ଏନଡିଏରେ ମିଶିବେ ଜଗନ? ଶାହଙ୍କ ପରେ ମୋଦିଙ୍କୁ ଭେଟିଲେ

ହାଇଦ୍ରବାଦ: ୱାଇଏସଆର କଂଗ୍ରେସର ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଖୁବଶୀଘ୍ର ବିଜେପି ନେତୃତ୍ୱାଧିନ ଏନଡିଏରେ ସାମିଲ ହେବେ। ବିଜେପିର ପୁରୁଣା ସହଯୋଗୀ ଶିରୋମଣି ଅକଳୀ ଦଳ ଓ ଶିବସେନା ଏନଡିଏକୁ ବାଏବାଏ କହିବା ପରେ ପୂରା ମେଣ୍ଟର ଚିନ୍ତା ବଢ଼ିଥିଲା। ଏବେ ଏହାର ଭରଣା କରିବା ପାଇଁ ବିଜେପି ଜଗନ ମୋହନଙ୍କ ୱାଇଏସଆର କଂଗ୍ରେସକୁ ନିଜ ସହ ସାମିଲ କରିବାକୁ ଅଣ୍ଟା ଭିଡ଼ିଛି। ପୂର୍ବରୁ ସଂସଦର ଉଭୟ ଗୃହରେ ୱାଇଏସଆର ମୋଦି […]

h

h

Hemant Lenka
  • Published: Tuesday, 06 October 2020
  • Updated: 06 October 2020, 04:10 PM IST

Sports

Latest News

ହାଇଦ୍ରବାଦ: ୱାଇଏସଆର କଂଗ୍ରେସର ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଖୁବଶୀଘ୍ର ବିଜେପି ନେତୃତ୍ୱାଧିନ ଏନଡିଏରେ ସାମିଲ ହେବେ। ବିଜେପିର ପୁରୁଣା ସହଯୋଗୀ ଶିରୋମଣି ଅକଳୀ ଦଳ ଓ ଶିବସେନା ଏନଡିଏକୁ ବାଏବାଏ କହିବା ପରେ ପୂରା ମେଣ୍ଟର ଚିନ୍ତା ବଢ଼ିଥିଲା।

ଏବେ ଏହାର ଭରଣା କରିବା ପାଇଁ ବିଜେପି ଜଗନ ମୋହନଙ୍କ ୱାଇଏସଆର କଂଗ୍ରେସକୁ ନିଜ ସହ ସାମିଲ କରିବାକୁ ଅଣ୍ଟା ଭିଡ଼ିଛି। ପୂର୍ବରୁ ସଂସଦର ଉଭୟ ଗୃହରେ ୱାଇଏସଆର ମୋଦି ସରକାରଙ୍କୁ ସମର୍ଥନ କରିବାର ନଜିର ରହିଛି। ଏବେ ଜଗନଙ୍କ ୱାଇଏସଆର ସହ ବିଧିବଦ୍ଧ ଭାବେ ଏନଡିଏର ହାତ ଧରିବାକୁ ଯାଉଛି।

ପୂର୍ବରୁ ସେପ୍ଟେମ୍ବର ୨୩ ଓ ୨୪ରେ ଜଗନ ମୋହନ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଥିଲେ। ଆଜି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ। ତେଣୁ ସେ ଏନଡିଏରେ ସାମିଲ ହେବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି।

ଅନ୍ୟପକ୍ଷରେ ପୂର୍ବରୁ ଏନଡିଏକୁ ଛାଡ଼ପତ୍ର ଦେଇଥିବା ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାରେ ବେଶ ବିଚଳିତ ହୋଇପଡ଼ିଛନ୍ତି। ଜଗନ ମୋହନ ସିବିଆଇ ତଦନ୍ତରୁ ରକ୍ଷା ପାଇବା ପାଇଁ ଏନଡିଏ ସହ ହାତ ମିଳାଇବାକୁ ଯାଉଥିବା ସେ ଅଭିଯୋଗ କରିଛନ୍ତି।

ଅକାଳୀ ଓ ଶିବସେନା ଏନଡିଏକୁ ଛାଡ଼ିବା ପରେ ବିଜେପି ଏବେ ଅନ୍ୟ ଦଳକୁ ଲୋଭ ଦେଖାଇ ନିଜ ସହ ସାମିଲ କରିବାକୁ ଚାହୁଁଛି। ଏଥିସହ ସେ ବିଭିନ୍ନ ଦଳର ସଦସ୍ୟଙ୍କୁ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ଦେବାକୁ ଅଫର ବି କରିଛି। ରାଜସଭାରେ ନିଜର ସଂଖ୍ୟା ବୃଦ୍ଧି କରିବାକୁ ବିଜେପି ଏପରି କରୁଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story