ଇସ୍ରୋର ସ୍କ୍ରାମଜେଟ୍‌ ପରୀକ୍ଷଣ ସଫଳ

ହାଇଦ୍ରାବାଦ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋକୁ ଆଉ ଏକ ସଫଳତା ମିଳିଛି। ଇସ୍ରୋ ପକ୍ଷରୁ ଫ୍ୟୁଚରିଷ୍ଟିକ୍‌ ରକେଟ୍‌ ଇଞ୍ଜିନ୍‌ ସ୍କ୍ରାମଜେଟ୍‌ର ପରୀକ୍ଷଣ ହୋଇଛି। ପରୀକ୍ଷଣ ସଫଳ ହୋଇଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସକାଳ ୬ଟାରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଏହି ପରୀକ୍ଷଣ କରାଯାଇଛି। ଏଥିରେ ଏଭଳି ଜ୍ଞାନ କୌଶଳର ପ୍ରୟୋଗ କରାଯାଇଛି, ଯାହା ଫଳରେ ଇଞ୍ଜିନ୍‌ ଇନ୍ଧନ ଟ୍ୟାଙ୍କରୁ ନୁହେଁ, ବାୟୁମଣ୍ଡଳରୁ ଅକ୍ସଜେନ୍ ନେବ। ତେଣୁ ସାଟେଲାଇଟ୍‌ ଉତ୍‌କ୍ଷେପଣ ବ୍ୟୟ କମାଇବାରେ ସହାୟକ ହେବ […]

isro-launch

isro-launch

Rakesh Mallick
  • Published: Sunday, 28 August 2016
  • Updated: 28 August 2016, 11:00 AM IST

Sports

Latest News

ହାଇଦ୍ରାବାଦ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋକୁ ଆଉ ଏକ ସଫଳତା ମିଳିଛି। ଇସ୍ରୋ ପକ୍ଷରୁ ଫ୍ୟୁଚରିଷ୍ଟିକ୍‌ ରକେଟ୍‌ ଇଞ୍ଜିନ୍‌ ସ୍କ୍ରାମଜେଟ୍‌ର ପରୀକ୍ଷଣ ହୋଇଛି। ପରୀକ୍ଷଣ ସଫଳ ହୋଇଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସକାଳ ୬ଟାରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଏହି ପରୀକ୍ଷଣ କରାଯାଇଛି।

ଏଥିରେ ଏଭଳି ଜ୍ଞାନ କୌଶଳର ପ୍ରୟୋଗ କରାଯାଇଛି, ଯାହା ଫଳରେ ଇଞ୍ଜିନ୍‌ ଇନ୍ଧନ ଟ୍ୟାଙ୍କରୁ ନୁହେଁ, ବାୟୁମଣ୍ଡଳରୁ ଅକ୍ସଜେନ୍ ନେବ। ତେଣୁ ସାଟେଲାଇଟ୍‌ ଉତ୍‌କ୍ଷେପଣ ବ୍ୟୟ କମାଇବାରେ ସହାୟକ ହେବ ଏହି ସ୍କ୍ରାମଜେଟ୍‌। ପୂର୍ବରୁ କେବଳ ଆମେରିକା ଏବଂ  ଅଷ୍ଟ୍ରେଲିଆ ଏଭଳି ଇଞ୍ଜିନ୍ ପରୀକ୍ଷଣ କରାଇ ପାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos