ହାପି ବାର୍ଥଡେ ପୂଜା: ଜାମିଆ ମିଲିଆ ଛାତି ଉପରେ କିଏ ଲେଖିଦେଲା ଏମିତି କଥା

ନୂଆଦିଲ୍ଲୀ: ଗତକାଲି ବିଳମ୍ୱିତ ରାତିରେ ଦିଲ୍ଲୀର ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ ୱେବସାଇଟ୍‌ ହ୍ୟାକ୍‌ ହୋଇଛି। ତେବେ ହ୍ୟାକର ୱେବସାଇଟ୍‌ ପେଜ୍‌କୁ ସଂପୂର୍ଣ୍ଣ ଭାବେ ବ୍ଲାଙ୍କ୍‌ କରିଦେଇଛି। ଏହାସହ ଏଥିରେ Happy Birthday Pooja  ଲେଖିଥିବା ଦେଖିବାକୁ ମିଳିଛି। ଏହି ଖବର ଜଣାପଡ଼ିଲା ପରେ ସୋସିଆଲ ମିଡ଼ିଆରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି,“ଆଇଟି ବିଭାଗ ଏନେଇ ଖୋଳତାଡ଼ କରିବ।” ଏହାପୂର୍ବରୁ ଅନେକ ବିଶ୍ୱବିଦ୍ୟାଳୟ ଓ ମନ୍ତ୍ରଣାଳୟ ୱେବସାଇଟ୍ ହ୍ୟାକ୍ ହୋଇଛି। ଗତମାସରେ ସୁପ୍ରିମକୋର୍ଟ […]

jamia

jamia

Rakesh Mallick
  • Published: Tuesday, 22 May 2018
  • Updated: 22 May 2018, 10:43 AM IST

Sports

Latest News

ନୂଆଦିଲ୍ଲୀ: ଗତକାଲି ବିଳମ୍ୱିତ ରାତିରେ ଦିଲ୍ଲୀର ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ ୱେବସାଇଟ୍‌ ହ୍ୟାକ୍‌ ହୋଇଛି। ତେବେ ହ୍ୟାକର ୱେବସାଇଟ୍‌ ପେଜ୍‌କୁ ସଂପୂର୍ଣ୍ଣ ଭାବେ ବ୍ଲାଙ୍କ୍‌ କରିଦେଇଛି। ଏହାସହ ଏଥିରେ Happy Birthday Pooja  ଲେଖିଥିବା ଦେଖିବାକୁ ମିଳିଛି।

ଏହି ଖବର ଜଣାପଡ଼ିଲା ପରେ ସୋସିଆଲ ମିଡ଼ିଆରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି,“ଆଇଟି ବିଭାଗ ଏନେଇ ଖୋଳତାଡ଼ କରିବ।”

ଏହାପୂର୍ବରୁ ଅନେକ ବିଶ୍ୱବିଦ୍ୟାଳୟ ଓ ମନ୍ତ୍ରଣାଳୟ ୱେବସାଇଟ୍ ହ୍ୟାକ୍ ହୋଇଛି। ଗତମାସରେ ସୁପ୍ରିମକୋର୍ଟ ୱେବସାଇଟ୍‌ ହ୍ୟାକ୍ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos