀ ୨୫: ଉଭୟ ମାମଲାରେ ହାଇକୋର୍ଟ ପୂର୍ବ ରାୟକୁ ସଂରକ୍ଷିତ ରଖିଥିଲେ।
୨୦୧୯, ଅଗଷ୍ଟ ୨୦: ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କ ଅନ୍ତରୀଣ ଜାମିନ୍ ଆବେଦନକୁ ଖାରଜ କରିଦେଇଥିଲେ। ଏଥିସହ ସୁପ୍ରିମକୋର୍ଟ ଯିବାକୁ ସେ ୩ ଦିନର ସମୟ ମାଗିଥିଲେ ହେଁ ଏହାକୁ ମଧ୍ୟ କୋର୍ଟ ଅଗ୍ରାହ୍ୟ କରିଥିଲେ।

୨୦୧୯, ଅଗଷ୍ଟ ୨୧: ହାଇଡ୍ରାମା ପରେ ସିବିଆଇ ଟିମ୍‌ ଚିଦାମ୍ବରମଙ୍କୁ ତାଙ୍କ ଘରୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story