ଅଡୁଆରେ ‘ଝାଡୁ’: ଆୟକର ବିଭାଗ ପଠାଇଛି ୩୦ କୋଟିର ନୋଟିସ୍‌

ନୂଆଦିଲ୍ଲୀ:  ଆମ ଆଦମୀ ପାର୍ଟିକୁ ୩୦ କୋଟି ଟଙ୍କାର ଆୟକର ନୋଟିସ୍ ଆସିଛି । ଫଳରେ ଝାଡୁ ଦଳ ଏବେ ଅଡୁଆରେ । ୨୦୧୪-୧୫ ବର୍ଷରେ ଦଳକୁ ମିଳିଥିବା ଚାନ୍ଦା ସମ୍ପର୍କରେ ତଥ୍ୟ ଲୁଚାଇବା ଦଳପାଇଁ ଏବେ ବୁମେରାଂ ହୋଇଛି। ଏଣୁ ଦଳଠାରୁ କାହିଁକି ୩୦ କୋଟି ଟଙ୍କା ଆଦାୟ କରାଯିବ ନାହିଁ ସେ ନେଇ ପ୍ରଶ୍ନ କରିଛି ଆୟକର ବିଭାଗ। ଡିସେମ୍ବର ୭ ତାରିଖ ସୁଦ୍ଧା ଦଳ ଏ ନେଇ ସ୍ପଷ୍ଟ କରୁବୋଲି କୁହାଯାଇଛି। ଉପରୋକ୍ତ […]

kejeriwal.,,

kejeriwal.,,

Rakesh Mallick
  • Published: Monday, 27 November 2017
  • Updated: 27 November 2017, 07:49 PM IST

Sports

Latest News

ନୂଆଦିଲ୍ଲୀ:  ଆମ ଆଦମୀ ପାର୍ଟିକୁ ୩୦ କୋଟି ଟଙ୍କାର ଆୟକର ନୋଟିସ୍ ଆସିଛି । ଫଳରେ ଝାଡୁ ଦଳ ଏବେ ଅଡୁଆରେ । ୨୦୧୪-୧୫ ବର୍ଷରେ ଦଳକୁ ମିଳିଥିବା ଚାନ୍ଦା ସମ୍ପର୍କରେ ତଥ୍ୟ ଲୁଚାଇବା ଦଳପାଇଁ ଏବେ ବୁମେରାଂ ହୋଇଛି। ଏଣୁ ଦଳଠାରୁ କାହିଁକି ୩୦ କୋଟି ଟଙ୍କା ଆଦାୟ କରାଯିବ ନାହିଁ ସେ ନେଇ ପ୍ରଶ୍ନ କରିଛି ଆୟକର ବିଭାଗ। ଡିସେମ୍ବର ୭ ତାରିଖ ସୁଦ୍ଧା ଦଳ ଏ ନେଇ ସ୍ପଷ୍ଟ କରୁବୋଲି କୁହାଯାଇଛି।

ଉପରୋକ୍ତ ଆର୍ଥିକ ବର୍ଷରେ ଆପ୍‌କୁ ୪୬୧ ଜଣ ଦାନ ସୂତ୍ରରେ ୨୦ ହଜାରରୁ ଅଧିକ ଟଙ୍କା ଦେଇଛନ୍ତିା ଯାହା ସମୁଦାୟ ୬ କୋଟି ୨୬ ଲକ୍ଷ ହେବ। କିନ୍ତୁ ବିଭାଗକୁ ଦିଆଯାଇଥିବା ତଥ୍ୟରେ ଦାତାଙ୍କ ବିଷୟରେ କିଛି ବି ଉଲ୍ଲେଖ ନାହିଁ। ତଦନ୍ତରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ଆପ୍ ପ୍ରାୟ ୩୭ କୋଟି ଟଙ୍କାର ଚାନ୍ଦା ତଥ୍ୟ ୱେବସାଇଟରେ ଦେଇନାହିଁ।

କେବଳ ଏତିକି ନୁହେଁ ଧରାପଡ଼ିଯିବା ଭୟରେ ୱେବସାଇଟରୁ ସମସ୍ତ ତଥ୍ୟ ହଟାଇ ଦିଆଯାଇଛି। ଏହାସହ ତଦନ୍ତ ପ୍ରକ୍ରିୟାରେ ଆପ୍ ବାଧା ସୃଷ୍ଟି କରିଥିବା ଆୟକର ବିଭାଗ ଅଭିଯୋଗ କରିଛି। ୩୪ ଥର ନୋଟିସ୍ ପରେ ମଧ୍ୟ ଦଳ ପକ୍ଷରୁ କୌଣସି ଉତ୍ତର ମିଳି ନ ଥିବା କୁହାଯାଇଛି।

ଆୟକର ବିଭାଗର ନୋଟିସ୍‌ରେ ପ୍ରତିକ୍ରିୟା ଦେଇ ଆପ୍ କହିଛି,ଦଳକୁ ମିଳୁଥିବା ସମସ୍ତ ଚାନ୍ଦା ସତ୍‌ ଉପାୟରେ ଆସୁଛି। ଏଥିରେ କୌଣସି କଳା ଟଙ୍କା ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story