ପାକ୍‌ର ଫାୟାରିଂ ଜାରି :୨ସହିଦ,୨୦ରୁ ଅଧିକ ଆହତ

ଶ୍ରୀନଗର: ଭାରତ-ପାକିସ୍ତାନ ସୀମାରେ ପାକ୍ ସେନାର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ। ଏଥିରେ ୨ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି। ୨୦ରୁ ଅଧିକ ସାଧାରଣ ଲୋକେ ଆହତ ହୋଇଛନ୍ତି। ଅରନିଆ ଓ ସାମ୍ବା ପରେ ଏବେ ଆରଏସପୁରା ସେକ୍ଟରରେ ପାକିସ୍ତାନୀ ରେଞ୍ଜର ଗୁଳିବର୍ଷା କରିଛି। ସେନାର ଗୁଳିମାଡ଼ରେ ବର୍ତ୍ତମାନ ସୁଦ୍ଧା ୯ ଭାରତୀୟଙ୍କ ମୃତ୍ୟୁ ଘଟିଲାଣି। ଗୁଳିମାଡ଼ରେ ଗତକାଲି ଜଣେ ୮ମାସର ଶିଶୁର ମୃତ୍ୟୁ ଘଟିଥିଲା। ଏଥିରେ ଦୁଇ ଜଣ ସୁରକ୍ଷାକର୍ମୀ ମଧ୍ୟ ସହିଦ ହୋଇଛନ୍ତି । ୨୦ରୁ ଅଧିକ […]

jammu_shelling_750_1527045002_618x347

jammu_shelling_750_1527045002_618x347

Rakesh Mallick
  • Published: Wednesday, 23 May 2018
  • Updated: 23 May 2018, 12:29 PM IST

Sports

Latest News

ଶ୍ରୀନଗର: ଭାରତ-ପାକିସ୍ତାନ ସୀମାରେ ପାକ୍ ସେନାର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ। ଏଥିରେ ୨ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି। ୨୦ରୁ ଅଧିକ ସାଧାରଣ ଲୋକେ ଆହତ ହୋଇଛନ୍ତି। ଅରନିଆ ଓ ସାମ୍ବା ପରେ ଏବେ ଆରଏସପୁରା ସେକ୍ଟରରେ ପାକିସ୍ତାନୀ ରେଞ୍ଜର ଗୁଳିବର୍ଷା କରିଛି। ସେନାର ଗୁଳିମାଡ଼ରେ ବର୍ତ୍ତମାନ ସୁଦ୍ଧା ୯ ଭାରତୀୟଙ୍କ ମୃତ୍ୟୁ ଘଟିଲାଣି। ଗୁଳିମାଡ଼ରେ ଗତକାଲି ଜଣେ ୮ମାସର ଶିଶୁର ମୃତ୍ୟୁ ଘଟିଥିଲା। ଏଥିରେ ଦୁଇ ଜଣ ସୁରକ୍ଷାକର୍ମୀ ମଧ୍ୟ ସହିଦ ହୋଇଛନ୍ତି । ୨୦ରୁ ଅଧିକ ସାଧାରଣ ଜନତା ଆହତ ହୋଇଛନ୍ତି। ପାକିସ୍ତାନ ବିଏସ୍‌ଏଫ୍‌ ୪୦ଟି ପୋଷ୍ଟକୁ ଲକ୍ଷ କରି ଗୁଳିମାଡ କରୁଛି।

ସୀମାରେ ଅଶାନ୍ତ ପରିସ୍ଥିତିକୁ ନେଇ ଶତାଧିକ ଗାଁକୁ ଖାଲି କରାଯାଇଛି। ଲୋକମାନଙ୍କୁ ସେମାନଙ୍କ ସମ୍ପର୍କୀୟ ଏବଂ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସୀମାବର୍ତ୍ତୀ ୫ କିଲୋମିଟର ମଧ୍ୟରେ ଥିବା ସମସ୍ତ ଗାଁରେ ସ୍କୁଲ ଗୁଡିକୁ ବନ୍ଦ କରିଦିଆଯାଇଛି । ପାକ୍ ସେନାର ଅସ୍ତ୍ରବିରତି ଉଲ୍ଲଂଘନକୁ ବିଏସ୍ଏଫ୍ ମଧ୍ୟ ପକ୍ଷରୁ କଡା ଜବାବ ଦିଆଯାଉଛି। ଲଗାତାର ଭାବେ ଗୁଳିମାଡକୁ ଦେଖି ଆରଏସ୍‌ପୁରା, ଅରନିଆ  ସାମ୍ୱା ସେକ୍ଟରରେ ବୁଲେଟ୍‌ପ୍ରୁଫ୍‌ ଯାନକୁ ପଠାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story