ସ୍ୱର୍ଗକୁ ଯିବାକୁ ପାସପୋର୍ଟ !

ଇସଲାମିକ୍‌ ଆତଙ୍କବାଦୀ ସଂଗଠନ (ଆଇଏସଆଇଏସ) କେତେ ନୃଶଂସ ଓ କେତେ ଭୟଙ୍କର ସମସ୍ତେ ଜାଣନ୍ତି । ଏହି ଆତଙ୍କବାଦୀଙ୍କ ନାଁ ଶୁଣିଲେ ସମସ୍ତଙ୍କ ଲୋମ ଟାଙ୍କୁରି ଉଠେ। ସିରିଆ ଓ ଇରାକରେ ଏହି ଆତଙ୍କବାଦୀ ସଂଗଠନ ଆତଙ୍କ ସୃଷ୍ଟି କରିଛି। ସିରିଆ ସହିତ ଅନ୍ୟ ଦେଶମାନେ ମଧ୍ୟ ଏହି ଆତଙ୍କବାଦୀଙ୍କୁ ମୂଳପୋଛ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଏବେ ଏହି ଆତଙ୍କବାଦୀଙ୍କ ଏକ ଗୁଢ଼ ରହସ୍ୟ ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କିଛି […]

isis-pasports_1

isis-pasports_1

Rakesh Mallick
  • Published: Tuesday, 27 June 2017
  • Updated: 27 June 2017, 02:11 PM IST

Sports

Latest News

ଇସଲାମିକ୍‌ ଆତଙ୍କବାଦୀ ସଂଗଠନ (ଆଇଏସଆଇଏସ) କେତେ ନୃଶଂସ ଓ କେତେ ଭୟଙ୍କର ସମସ୍ତେ ଜାଣନ୍ତି । ଏହି ଆତଙ୍କବାଦୀଙ୍କ ନାଁ ଶୁଣିଲେ ସମସ୍ତଙ୍କ ଲୋମ ଟାଙ୍କୁରି ଉଠେ। ସିରିଆ ଓ ଇରାକରେ ଏହି ଆତଙ୍କବାଦୀ ସଂଗଠନ ଆତଙ୍କ ସୃଷ୍ଟି କରିଛି। ସିରିଆ ସହିତ ଅନ୍ୟ ଦେଶମାନେ ମଧ୍ୟ ଏହି ଆତଙ୍କବାଦୀଙ୍କୁ ମୂଳପୋଛ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଏବେ ଏହି ଆତଙ୍କବାଦୀଙ୍କ ଏକ ଗୁଢ଼ ରହସ୍ୟ ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

କିଛି ଦିନ ପୂର୍ବରୁ ସରିୟନ ଡିଫେନ୍ସ ଫୋର୍ସ ରକକାରେ ଆଇଏସଆଇଏସ ଆତଙ୍କବାଦୀ ରହୁଥିବା ସ୍ଥାନରେ ସର୍ଚ୍ଚ ଅପରେସନ କରୁଥିଲେ। ସର୍ଚ୍ଚ ଅପରେସନ ବେଳେ ସେମାନଙ୍କୁ ଏପରି କିଛି ତଥ୍ୟ ମିଳିଥିଲା, ଯାହାକୁ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଆତଙ୍କବାଦୀ ସଂଗଠନର ମୁଖ୍ୟ ଏକ ପାସପୋର୍ଟ ତିଆରି କରିଥିଲା। ସଂଗଠନର ଅନ୍ୟ ସଦସ୍ୟଙ୍କ ପାଇଁ। ତେବେ ସେ ପାସପୋର୍ଟ କୌଣସି ଦେଶ ଭ୍ରମଣ ପାଇଁ ନୁହେଁ। ସ୍ୱର୍ଗକୁ ଯିବା ପାଇଁ। ଆଶ୍ଚର୍ଯ୍ୟ ଲାଗୁଛି ନା? କିନ୍ତୁ କଥାଟା ସତ। ଏହି ପାସପୋର୍ଟରେ ଆରବୀ ଓ ଇଂରାଜୀ ଅକ୍ଷରରେ ଲେଖା ରହିଛି। ଆତଙ୍କବାଦୀ ସଂଗ୍ରଠନର ସଦସ୍ୟଙ୍କୁ ଏହି ପାସପୋର୍ଟ ବଣ୍ଟାଯାଇଥାଏ। ଏହି ଆତଙ୍କବାଦନୀ ସଂଗଠନରେ ସାମିଲ ହେଉଥିବା ନୂଆ ଯୁବକଙ୍କ ବ୍ରେନ୍ ୱାସ୍ କରାଯାଇ ସେମାନଙ୍କୁ ସଂଗଠନରେ ସାମିଲ କରାଯାଏ। ପ୍ରଥମେ ସେମାନଙ୍କୁ ଜିହାଦି ଟ୍ରେନିଂ ଦିଆଯାଇଥାଏ। ମୃତ୍ୟୁ ପରେ ସ୍ୱର୍ଗ ଯିବେ ବୋଲି ଏହି ଟ୍ରେନିଂ ବେଳେ ସେମାନଙ୍କ ମନରେ ବିଶ୍ୱାସ ଜନ୍ମା ଯାଇଥାଏ। ସଂଗଠନରେ ସାମିଲ ହୋଇଥିବା ନୂଆ ଯୁବକମାନେ ଏହି ମୁଖ୍ୟଙ୍କ କଥାରେ ବିଶ୍ୱାସ କରି ମାରିବାକୁ ଓ ମରିବାକୁ ଆଗେଇ ଆସିଥାନ୍ତି।

ସୌଜନ୍ୟ- ଦୈନିକ ଜାଗରଣ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story