ଇରାନରେ କରୋନା ନେଲାଣି ୬୬ ଜୀବନ

ତେହରାନ: ଚାଇନା ପରେ ଏବେ ଇରାନରେ ଘାତକ ହେଲାଣି କରୋନା ଭାଇରସ। ଏହି ପ୍ରାଣଘାତୀ ଭାଇରସରେ ଆକ୍ରାନ୍ତ ହୋଇ ଇରାନରେ ଏଯାଏ ୬୬ ଜଣଙ୍କ ମୃତ୍ୟୁ ଘଟୁଥିବା ବେଳେ ୧୫୦୧ ଜଣ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ସୂଚନା ଇରାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁଖପାତ୍ର ଦେଇଛନ୍ତି। ଚାଇନା ବାହାରେ କରୋନା ଭାଇରସ ଇରାନରେ ହିଁ ସବୁଠାରୁ ଅଧିକ ଜୀବନ ନେଇ ସାରିଲାଣି। ଫେବୃଆରୀ ୧୯ରେ ପ୍ରଥମେ କରୋନା ଜନିତ ମୃତ୍ୟୁ ଘଟଣା ଇରାନରୁ ଆସିଥିଲା। […]

en

en

Hemant Lenka
  • Published: Monday, 02 March 2020
  • Updated: 02 March 2020, 05:57 PM IST

Sports

Latest News

ତେହରାନ: ଚାଇନା ପରେ ଏବେ ଇରାନରେ ଘାତକ ହେଲାଣି କରୋନା ଭାଇରସ। ଏହି ପ୍ରାଣଘାତୀ ଭାଇରସରେ ଆକ୍ରାନ୍ତ ହୋଇ ଇରାନରେ ଏଯାଏ ୬୬ ଜଣଙ୍କ ମୃତ୍ୟୁ ଘଟୁଥିବା ବେଳେ ୧୫୦୧ ଜଣ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ସୂଚନା ଇରାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁଖପାତ୍ର ଦେଇଛନ୍ତି।

ଚାଇନା ବାହାରେ କରୋନା ଭାଇରସ ଇରାନରେ ହିଁ ସବୁଠାରୁ ଅଧିକ ଜୀବନ ନେଇ ସାରିଲାଣି। ଫେବୃଆରୀ ୧୯ରେ ପ୍ରଥମେ କରୋନା ଜନିତ ମୃତ୍ୟୁ ଘଟଣା ଇରାନରୁ ଆସିଥିଲା। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଶହ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ମିଳିଥିଲା। ହେଲେ ଇତି ମଧ୍ୟରେ ଇରାନ ସରକାରଙ୍କ ବହୁ ବରିଷ୍ଠ ଅଧିକାରୀଙ୍କ ସମେତ ସାଧାରଣ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି।

ଆଜି ଇରାନର କାଉଦସିଲ ସଦସ୍ୟ ତଥା ସୁପ୍ରିମ ଲିଡର ଅୟୋତୁଲ୍ଲା ଅଲୀ ଖାମେନିଙ୍କ ଜଣେ ଘନିଷ୍ଠ ସହଯୋଗୀ କରୋନାରେ ପ୍ରାଣ ହରାଇଛନ୍ତି। ସୂତ୍ର ଅନୁସାରେ ଏକ୍ସପେଣ୍ଡେନ୍ସି କାଉନସିଲ ସଦସ୍ୟ ୭୧ ବର୍ଷୀୟ ମହମ୍ମଦ ମୀରମହମାଦି ଆଜି ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story