ପୁଣି ଯଶବନ୍ତ ବୋମା; କହିଲେ, କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଏକ ଜରୁରୀ ତୃତୀୟ ପକ୍ଷ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ଯଶବନ୍ତ ସିହ୍ନା ଦେଶର ଅର୍ଥ ବ୍ୟବସ୍ଥା ନେଇ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଘେରିବା ପରେ ଏବେ କାଶ୍ମୀର ପ୍ରସଙ୍ଗକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,“ଜମ୍ମୁ ଓ କାଶ୍ମୀରରେ ବସବାସ କରୁଥିବା ଲୋକଙ୍କୁ ଭାରତ ଭାବନାତ୍ମକ ଦୃଷ୍ଟିରୁ ହରାଇ ସାରିଛି। ଆମ ଉପରୁ ସେମାନଙ୍କର ଭରସା ଉଠିଗଲାଣି। କେବଳ ସେଠାକୁ ଗଲେ ହିଁ ଜଣେ ଏ ବିଷୟରେ ଜାଣିପାରିବ।” ଯଶବନ୍ତ କହିଛନ୍ତି,“ଦୁର୍ଭାଗ୍ୟବଶତଃ ଜମ୍ମୁ ଓ କାଶ୍ମୀର […]

jasawant

jasawant

Rakesh Mallick
  • Published: Monday, 02 October 2017
  • Updated: 02 October 2017, 07:53 AM IST

Sports

Latest News

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ଯଶବନ୍ତ ସିହ୍ନା ଦେଶର ଅର୍ଥ ବ୍ୟବସ୍ଥା ନେଇ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଘେରିବା ପରେ ଏବେ କାଶ୍ମୀର ପ୍ରସଙ୍ଗକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି,“ଜମ୍ମୁ ଓ କାଶ୍ମୀରରେ ବସବାସ କରୁଥିବା ଲୋକଙ୍କୁ ଭାରତ ଭାବନାତ୍ମକ ଦୃଷ୍ଟିରୁ ହରାଇ ସାରିଛି। ଆମ ଉପରୁ ସେମାନଙ୍କର ଭରସା ଉଠିଗଲାଣି। କେବଳ ସେଠାକୁ ଗଲେ ହିଁ ଜଣେ ଏ ବିଷୟରେ ଜାଣିପାରିବ।”

ଯଶବନ୍ତ କହିଛନ୍ତି,“ଦୁର୍ଭାଗ୍ୟବଶତଃ ଜମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଏକ ଜରୁରୀ ତୃତୀୟପକ୍ଷ। ଏଣୁ ଏହି ବିବାଦର ଚୂଡ଼ାନ୍ତ ସମାଧାନ କରିବା ପାଇଁ ଭାରତ ଚାହୁଁଥିଲେ କେବେ ନା କେବେ ନିଶ୍ଚିତ ଭାବେ ଏଥିରେ ପାକିସ୍ତାନକୁ ସାମିଲ କରିବାକୁ ପଡ଼ିବ। ଏହି ବିବାଦକୁ ସବୁ ଦିନ ପାଇଁ ଟଣା ଯାଇପାରିବ ନାହିଁ।”

ବିଜେପିର ଏହି ବରିଷ୍ଠ ନେତା ଆହୁରି କହିଛନ୍ତି,“ନିୟନ୍ତ୍ରଣ ରେଖା ନିକଟରେ ସାଧାରଣ ଲୋକେ ମରୁଛନ୍ତି। ଏହାକୁ ବନ୍ଦ କରାଯିବା ଦରକାର। କାରଣ ସେଠାରେ କେହି ଯୁଦ୍ଧ ଜିତୁ ନାହିଁ। କାରଗିଲ୍ ଯୁଦ୍ଧରୁ ଏହା ପ୍ରମାଣିତ ହୋଇସାରିଛି ଯେ ନିୟନ୍ତ୍ରଣ ରେଖା ପ୍ରସଙ୍ଗରେ ପୂରା ଦୁନିଆ ଆମ ସହିତ ଅଛି, ପାକିସ୍ତାନ ସହିତ ନୁହେଁ। ନିୟନ୍ତ୍ରଣ ରେଖାକୁ ବଦଳା ଯାଇପାରିବ ନାହିଁ। କିନ୍ତୁ ସେଠାରେ ଶାନ୍ତି ସ୍ଥାପନ କରାଯାଇପାରିବ। ପାକିସ୍ତାନ ସହିତ ମତଭେଦ ସତ୍ତ୍ୱେ ସେଠାରେ ଶାନ୍ତି ସ୍ଥାପନ କରାଯାଇପାରିବ।”

ଯଶବନ୍ତ ଦାବି କରିଛନ୍ତି ଯେ କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ୧୦ ମାସ ତଳେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ଚାହିଁଥିଲେ। କିନ୍ତୁ ସେ ସମୟ ଦେଇନଥିଲେ।

ଯଶବନ୍ତଙ୍କ ଏଭଳି ଟିପ୍ପଣୀ ବିଜେପିକୁ ପୁଣି ଅଡ଼ୁଆରେ ପକାଇ ଦେଇଛି।

ସୂଚନାଯୋଗ୍ୟ, ଯଶବନ୍ତ ସିହ୍ନା ‘କନସର୍ଣ୍ଣଡ ସିଟିଜେନ୍‌ସ ଗ୍ରୁପ୍’ ନାମକ ଏକ ନାଗରିକ ସମାଜ ସଂଗଠନର ନେତୃତ୍ୱ ନେଉଛନ୍ତି। ନିକଟରେ ଅନେକ ଥର ଏହି ଗ୍ରୁପ୍ ଜମ୍ମୁ ଓ କାଶ୍ମୀର ଗସ୍ତ କରି ବିଭିନ୍ନ ବର୍ଗର ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରିଥିଲା ଯାହା ଦ୍ୱାରା କାଶ୍ମୀର ପ୍ରସଙ୍ଗରେ ସ୍ଥାୟୀ ସମାଧାନର ବାଟ ଖୋଜା ଯାଇପାରିବ।

ଜଷ୍ଟିସ୍‌ (ଅବସରପ୍ରାପ୍ତ) ଏ.ପି ଶାହ, ମୁମ୍ବାଇ ପୋଲିସ୍‌ର ପୂର୍ବତନ କମିଶନର ଜୁଲିଆ ରିବେରୋ, ପୂର୍ବତନ ମୁଖ୍ୟ ସୂଚନା କମିଶନର ବଜାହତ ହବିବୁଲ୍ଲା, ଗୁଇନ୍ଦା ସଂସ୍ଥା ‘ର’ର ପୂର୍ବତନ ମୁଖ୍ୟ ଏ.ଏସ୍ ଦୁଲତ, ଜଣାଶୁଣା ସମାଜସେବୀ ଅରୁଣା ରାୟ ଓ ପ୍ରସିଦ୍ଧ ଲେଖକ ଏବଂ ଐତିହାସିକ ରାମଚନ୍ଦ୍ର ଗୁହାଙ୍କ ସମେତ ଆହୁରି ଅନେକ ଜଣାଶୁଣା ବ୍ୟକ୍ତି ଏହି ଗ୍ରୁପ୍‌ରେ ସାମିଲ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story