ଜେଲ୍‌ରୁ ବାହାରିଲେ ମାୟାବତୀଙ୍କ ପ୍ରତି ଅପଭାଷା ବ୍ୟବହାର କରିଥିବା ବିଜେପି ନେତା ଦୟାଶଙ୍କର

ଲକ୍ଷ୍ମୌ: ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କ ପ୍ରତି ଅପଭାଷା ବ୍ୟବହାର ଅଭିଯୋଗରେ ଗିରଫ ହୋଇଥିବା ବିଜେପିର ପୂର୍ବତନ ନେତା ଦୟାଶଙ୍କର ସିଂହ ଆଜି ମଉ ଜେଲ୍‌ରୁ ବାହାରିଛନ୍ତି। ଗତକାଲି ଦୟାଶଙ୍କରଙ୍କୁ ଜାମିନ୍‌ ମିଳିଥିଲା। ଦୟାଶଙ୍କରଙ୍କୁ ଜାମିନ୍ ମିଳିବା ବିରୋଧରେ ହାଇକୋର୍ଟରେ ଅପିଲ୍‌ କରିବାକୁ ବହୁଜନ ସମାଜବାଦୀ ପାର୍ଟିର ନେତାମାନେ ଦାବି କରିଛନ୍ତି। ଜେଲ୍‌ରୁ ବାହାରିବା ପରେ ସେ ଲକ୍ଷ୍ମୌ ଅଭିମୁଖେ ଯାଇଛନ୍ତି। “ମୁଁ  ବହୁତ ଦୁଃଖିତ। ମୋ’ ପାଇଁ ମୋ ସ୍ତ୍ରୀ ଓ ଝିଅ ଚିନ୍ତାରେ ଅଛନ୍ତି। ଠିକ୍‌  […]

dayashankar

dayashankar

Rakesh Mallick
  • Published: Sunday, 07 August 2016
  • Updated: 07 August 2016, 01:56 PM IST

Sports

Latest News

ଲକ୍ଷ୍ମୌ: ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କ ପ୍ରତି ଅପଭାଷା ବ୍ୟବହାର ଅଭିଯୋଗରେ ଗିରଫ ହୋଇଥିବା ବିଜେପିର ପୂର୍ବତନ ନେତା ଦୟାଶଙ୍କର ସିଂହ ଆଜି ମଉ ଜେଲ୍‌ରୁ ବାହାରିଛନ୍ତି। ଗତକାଲି ଦୟାଶଙ୍କରଙ୍କୁ ଜାମିନ୍‌ ମିଳିଥିଲା। ଦୟାଶଙ୍କରଙ୍କୁ ଜାମିନ୍ ମିଳିବା ବିରୋଧରେ ହାଇକୋର୍ଟରେ ଅପିଲ୍‌ କରିବାକୁ ବହୁଜନ ସମାଜବାଦୀ ପାର୍ଟିର ନେତାମାନେ ଦାବି କରିଛନ୍ତି।

ଜେଲ୍‌ରୁ ବାହାରିବା ପରେ ସେ ଲକ୍ଷ୍ମୌ ଅଭିମୁଖେ ଯାଇଛନ୍ତି। “ମୁଁ  ବହୁତ ଦୁଃଖିତ। ମୋ’ ପାଇଁ ମୋ ସ୍ତ୍ରୀ ଓ ଝିଅ ଚିନ୍ତାରେ ଅଛନ୍ତି। ଠିକ୍‌  ସମୟ ଆସିଲେ ଉପଯୁକ୍ତ ଜବାବ୍‌ ଦେବି” ବୋଲି ଜେଲ୍‌ରୁ ବାହାରିବା ପରେ ଦୟାଶଙ୍କର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story