ଜର୍ମାନୀ: ସପିଂ କମ୍ଲେକ୍ସରେ ଗୁଳିକାଣ୍ଡ, ୧୦ ମୃତ

ବର୍ଲିନ: ଜର୍ମାନୀର ମ୍ୟୁନିକ ସହରରେ ଥିବା ଏକ ସପିଂ କମ୍ଲେକ୍ସରେ ଆଜି ଆତଙ୍କବାଦୀ ଆକ୍ରମଣରେ ଆକ୍ରମଣକାରୀ ସମେତ ମୋଟ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ୧୮ ବର୍ଷୀୟ ଯୁବକ ହଠାତ୍ କମ୍ଲେକ୍ସ ପାଖକୁ ଆସି ଆଖିବୁଜା ଗୁଳିଚାଳନା କରିଥିଲା। ଫଳରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲା। ପରେ ଆକ୍ରମଣକାରୀ ଜଣଙ୍କ ନିଜକୁ ଗୁଳି କରି ଦେଇଥିଲା। ଆକ୍ରମଣର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନଥିଲେ ମଧ୍ୟ ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ସନ୍ଦେହ […]

jjjj

jjjj

Rakesh Mallick
  • Published: Saturday, 23 July 2016
  • Updated: 04 May 2017, 03:44 PM IST

Sports

Latest News

ବର୍ଲିନ: ଜର୍ମାନୀର ମ୍ୟୁନିକ ସହରରେ ଥିବା ଏକ ସପିଂ କମ୍ଲେକ୍ସରେ ଆଜି ଆତଙ୍କବାଦୀ ଆକ୍ରମଣରେ ଆକ୍ରମଣକାରୀ ସମେତ ମୋଟ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ୧୮ ବର୍ଷୀୟ ଯୁବକ ହଠାତ୍ କମ୍ଲେକ୍ସ ପାଖକୁ ଆସି ଆଖିବୁଜା ଗୁଳିଚାଳନା କରିଥିଲା। ଫଳରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲା। ପରେ ଆକ୍ରମଣକାରୀ ଜଣଙ୍କ ନିଜକୁ ଗୁଳି କରି ଦେଇଥିଲା। ଆକ୍ରମଣର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନଥିଲେ ମଧ୍ୟ ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ସନ୍ଦେହ କରାଯାଉଛି। ବର୍ତ୍ତମାନ ଏହି ଘଟଣାରେ ଦକ୍ଷିଣ ଜର୍ମାନୀରେ ହାଇଆର୍ଲଟ ଜାରି କରାଯାଇଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos