ନାଗରିକତ୍ୱ ବିଲ୍‌ ପାସ୍‌ ହେଲେ ପରିଣାମ ଭୋଗିବେ ବିଜେପି ଓ ଏନ୍‌ଡିଏ: ଜେଡିୟୁ

ଗୁଆହାଟୀ: ନାଗରିକତ୍ୱ ସଂଶୋଧନ ବିଲ୍‌ ପାସ୍‌ ହେଲେ ଏହାର ଭୟଙ୍କର ପରିଣାମ ଉଭୟ ବିଜେପି ଓ ଏନ୍‌ଡିଏ ଭୋଗିବେ ବୋଲି ଆଜି ଏନ୍‌ଡିଏରେ ଅଂଶୀଦାର ଥିବା ଜେଡିୟୁ ପକ୍ଷରୁ କୁହାଯାଇଛି। ଆଜି ଜେଡିୟୁର ଏକ ପ୍ରତିନିଧି ଦଳ ଗୁଆହାଟୀ ଗସ୍ତ କରିଥିଲା। ବିଜେପିର ପୂର୍ବତନ ସହଯୋଗୀ ଏଜିପି ଦଳର ନିମନ୍ତ୍ରଣକ୍ରମେ ଜେଡିୟୁ ସେଠାକୁ ଯାଇଥିଲା। ଏଜିପି ବିଜେପିର ସହଯୋଗୀ ଥିଲେ ହେଁ ଏହି ନାଗରିକତ୍ୱ ବିଲ୍‌କୁ ବିରୋଧ କରି ଦଳ ଏନଡିଏରୁ ଦୂରେଇ ଯାଇଛି। ମଙ୍ଗଳବାର ଏଜିପି […]

rt

rt

Hemant Lenka
  • Published: Monday, 28 January 2019
  • Updated: 28 January 2019, 08:50 PM IST

Sports

Latest News

ଗୁଆହାଟୀ: ନାଗରିକତ୍ୱ ସଂଶୋଧନ ବିଲ୍‌ ପାସ୍‌ ହେଲେ ଏହାର ଭୟଙ୍କର ପରିଣାମ ଉଭୟ ବିଜେପି ଓ ଏନ୍‌ଡିଏ ଭୋଗିବେ ବୋଲି ଆଜି ଏନ୍‌ଡିଏରେ ଅଂଶୀଦାର ଥିବା ଜେଡିୟୁ ପକ୍ଷରୁ କୁହାଯାଇଛି।

ଆଜି ଜେଡିୟୁର ଏକ ପ୍ରତିନିଧି ଦଳ ଗୁଆହାଟୀ ଗସ୍ତ କରିଥିଲା। ବିଜେପିର ପୂର୍ବତନ ସହଯୋଗୀ ଏଜିପି ଦଳର ନିମନ୍ତ୍ରଣକ୍ରମେ ଜେଡିୟୁ ସେଠାକୁ ଯାଇଥିଲା। ଏଜିପି ବିଜେପିର ସହଯୋଗୀ ଥିଲେ ହେଁ ଏହି ନାଗରିକତ୍ୱ ବିଲ୍‌କୁ ବିରୋଧ କରି ଦଳ ଏନଡିଏରୁ ଦୂରେଇ ଯାଇଛି। ମଙ୍ଗଳବାର ଏଜିପି ପକ୍ଷରୁ ସମସ୍ତଙ୍କୁ ନେଇ ଏକ ବୈଠକ କରାଯିବ।

ଏଥିରେ ନାଗରିକତ୍ୱ ବିଲ୍‌ର ଭବିଷ୍ୟତ ନେଇ ଆଲୋଚନା କରାଯିବ। ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା କହିଛନ୍ତି, “ ଏହି ବିଲ୍‌ ବିରୋଧରେ ଉତ୍ତର ଭାରତର ସମସ୍ତ ରାଜ୍ୟର ଆଞ୍ଚଳିକ ଦଳଗୁଡ଼ିକ ଏକାଠି ହୋଇଛନ୍ତି। ଏବେ ଆମେ ବିଲ୍‌ ଉପରେ ପୁନର୍ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବୁ।”

ଜେଡିୟୁ ସାଧାରଣ ସମ୍ପାଦକ କେସି ତ୍ୟାଗୀ କହିଛନ୍ତି, “ଆମେ ଏ ସମ୍ପର୍କରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ସହ କଥା ହେବୁ। ଦରକାର ପଡ଼ିଲେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବୁ। ଯଦି ଏହି ବିଲ୍‌ ପାସ୍‌ ହୁଏ, ତା’ହେଲେ ଉଭୟ ଏନ୍‌ଡିଏ ଓ ବିଜେପି ଭୟଙ୍କର ପରିଣାମ ଭୋଗିବେ। ଆମେ ଏଜିପିକୁ ଏ ପ୍ରସଙ୍ଗରେ ସମର୍ଥନ କରୁଛୁ। ଏହି ବିଲ୍‌କୁ ବିରୋଧ କରାଯିବା ଦରକାର।”

ଭାରତକୁ ଶରଣାର୍ଥୀ ଭାବେ ଚାଲି ଆସିଥିବା ଅନ୍ୟ ଦେଶର 'ସଂଖ୍ୟାଲଘୁ' ଅଣ ମୁସଲିମ ଲୋକଙ୍କୁ ନାଗରିକତ୍ୱ ପ୍ରଦାନ ପାଇଁ କେନ୍ଦ୍ର ସରକାର ନାଗରିକତ୍ୱ ସଂଶୋଧନ ବିଲ୍‌ ଆଣିଛନ୍ତି। ଏହା ଲୋକସଭାରେ ପାସ୍‌ ହୋଇ ସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story