ବିଜୁଳି କିଣାରେ ଦୁର୍ନୀତି: ଚନ୍ଦ୍ରବାବୁଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଲେ ଜଗନ

ହାଇଦ୍ରାବାଦ: ଟିଡିପି ସରକାର ଅମଳରେ ବିଜୁଳି କିଣିବା ପାଇଁ ଡିଲ୍‌ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ଆଜି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଏବଂ ଅନ୍ୟମାନଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଜଗନ ମୋହନ ଶକ୍ତି କ୍ଷେତ୍ରରେ କାର୍ଯ୍ୟକରୁଥିବା ବିଭିନ୍ନ ପଦାଧିକାରୀଙ୍କ ସହ ବୈଠକ କରିଥିଲେ। ଏହି ସମୟରେ ବିଜୁଳି କିଣା ଓ ରାଜ୍ୟରେ ନୂଆ ଜେନେରେସନ ଷ୍ଟେସନ୍‌ ସ୍ଥାପନରେ ବ୍ୟାପକ ଲାଞ୍ଚ […]

ere

ere

Hemant Lenka
  • Published: Wednesday, 26 June 2019
  • Updated: 26 June 2019, 09:05 PM IST

Sports

Latest News

ହାଇଦ୍ରାବାଦ: ଟିଡିପି ସରକାର ଅମଳରେ ବିଜୁଳି କିଣିବା ପାଇଁ ଡିଲ୍‌ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ଆଜି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଏବଂ ଅନ୍ୟମାନଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଜଗନ ମୋହନ ଶକ୍ତି କ୍ଷେତ୍ରରେ କାର୍ଯ୍ୟକରୁଥିବା ବିଭିନ୍ନ ପଦାଧିକାରୀଙ୍କ ସହ ବୈଠକ କରିଥିଲେ। ଏହି ସମୟରେ ବିଜୁଳି କିଣା ଓ ରାଜ୍ୟରେ ନୂଆ ଜେନେରେସନ ଷ୍ଟେସନ୍‌ ସ୍ଥାପନରେ ବ୍ୟାପକ ଲାଞ୍ଚ କାରବାର ହୋଇଥିବା କହିଥିଲେ। ମୁଖ୍ୟମନ୍ତ୍ରୀ ରେଡ୍ଡୀ ଆହୁରି କହିଥିଲେ ଏହି ଲାଞ୍ଚ କାରବାର ଯୋଗୁ ରାଜ୍ୟରେ ବିଦ୍ୟୁତ ଯୋଗାଣ ବିପଦଜନକ ସ୍ଥିତିକୁ ଚାଲି ଆସିଥିବା ମଧ୍ୟ ସେ ଜାଣିବାକୁ ପାଇଛନ୍ତି।

କିଏ ବିଜୁଳିକୁ ଉଚ୍ଚ ଦରରେ କିଣିଥିଲା ଏବଂ କିଏ ଏଥିପାଇଁ ଦାୟୀ? କ’ଣ ଲୋକଙ୍କ ଟଙ୍କାକୁ ଏହି ମାଧ୍ୟମରେ ଲୁଟ୍‌ କରାଯାଇଛି? ଏସବୁର ତଦନ୍ତ କରି ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏପରି କି ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ତତ୍କାଳୀନ ଶକ୍ତି ମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ଦରକାର ପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କହିଛନ୍ତି।

ସେହିପରି ଚନ୍ଦ୍ରବାବୁ ନାଇଡୁଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ୩୦ରୁ ଅଧିକ ମାମଲାରେ ଦୁର୍ନୀତି ହୋଇଛି। ତେଣୁ ଏହାର ତଦନ୍ତ କରିବାକୁ ଏକ ସବ୍‌ କ୍ୟାବିନେଟ୍‌ କମିଟି ଗଠନ କରିବାକୁ ସେ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଦୁଇଟି ବିଜୁଳି ଉତ୍ପାଦନ କମ୍ପାନୀ ଗତ ୫ ବର୍ଷରେ ବିଭିନ୍ନ ବିଜୁଳି ଉତ୍ପାଦନ କମ୍ପାନୀକୁ ୧୮,୩୭୫ କୋଟି ଟଙ୍କା ଦେବାର ଅଛି। ଅନ୍ୟପକ୍ଷରେ ରାଜ୍ୟ ସରକାର ତାଙ୍କ ଅଧୀନରେ ଥିବା ଦୁଇ ବିଜୁଳି ଉତ୍ପାଦନ କମ୍ପାନୀକୁ ୧୦,୪୦୦ କୋଟି ଦେବାର ଅଛି।

ଗତ ୩ ବର୍ଷ ମଧ୍ୟରେ କିଣା ଯାଇଥିବା ସୋଲାର ଓ ୱିଣ୍ଡ ବିଜୁଳି ଯୋଗୁ ଦୁଇ ବିଜୁଳି କମ୍ପାନୀ ୨,୬୩୬ କୋଟି ଟଙ୍କାର କ୍ଷତି ସହିଛନ୍ତି। ୨୦୧୫ରୁ ୨୦୧୮ ମଧ୍ୟରେ ୱିଣ୍ଡ ପାୱାର ୟୁନିଟ୍‌ ପିଛା ୪.୮୩ରୁ ୪.୮୪ ଟଙ୍କାରେ କିଣା ଯାଇଥିବା ବେଲେ ସୋଲାର ବିଜୁଳି ୟୁନିଟ୍‌ ପିଛା ୪.୫୦ରୁ ୬.୮୦ ଟଙ୍କାରେ କିଣା ଯାଇଛି। ସରକାରଙ୍କ ମାଲିକାନାରେ ଥିବା କମ୍ପାନୀଗୁଡ଼ିକ ୟୁନିଟ୍‌ ପିଛା ୩.୨୩ ଟଙ୍କାରେ ୱିଣ୍ଡ ଓ ସୋଲାର ବିଜୁଳି ଦେବାକୁ ପ୍ରସ୍ତାବ ଦେଇଥିବା ବେଳେ ଟିଡିପି ସରକାର କାହିଁକି ଉଚ୍ଚ ଦରରେ ବିଜୁଳି କିଣିଥିଲେ ବୋଲି ଜଗନ ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story