ଇଟାଲୀରେ କରୋନା ମୃତ୍ୟୁସଂଖ୍ୟା ୫ ହଜାର ଟପିଲା

ରୋମ: ମହାମାରୀ କରୋନା ଭାଇରସ ଇଟାଲୀରେ ମୃତ୍ୟୁର ତାଣ୍ଡବ ରଚି ଚାଲିଛି। ଦିନକୁ ଦିନ ଏଠାରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଉତ୍ତର ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଇଟାଲୀ ବିଶ୍ୱର ୨ ନମ୍ବର ରାଷ୍ଟ୍ର। ହେଲେ କରୋନାର ମୁକାବିଲା କରିବା ପାଇଁ ଇଟାଲୀ ଏକ ପ୍ରକାରର ଅସହାୟ ହୋଇପଡ଼ିଛି। ଏଠାରେ ପ୍ରତିଦିନ କରୋନାରେ ଆକ୍ରାନ୍ତ ହୋଇ ଶହଶହ ଲୋକ ପ୍ରାଣ ହରାଇବାରେ ଲାଗିଛନ୍ତି। ସ୍ଥିତି ଏପରି ହୋଇଛି ଯେ ଇଟାଲୀର କରୋନା ମହାମାରୀ ୫ ହଜାରରୁ ଅଧିକ ଲୋକଙ୍କ […]

b

b

Hemant Lenka
  • Published: Monday, 23 March 2020
  • Updated: 23 March 2020, 03:46 PM IST

Sports

Latest News

ରୋମ: ମହାମାରୀ କରୋନା ଭାଇରସ ଇଟାଲୀରେ ମୃତ୍ୟୁର ତାଣ୍ଡବ ରଚି ଚାଲିଛି। ଦିନକୁ ଦିନ ଏଠାରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଉତ୍ତର ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଇଟାଲୀ ବିଶ୍ୱର ୨ ନମ୍ବର ରାଷ୍ଟ୍ର। ହେଲେ କରୋନାର ମୁକାବିଲା କରିବା ପାଇଁ ଇଟାଲୀ ଏକ ପ୍ରକାରର ଅସହାୟ ହୋଇପଡ଼ିଛି।

ଏଠାରେ ପ୍ରତିଦିନ କରୋନାରେ ଆକ୍ରାନ୍ତ ହୋଇ ଶହଶହ ଲୋକ ପ୍ରାଣ ହରାଇବାରେ ଲାଗିଛନ୍ତି। ସ୍ଥିତି ଏପରି ହୋଇଛି ଯେ ଇଟାଲୀର କରୋନା ମହାମାରୀ ୫ ହଜାରରୁ ଅଧିକ ଲୋକଙ୍କ ମୁଣ୍ଡ ନେଇ ସାରିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ଇଟାଲୀରେ ପୁଣି ୬୫୧ ଜଣଙ୍କ ଜୀବନ ଯାଇଛି। ଫଳରେ ଏଠାରେ ମୃତ୍ୟୁସଂଖ୍ୟା ୫୪୭୬ରେ ପହଞ୍ଚି ଯାଇଛି।

ଶନିବାର ଏଠାରେ ୭୯୩ ଜଣଙ୍କ ଲୋକ ପ୍ରାଣ ହରାଇଥିଲେ। ଶନିବାର ଇଟାଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩,୫୭୮ ରହିଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଏହା ୫୯,୧୩୮ରେ ପହଞ୍ଚି ଯାଇଛି। ଅର୍ଥାତ ଆକ୍ରାନ୍ତଙ୍କ ସଂଖ୍ୟା ୧୦.୪% ବୃଦ୍ଧି ପାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଇଟାଲୀରେ ୭,୦୨୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପୂର୍ବଦିନ ୬,୦୭୨ ଜଣ ସୁସ୍ଥ ହୋଇଥିଲେ। ଶନିବାର ୨,୮୫୭ ଜଣ ଲୋକ ଗୁରୁତର ଅବସ୍ଥାରେ ଥିବା ବେଳେ ଏହି ସଂଖ୍ୟା ୩,୦୦୯ରେ ପହଞ୍ଚି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story