ଜେଇଆଇ କାର୍ଯ୍ୟକର୍ତ୍ତାଙ୍କ ସବୁ ସମ୍ପତ୍ତି ସିଲ୍‌

ଶ୍ରୀନଗର: ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତି ଥିବାରୁ ଜମ୍ମୁ-କଶ୍କୀରରେ କାର୍ଯ୍ୟକ୍ଷମ ଜାମାତ-ଇ-ଇସଲାମୀ(ଜେଇଆଇ)କୁ ସରକାର ଅସିଦ୍ଧ ଘୋଷଣା କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜେଇଆଇ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଇଛି। ଉପତ୍ୟକାରେ କାର୍ଯ୍ୟରତ ଜେଇଆଇର ଥିବା ସମସ୍ତ କର୍ମକର୍ତ୍ତା ଓ ନେତାଙ୍କ ବିଭିନ୍ନ ଠକଣାରେ ଚଢ଼ଉ କରାଯାଇ ସେମାନଙ୍କ ସମ୍ପତ୍ତି ସିଲ୍‌ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜେଇଆଇର ସମସ୍ତ ଅନୁଷ୍ଠାନ ଓ ସମ୍ପତ୍ତିକୁ ସିଲ୍‌ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏଥିସହ ଜେଇଆଇର ସମସ୍ତ ଆକାଉଣ୍ଟଙ୍କୁ […]

d

d

Hemant Lenka
  • Published: Saturday, 02 March 2019
  • Updated: 02 March 2019, 05:18 PM IST

Sports

Latest News

ଶ୍ରୀନଗର: ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତି ଥିବାରୁ ଜମ୍ମୁ-କଶ୍କୀରରେ କାର୍ଯ୍ୟକ୍ଷମ ଜାମାତ-ଇ-ଇସଲାମୀ(ଜେଇଆଇ)କୁ ସରକାର ଅସିଦ୍ଧ ଘୋଷଣା କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜେଇଆଇ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଇଛି। ଉପତ୍ୟକାରେ କାର୍ଯ୍ୟରତ ଜେଇଆଇର ଥିବା ସମସ୍ତ କର୍ମକର୍ତ୍ତା ଓ ନେତାଙ୍କ ବିଭିନ୍ନ ଠକଣାରେ ଚଢ଼ଉ କରାଯାଇ ସେମାନଙ୍କ ସମ୍ପତ୍ତି ସିଲ୍‌ କରାଯାଇଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ଜେଇଆଇର ସମସ୍ତ ଅନୁଷ୍ଠାନ ଓ ସମ୍ପତ୍ତିକୁ ସିଲ୍‌ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏଥିସହ ଜେଇଆଇର ସମସ୍ତ ଆକାଉଣ୍ଟଙ୍କୁ ମଧ୍ୟ ଫ୍ରିଜ୍‌ କରାଯାଇଥିଲା। ଏହି ଆକାଉଣ୍ଟଗୁଡ଼ିକରେ ୫୭ ଲକ୍ଷରୁ ଅଧିକ ଟଙ୍କା ଥିବା ଜଣାପଡ଼ିଛି। ପୁଲିସ୍‌ ଜେଇଆଇର ୨୦୦ରୁ ଅଧିକ କର୍ମକର୍ତ୍ତାଙ୍କୁ ମଧ୍ୟ ଗିରଫ କରିଛି।

ଅନ୍ୟପକ୍ଷରେ ଜେଇଆଇ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ବିରୋଧ କରିଛନ୍ତି। ସେହପରି ଶହଶହ ଲୋକ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ମଧ୍ୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story