ସମୁଦ୍ର ଭିତରେ ଇରାନ୍‌ ତୈଳ ଜାହାଜକୁ ରକେଟ ମାଡ଼ କଲା ସାଉଦି!

ତେହେରାନ୍‌: ସାଉଦି ଆରବ ଉପକୂଳ ଦେଇ ରେଡ୍‌ ସି’ରେ ଯାଉଥିବା ଇରାନ୍‌ର ସିନୋପା ନାମକ ତେଲ ଜାହାଜ ଉପରେ ଦୁଇଟି ରେକଟ୍‌ ମାଡ଼ କରାଯାଇଛି। ରକେଟ୍‌ ମାଡ଼ ଯୋଗୁ ଜାହାଜଟିରେ ନିଆଁ ଲାଗିଯାଇଛି। ସେହିପରି ଏହା ମଧ୍ୟରେ ଥିବା ତେଲଗୁଡ଼ିକ ଏବେ ସୁମଦ୍ରରେ ମିଶିବା ଆରମ୍ଭ କରିଛନ୍ତି। ଯାହା ଏକ ଭୟଙ୍କର ସ୍ଥିତି ସୃଷ୍ଟି ହେବାର ସଙ୍କେତ ଦେଇଛି। ଏହି ରେକଟ୍‌ ମାଡ଼ ପଛରେ ସାଉଦି ଆରବର ହାତ ରହିଥିବା ଇରାନ୍‌ ପକ୍ଷରୁ କୁହାଯାଇଛି। ଆମେରିକା କଥାରେ […]

s

s

Hemant Lenka
  • Published: Friday, 11 October 2019
  • Updated: 11 October 2019, 06:51 PM IST

ତେହେରାନ୍‌: ସାଉଦି ଆରବ ଉପକୂଳ ଦେଇ ରେଡ୍‌ ସି’ରେ ଯାଉଥିବା ଇରାନ୍‌ର ସିନୋପା ନାମକ ତେଲ ଜାହାଜ ଉପରେ ଦୁଇଟି ରେକଟ୍‌ ମାଡ଼ କରାଯାଇଛି। ରକେଟ୍‌ ମାଡ଼ ଯୋଗୁ ଜାହାଜଟିରେ ନିଆଁ ଲାଗିଯାଇଛି। ସେହିପରି ଏହା ମଧ୍ୟରେ ଥିବା ତେଲଗୁଡ଼ିକ ଏବେ ସୁମଦ୍ରରେ ମିଶିବା ଆରମ୍ଭ କରିଛନ୍ତି। ଯାହା ଏକ ଭୟଙ୍କର ସ୍ଥିତି ସୃଷ୍ଟି ହେବାର ସଙ୍କେତ ଦେଇଛି।

ଏହି ରେକଟ୍‌ ମାଡ଼ ପଛରେ ସାଉଦି ଆରବର ହାତ ରହିଥିବା ଇରାନ୍‌ ପକ୍ଷରୁ କୁହାଯାଇଛି। ଆମେରିକା କଥାରେ ହିଁ ସାଉଦି ଏଭଳି ଢଙ୍ଗରେ ଇରାନ୍‌ ଜାହାଜ ଉପରେ ଆକ୍ରମଣ କରିଥିବା ତେହେରାନ କହିଛି।

ଅନ୍ୟପକ୍ଷରେ ଇରାନ୍‌ର ଅଭିଯୋଗ ଉପରେ ସାଉଦି ଆରବ କିନ୍ତୁ କୌଣସି ପ୍ରତିକ୍ରିୟା ରଖି ନାହିଁ। ପୂର୍ବରୁ ସାଉଦି ଆରବ ତଥା ବିଶ୍ୱର ସର୍ବବୃହତ ତୈଳ ପ୍ଲାଣ୍ଟରେ ଡ୍ରୋନ୍‌ ଦ୍ୱାରା ଆକ୍ରମଣ କରାଯାଇଥିଲା। ଏହା ପଛରେ ଆତଙ୍କବାଦୀଙ୍କ ହାତ ଥିବା କୁହାଯାଉଥିଲେ ହେଁ ଆମେରିକା ଏଥିପାଇଁ ଇରାନ୍‌କୁ ଦାୟୀ କରିଥିଲା। ଏଥିସହ ସାଉଦି ଆରବକୁ ଇରାନ ବିରୋଧରେ ଉସକାଇବା ଆରମ୍ଭ କରିଥିଲା। ଫଳ ସ୍ୱରୂପ ଏଭଳି ଘଟଣା ଘଟିଥିବା ଆଶଙ୍କା କରାଯାଉଛି।

ଇରାନର ରାଷ୍ଟ୍ରାୟତ୍ତ ତେଲ କମ୍ପାନୀ (ଏନଆଇଓସି)ର ସୂଚନା ଅନୁଯାୟୀ ସାଉଦି ଆରବର ଜିଦ୍ଦାହ ବନ୍ଦରଠାରୁ ମାତ୍ର ଅଳ୍ପ ଦୂରରେ ଇରାନର ସିନୋପି ତେଲ ଟ୍ୟାଙ୍କର ଯାଉଥିଲା। ଏହି ସମୟରେ ଦୁଇଟି ମିସାଇଲ୍ ଆସି ତେଲ ଟ୍ୟାଙ୍କର ଉପରେ ପଡ଼ିଥିଲା। ମିସାଇଲ ମାଡ଼ରେ ଜାହାଜଟି କ୍ଷତିଗ୍ରସ୍ତ ହୋଇଥିଲେ ହେଁ ଏହା ମଧ୍ୟରେ ଥିବା ସମସ୍ତ ପାଇଲଟ୍ ଓ କର୍ମଚାରୀ ସୁରକ୍ଷିତ ରହିଛନ୍ତି।

ଗତ ସେପ୍ଚେମ୍ୱର ୧୪ରେ ସାଉଦି ଆରବର ରାଜଧାନୀ ରିଆଦରେ ଥିବା ଏକ ତେଲ ଡିପୋ ଉପରେ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରାଯାଇଥିଲା। ଏଥିରେ ସାଉଦି ଆରବକୁ ଅନେକ କ୍ଷତି ସହିବାକୁ ପଡ଼ିଥିଲା। ପାଖାପାଖି ୫.୭ ନିୟୁତ ବ୍ୟାରେଲ ତେଲ ନଷ୍ଟ ହୋଇଥିଲା। ଏହାପରେ ବିଭିନ୍ନ ଦେଶକୁ ସାଉଦି ଆରବ ତେଲ ରପ୍ତାନୀ ବନ୍ଦ କରି ଦେଇଥିଲା।

ଏହି ଘଟଣା ପାଇଁ ୟେମେନର ହୋଥି ବିଦ୍ରୋହୀ ଗୋଷ୍ଠୀ ନିଜକୁ ଦାୟୀ କରିଛି। ସାଉଦି ଆରବ କିନ୍ତୁ ଏଥିପାଇଁ ଇରାନକୁ ଦାୟୀ କରିଛି। ଆମେରିକା ମଧ୍ୟ ଏଥିରେ ସହମତି ପ୍ରକାଶ କରିଛି। ତେଣୁ ଆଜିର ଘଟଣା ଇରାନ, ସାଉଦି ଓ ଆମେରିକା ମଧ୍ୟରେ ଲାଗି ରହିଥିବା ବିବାଦକୁ ଆହୁରି ତୀବ୍ର କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story